Sign in
Sign in
Recover your password.
A password will be e-mailed to you.
ବସ୍ତା ପୋଲିସର ଆଉ ଏକ ବଡ଼ ସଫଳତା: ୨୫ ଗ୍ରାମ ବ୍ରାଉନସୁଗାର ଜବତ,୨ ଅଭିଯୁକ୍ତ ଗିରଫ।
ବସ୍ତା ୧/୭():ବାଲେଶ୍ୱର ଜିଲ୍ଲା ବସ୍ତା ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ପୁଣି ଥରେ ବଡ଼ ସଫଳତା ମିଳିଛି। ଅମର୍ଦାରୋଡ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକଙ୍କ ନେତୃତ୍ୱରେ ଚାଲିଥିବା ସ୍ୱତନ୍ତ୍ର ଚଢ଼ାଉ ବେଳେ ବସ୍ତା ଥାନା ଅନ୍ତର୍ଗତ ନଳବାହାର ନିକଟରେ ଦୁଇ ଜଣ ନିଶା କାରବାରୀଙ୍କୁ…
କୁଲଡିହା ଅଭୟାରଣ୍ୟ ହାତୀ କଲେ ବ୍ୟାପକ କ୍ଷୟକ୍ଷତି
ଗତକାଲି ରାତିରେ ଜଗନ୍ନାଥପୁର ଜୋକଲଣ୍ଡା ଗ୍ରାମରେ ଦୁଇଟି କୁଲଡିହା ଅଭୟାରଣ୍ୟ ହାତୀ ଆସି ବ୍ୟାପକ କ୍ଷୟକ୍ଷତି କରିଛନ୍ତି | ଜଗନ୍ନାଥପୁର ଗ୍ରାମର ସତ୍ୟାନନ୍ଦ ପାତ୍ର ଙ୍କ ବାଡିରେ ପଶି ଚାଳିଶ ରୁ ଉର୍ଦ୍ଧ କଦଳୀ ଗଛ ଭାଙ୍ଗିବା ସହ ଦଶ ରୁଉର୍ଦ୍ଧ କଦଳୀ କାନ୍ଧି ଥିବା ଗଚ୍ଛ କୁ ଭାଙ୍ଗି ତାର ମଞ୍ଜl…
ଏଏମ୍/ଏନ୍ଏସ୍ ପୋର୍ଟସ୍ ପକ୍ଷରୁ ପାରାଦ୍ଵୀପରେ ପଲ୍ସ ପୋଲିଓ ଅଭିଯାନ
ପାରାଦ୍ବୀପ, ୧ ଜୁଲାଇ ୨୦୨୬: ଭାରତ ସରକାରଙ୍କ ପଲ୍ସ ପୋଲିଓ ଅଭିଯାନକୁ ସହଯୋଗ କରି ଏଏମ୍/ଏନ୍ଏସ୍ ପୋର୍ଟସ୍ ଭାରତ ସରକାରଙ୍କ ପଲ୍ସ ପୋଲିଓ ଅଭିଯାନକୁ ସହଯୋଗ କରି ପାରାଦ୍ଵୀପର ପ୍ରତ୍ୟେକ ଲୋକଙ୍କ ପାଖରେ ଜୀବନରକ୍ଷାକାରୀ ପୋଲିଓ ଟିକା ପହଞ୍ଚିବା ସୁନିଶ୍ଚିତ କରିବା ସହ ଜନସ୍ୱାସ୍ଥ୍ୟ ପ୍ରତି…
ବାଲ୍ୟ ବିବାହ ନିରାକରଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ କାର୍ଯ୍ୟଯୋଜନା (୨୦୨୬-୨୦୨୯) କାର୍ଯ୍ୟାନ୍ୱୟନ ନିମନ୍ତେ ତାଲିମ କାର୍ଯ୍ୟକ୍ରମ ସଫଳତାର ସହିତ ସମାପନ ହୋଇଯାଇଛି।…
ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମୀକାନ୍ତ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ସଭାଗୃହରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଡମ୍ବରୁଧର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମୀକାନ୍ତ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି…
