Sign in
Sign in
Recover your password.
A password will be e-mailed to you.
ଆଖି ବୁଜିଦେଲେ ବିଧାୟକ ମଦନ ମୋହନ : ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତୃବୃନ୍ଦ
ବାଲେଶ୍ୱର : ବାଲେଶ୍ୱର ସଦର ବିଧାୟକ, ବିଜେପିର ବରିଷ୍ଠ ନେତା ତଥା ଟାଣୁଆ ତୃଣମୂଳ ସଂଗଠକ ଶ୍ରୀ ମଦନ ମୋହନ ଦତ୍ତ ଅକାଳ ଦେହାନ୍ତ ହୋଇଯାଇଛି | ତାଙ୍କ ବିୟୋଗରେ ବାଲେଶ୍ୱର ମାଟି ଜଣେ ଦରଦୀ ଓ ଲୋକପ୍ରିୟ ଜନନେତାଙ୍କୁ ହରାଇଲା l ବାଲେଶ୍ୱର ଜିଲ୍ଲା ତଥା ରାଜ୍ୟ ବିଜେପି ସଂଗଠନରେ ବହୁ ପଦପଦବୀ…
ରାଜ୍ୟରେ ଆଜି ୧୭୫ ଜଣ କରୋନା ପଜିଟିଭ
ସର୍ବାଧିକ ୫୭ଜଣ ଚିହ୍ନଟ ହୋଇଛନ୍ତି ଗଜପତି ଜିଲ୍ଲାରୁ
ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି୧୭୫ ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ ୧୪୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୦ ଜଣ ସର୍ବସାଧାରଣ ଅଂଚଳରୁ | ଫଳରେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୪୩୩୮…
ସାଢେ ପାଞ୍ଚଲକ୍ଷ ଫେରିଲେଣି, ଆହୁରି ଫେରିବେ
ଭୁବନେଶ୍ୱର : କରୋନା ଲକ ଡାଉନ ହଟିବା ପରେ ଏବେ ପ୍ରବାସରୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ | ଦେଶର ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଆ ଭାଇଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଗତକାଲି ୩,୬୩୫ ଜଣ ଓଡ଼ିଆ ଭାଇଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡିକରୁ ଓଡ଼ିଶାକୁ…
ରେକର୍ଡ ଭାଙ୍ଗିଲା କରୋନା : ଦିନକରେ ପ୍ରାଣ ହରାଇଲେ ୨୦୦୩ ଜଣ
ନୂଆଦିଲ୍ଲୀ (ଏସପିବି ) : ସବୁ ଦିନର ରେକର୍ଡକୁ ଭାଙ୍ଗି ଆଜି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ୨୦୦୩ ଜଣ | ଫଳରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧,୯୦୩ରେ ପହଂଚିଛି | ଏହା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୧୦, ୯୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ…
ଏଥର ସାମୁହିକ ଯୋଗ ନୁହେଁ : “ଘରେ ଯୋଗ, ପରିବାର ସହିତ ଯୋଗ”
ଆନ୍ତର୍ଜାତିକ ଯୋଗ ଦିବସ 2020 ପାଳନ ପାଇଁ ପ୍ରସ୍ତୁତ ହେଉଛି ଆୟୁଷ ମନ୍ତ୍ରଣାଳୟ
ନୂଆଦିଲ୍ଲୀ : କୋଭିଡ-19 ବୈଶ୍ଵିକ ମହାମାରୀ ଯୋଗୁଁ ଦୈନନ୍ଦିନ ଜୀବନ ଯାତ୍ରାରେ କଟକଣା ଓ ବିଭିନ୍ନ କାର୍ଯ୍ୟକଳାପରେ ମଧ୍ୟ ଶିଥିଳତା ଦେଖାଦେଇଛି । ସେଦୃଷ୍ଟିରୁ ଚଳିତ ବର୍ଷର ଆନ୍ତର୍ଜାତିକ ଯୋଗ ଦିବସକୁ…
