ଏସଏଜଜି ମହିଳାଙ୍କ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ପାଟଣାଗଡ (ବିମଲ କୁମାର ବାଗ):  ବିଭିନ୍ନ ମାଇକୋ୍ରଫାଇନାସ କମ୍ପାନିରୁ ରୁଣ ନେଇଥିବା ଏସଏଚଜି ମହିଲା ମାନଙ୍କୁ କମ୍ପାନିର କର୍ମଚାରୀ ମାନେ କିସ୍ତି ପ୍ରଦାନ ଓ ରୁଣ ପରିଷୋଧ ପାଇଁ ଜୋର ଜବରଦସ୍ତ କରୁଥିବା ନେଇ ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ବେଳପଡା ଓ ପାଟଣାଗଡ ବ୍ଲକର ଏସଏଚଜି ମହିଲା…

ଭାରତ ସୀମାରେ ସହିଦ ହୋଇଥିବା ୨୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ :- ଗତ କାଲି ଭାରତ ଚୀନ ସୀମାରେ ଥିବା ଗଲବାନ ଘାଟିରେ  ସହିଦ ହେଇଥିବା ଭାରତୀୟ ସେନାର 20 ଜଣ ବିର ଯବାନ ମାନଙ୍କୁ ଆଜି ବରଗଡ଼ ଗାନ୍ଧୀ ଛକ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଦେଶ ପାଇଁ ଶହୀଦ  ହୋଇଥିବା ବୀର ଯବାନ ମାନଙ୍କ ଆତ୍ମା ର ସଦଗତି ନିମନ୍ତେ ସ୍ଥାନୀୟ ଗାନ୍ଧୀ ଛକ ରେ…

କେଡେ କାଢ଼ୁଆ  ୱେସ୍କୋ , ଖୁନ୍ତାମାଲରେ ୮ ଦିନରେ ୮ ଘଣ୍ଟା ବି ରହୁନି ଲାଇନ 

ଝାରସୁଗୁଡ଼ା  :- ( ସୁବାଷ ସାହାରେ ) ଝାରସୁଗୁଡା ଜିଲ୍ଲା ଲଇକେରା ଗ୍ରୀଡ଼ ଅଞ୍ଚଳରେ ଦୀର୍ଘଦିନ ହେଲା ବିଦ୍ୟୁତର ଲୁଚକାଳି ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି । ବିଶେଷକରି ଖୁନ୍ତାମାଲ ଗ୍ରାମର ବିଦ୍ୟୁତ ସେବା କଥା ନ କହିବା ଭଲ । ଖୁନ୍ତାମାଲ ଅଞ୍ଚଳରେ ପ୍ରତେକ ଦିନ ତାର ଛିଣ୍ଡୁଛି । ଗାଈ…

ମଣିଷ ପ୍ରେମୀ ମନ୍ତ୍ରୀ ସୁଶାନ୍ତଙ୍କୁ ଜନ୍ମଦିନରେ ଉପହାର : କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କଲା ବିଙ୍ଗ ହ୍ୟୁମାନ

ସୋହେଲା :- ସମସ୍ତେ ଜାଣିଛନ୍ତି ଯେ  ମନ୍ତ୍ରୀ ସୁଶାନ୍ତ ସିଂ ଜଣେ ପରୋପକାରୀ ନେତା । ଲୋକଙ୍କ ସେବା ବା ଲୋକଙ୍କୁ ଉପକାର ପାଇଁ ଅବା ଅସହାୟ ଲୋକଙ୍କ ସହାୟତା ପାଇଁ ସବୁବେଳେ ଆଗୁସାର ମନ୍ତ୍ରୀ ସୁଶାନ୍ତ |  ଅସୁବିଧା ରେ ପଡିଥିବା କୋଣସି ଲୋକଙ୍କୁ ମଧ୍ୟ ରାତ୍ରିରେ ବି ସାହାଯ୍ୟ କରିବାକୁ ବାହାରି…

ଫ୍ରେଜରପୁର ହତ୍ୟାକାଣ୍ଡ ର ଖୁଲାସା: ପ୍ରେମିକାର ହତ୍ୟା କରି ପ୍ରେମିକ ଜେଲରେ

ବରଗଡ :- ଗତ 11 ତାରିଖ ଦିନ ଫ୍ରେଜରପୁର ନିକଟସ୍ଥ ପଠାରି ଜଙ୍ଗଲରୁ ଏକ ଅଚିହ୍ନ ମହିଳାଙ୍କର ଗଳିତ ଶବ ଉଦ୍ଧାର କରାଯାଇଥିଲା । ମୃତଦେହର ଅନେକ କ୍ଷତ ଚିହ୍ନ ରହିଥିଲା । ମୃତଦେହ ଉଦ୍ଧାର ପରେ ପାଇକମାଲ ଥାନାରେ ud କେଶ ନମ୍ବର 7/20 ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା । ମୃତଦେହର…

