ସମ୍ମିଳିତ ଆଦିବାସୀ ସମାଜର ଆଇନ ଉପଦେଷ୍ଟା ଭାବରେ ଆଡଭୋକେଟ ସିୟାରାମ ଦାସ ନିଯୁକ୍ତ। 

0

ଝାରସୁଗୁଡ଼ା (ସୁଭାଷ ସହାରେ) : ମିଳିତ ଆଦିବାସୀ ସମାଜ ନିଜର ଆଇନ ଉପଦେଷ୍ଟା ଭାବରେ ବରିଷ୍ଠ ଆଇନଜୀବୀ ଶ୍ରୀ ସିୟାରାମ ସାହୁଙ୍କୁ ନିଯୁକ୍ତ କରିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳଙ୍କୁ ଲେଖିଥିବା ଏକ ପତ୍ର ମାଧ୍ୟମରେ ଏକଥା ଝାରସୁଗୁଡ଼ା ମିଳିତ ଆଦିବାସୀ ସମାଜ ଜଣାଇ ଦେଇଛନ୍ତି। ସମାଜର ସାଧାରଣ ସଂପାଦକଙ୍କ ଦସ୍ତଖତ ଥିବା ଏହି ପତ୍ରରେ ଏକଥା ସ୍ପଷ୍ଟ କରି ଦିଆଯାଇଛି ଯେ ଏହାପରେ ସମାଜର ସମସ୍ତ ଆଇନଗତ କାର୍ଯ୍ୟ ଶ୍ରୀ ଦାସ ନିର୍ବାହ କରିବେ।

Leave A Reply

Your email address will not be published.