କରୋନା ପ୍ରତିକାର ପାଇଁ କ୍ଷେତରାଜପୁର ଅଞ୍ଚଳରେ ସଚେତନତା
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): କରୋନା ପ୍ରତିକାର ପାଇଁ ମଙ୍ଗଳବାର କ୍ଷେତରାଜପୁର ଅଞ୍ଚଳରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି ।ମହିଳା ଆରୋଗ୍ୟ ସମିତି, ଆଶା, ଅଙ୍ଗନୱାଡି ଓ ସ୍ଥାନୀୟ ଏସଏଚଜି ମହିଳାଙ୍କୁ ନେଇ ସ୍ୱଚ୍ଛତା,ହାତ ଧୋଇବା ୬ ପ୍ରଣାଳୀ ବିଷୟରେ କୌଶଳଜ୍ଞାନ…
ଆମେ ଉଭୟ ଜୀବନ ଏବଂ ଜୀବିକା ପ୍ରତି ଗୁରୁତ୍ୱ ଦେବା ଉଚିତ : : ପ୍ରଧାନମନ୍ତ୍ରୀ
ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନଲକ 1.0 ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
•ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, ପରୀକ୍ଷା ଏବଂ ଚିହ୍ନଟ ସହିତ ଆର୍ଥିକ କାର୍ଯ୍ୟକଳାପ ବଢ଼ାଇବାକୁ ପ୍ରୋତ୍ସାହନ ଦେବା ଉଚିତ
• ଆମେ ପ୍ରତ୍ୟେକ ଜୀବନ ବଂଚାଇବାକୁ ଚେଷ୍ଟା କରିଛୁ; ଦେଶରେ ଆରୋଗ୍ୟ ହାର…
ପ୍ରବାସୀ ଓଡିଆ ମାନଙ୍କ ଦ୍ବାରା ଏମଜିନରେଗା ଅନ୍ତର୍ଗତ ବୃକ୍ଷରୋପଣ
ଗାଇସିଲେଟ/କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ପଞ୍ଚାୟତରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ଥିବା ପ୍ରବାସୀ ଓଡିଆ ମାନଙ୍କ ଦ୍ବାରା ଏମଜିନରେଗା ଯୋଜନା ଅନ୍ତର୍ଗତ ତାଲପାଲି ମିନିଷ୍ଟାଡିୟମ ପରିସରରେ ପାଚେରୀ ପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ…
ମୃତ୍ୟୁ ଏମିତି ବି ଆସେ : ଗାଧୋଇବାକୁ ଯାଇ ଆଉ ଫେରିଲେନି ଦୁଇ ଯାଆ
ବାରିପଦା (ଶାସକ ପ୍ରଶାସକ) : ମୃତ୍ୟୁ ବି ଏମିତି ଆସେ। ଗାଧୋଇବାକୁ ଯାଇ ବୁଡ଼ିଗଲେ ଦୁଇ ଯାଆ। ଆଜି ଏମିତି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଘଟିଛି। ମୋରଡ଼ା ଥାନା ମାକୁନ୍ଦ ଗାଁର ସାଲେପା ହାଁସଦା ଓ ଯମୁନା ହାଁସଦା ସମ୍ପର୍କରେ ଦୁଇ ଯାଆ। ଆଜି ସକାଳେ ସେମାନେ…
ମୟୂରଭଞ୍ଜ : ଚିକିତ୍ସାଧୀନ ଥିବା ୭୮ କରୋନା ସଂକ୍ରମିତ ମଧ୍ୟରୁ ସୁସ୍ଥ ହୋଇ ଫେରିଲେ ୧୩
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଜି ପୁଣି ୧୩ ଜଣ ସୁସ୍ଥ ହୋଇ ଫେରିଛନ୍ତି ବୋଲି ରାଜ୍ୟ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାରୁ ୬୫ ଜଣ କରୋନା ସଂକ୍ରମିତମାନେ କୋଭିଡ଼ ହସପିଟାଲରେ ଚିକିତ୍ସା ହେଉଥିଲେ । ଏମାନଙ୍କ ମଧ୍ୟରୁ…