ଦୁଇ ଓଡ଼ିଆ ସହିଦଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ଜଣାଇଲେ ସମବେଦନା : ଘୋଷଣା କଲେ ୨୫ ଲକ୍ଷ ଟଂକା ଲେଖାଏ…

  ଭୁବନେଶ୍ୱର : ଲଦାଖର ଗୁଲୱାନି ଉପତ୍ୟକାରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଦେଶମାତୃକା ପାଇଁ  ସେମାନଙ୍କ ବଳିଦାନ ସର୍ବଶ୍ରେଷ୍ଠ ବୋଲି କହିବା ସହ ସାହାସୀକତାକୁ ଅତୁଳନୀୟ ବୋଲି ବର୍ଣନା କରିଛନ୍ତି…

କରୋନା ଲଢ଼େକୁ ଶାଣିତ ଓ ଲୋକାଭିମୁଖୀ କରିବାକୁ ମୁଖ୍ୟମନ୍ତ୍ରୀ ନେଲେ ଦୁଇ ଗୁରୁତ୍ୱପୂର୍ଣ ନିଷ୍ପତ୍ତି 

 ଗ୍ରାମାଞ୍ଚଳରେ କୋଭିଡ କେୟାର ହୋମ : ସହର ଓ ଗାମାଞ୍ଚଳରେ ୱାର୍ଡ କମିଟି  ଭୁବନେଶ୍ୱର :   କରୋନା ବିରୋଧରେ ଲମ୍ବା ଲଢ଼େଇକୁ ଅଧିକ ଶାଣିତ ଓ ନିରାପଦ କରିବା ପାଇଁ  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଛନ୍ତି | ଗୋଟିଏ ହେଲା କୋବିଦ କେୟାର ହୋମ…

କୋର୍ଟ ସହ ଜିଲ୍ଲାପାଳ ଓ  ଉପ ଜିଲ୍ଲାପାଳଙ୍କ ଅଫିସ୍ ସିଲ

ପୁରୀ: ୧୮ ନୁଆ କୋଭିଡ୍ କେସ, ସହରରେ ୨ ପଜିଟିଭ ପୁରୀ,(ଅନିମେଶ ପଟ୍ଟନାୟକ): ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି।  ଆଜି ୧୮ ନୂଆ ପଜିଟିଭ ପୁରୀରେ ଦେଖାଯାଇଛି । ସେଥିରେ ସହରର ଦୁଇଜଣ ଥିବା ଜିଲ୍ଲାପାଳ ବଲୱନ୍ତ ସିଂ ପ୍ରକାଶ କରିଛନ୍ତି।  ସେମାନଙ୍କ ମଧ୍ୟରୁ ଜଣେ…

ଆଜି ସୁସ୍ଥ ହେଲେ  ୭୩ ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ସୁସ୍ଥ ହୋଇଛନ୍ତି ୭୩ ଜଣ | ଫଳରେ ସୁସ୍ଥଙ୍କ ସଂଖ୍ୟା ପହଂଚଛି ୩,୦୪୭ରେ | ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୧,୨୭୭ରେ | ଆଜି ସୁସ୍ଥଙ୍କ ମଧ୍ୟରେ  ବାଲେଶ୍ୱରର ୨, ଭଦ୍ରକ ୯, ବଲାଙ୍ଗିର ୧, କଟକ ୩, ଗଞ୍ଜାମ ୪, ଜଗତସିହଂପୁର ୨,  ଯାଜପୁର ୭,…

  ଗୁଇନ୍ଦା ସଂସ୍ଥା କରାଇଲା ତାଗିଦ : ଏହି ଆପ ବ୍ୟବହାର ନିରାପଦ ନୁହେଁ 

ନୂଆଦିଲ୍ଲୀ :   ଭାରତୀୟ ଗୁଇନ୍ଦା ସଂସ୍ଥା କେତେକ ମୋବାଇଲ ଆପ ବ୍ୟବହାର ନକରିବା ପାଇଁ ଭାରତ  ସରକାରଙ୍କୁ ଓ ଜନସାଧାରଣଙ୍କୁ ଅନୁରୋଧ କରିବାକୁ କହିଛନ୍ତି | କାରଣ ଏ ସବୁ ଆପଗୁଡିକ ଚାଇନା ସହିତ ସମ୍ପର୍କିତ ଆଉ ଏଗୁଡିକ ବ୍ୟବହାର କରିବା ନିରାପଦ ନୁହେ | ଏହି ଆପ ଗୁଡିକ ମାଧ୍ୟମରେ ଵିପୁ;ଲ…