ଗଜପତି ଭାରତୀୟ ଜନତା ଯୁବମୋର୍ଚ୍ଚା ନୂଆ ଟିମ୍ ଘୋଷିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଓ ଗଜପତି ଜିଲ୍ଲା ସଭାପତି ନବ କିଶୋର ଶବର ତଥା ରାଜ୍ୟ ଉପ ସଭାପତି ତଥା ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଅନୁମୋଦନ କ୍ରମେ ଗଜପତି ଜିଲ୍ଲାର ଯୁବମୋର୍ଚ୍ଚା ନୁଆ…
ପରିତ୍ୟକ୍ତ ଆର୍ଟ କଲେଜ୍ ବାମ୍ଫି।
(ଶାସକ ପ୍ରଶାସକ ଖଲ୍ଲିକୋଟ ରୁ ଶିବରାମ ଜେନା : ଗଡ଼ ର ଐତିହ୍ୟ ଓ ପରମ୍ପରା ଲୁପ୍ତପ୍ରାୟ ହେବାକୁ ବସିଲାଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ଅବସରରେ ଦେଖିବାକୁ ମିଳିଛି ମନମୁଖୀ ଶାସନରେ ଥିବା ଶାସକ ପ୍ରଶାସକ ଙ୍କର ନୀରବତା । ଖଲ୍ଲିକୋଟ ଆର୍ଟ କଲେଜ୍ ବାମ୍ଫି ଟି କଟା ପଥର ରେ ନିର୍ମିତ…
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଝାରସୁଗୁଡା ଜିଲ୍ଲାପାଳଙ୍କ ଜରିଆରେ…
ନିରପେକ୍ଷ ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ପରୀକ୍ଷା ବ୍ୟବସ୍ଥାର ସଂସ୍କାର ଦାବି
ଝାରସୁଗୁଡା: ବାରମ୍ବାର ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରି ଏନ୍ଏସ୍ୟୁଆଇ (NSUI) ଛାତ୍ର କଂଗ୍ରେସ ଏବଂ ଯୁବ କଂଗ୍ରେସ…
“ନିଶା ମୁକ୍ତ ଓଡ଼ିଶା ଅଭିଯାନ” ଅବସରରେ ମଡେଲ ଥାନା, ପାରଳାଖେମୁଣ୍ଡିରେ “ଆମ ପୋଲିସ”…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ନିଶା ମୁକ୍ତ ଓଡ଼ିଶା ଅଭିଯାନ" ଅବସରରେ ମଡେଲ ଥାନା, ପାରଳାଖେମୁଣ୍ଡି ଠାରେ "ଆମ ପୋଲିସ" ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ , ଛାତ୍ରଛାତ୍ରୀ , ସାଧାରଣ ଜନସାଧାରଣ ଏବଂ ପୋଲିସ ଅଧିକାରୀମାନେ ଯୋଗଦେଇ…
ଜଣେ ଯୁବତୀଙ୍କୁ ବୋଲେରୋ ଗାଡ଼ିରେ ଜବରଦସ୍ତି ଉଠାଇ ନେଇଯାଇଥିବା ମୁଖ୍ୟ ଅଭିଯୁକ୍ତ ଗିରଫ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୯.୦୬.୨୦୨୬ ତାରିଖ ରାତି ପ୍ରାୟ ୮.୨୦ ଘଟିକା ସମୟରେ ପାରଳାଖେମୁଣ୍ଡି ବାଳିକା ଉଚ୍ଚ ବିଦ୍ୟାଳୟ ରୋଡ଼ ନିକଟରୁ ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ବୋଲେରୋ ଗାଡ଼ିରେ ଜବରଦସ୍ତି ଉଠାଇ ନେଇଯାଇଥିବା ଅଭିଯୋଗ ପାଇବା ପରେ ପାରଳାଖେମୁଣ୍ଡି ପୋଲିସ ତୁରନ୍ତ…