ମୟୂରଭଞ୍ଜ ଇତିହାସରେ ପ୍ରଥମ:  ବଡ଼ଦାଣ୍ଡରେ ଗଡ଼ିବନି ଶ୍ରୀଶ୍ରୀ ହରିବଳଦେବ ଜୀଉଙ୍କ ରଥ

ମନ୍ଦିର ଭିତରେ ହେବ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ବିଜେ କାର୍ଯ୍ୟକ୍ରମ ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଇତିହାସରେ ପ୍ରଥମ । ବାରିପଦା ବଡ଼ଦାଣ୍ଡରେ ପ୍ରଥମ ଥର ଗଡ଼ିବ ନାହିଁ ମହାପ୍ରଭୂଙ୍କ ରଥ । ମନ୍ଦିର ବେଢ଼ା ଭିତରେ ଆୟୋଜିତ ହେବ ସମସ୍ତ କାର୍ଯ୍ୟକ୍ରମ । ବର୍ତ୍ତମାନ ବିଶ୍ୱ…

ଜଣାଶୁଣା ଯୁବ ନେତା ଡ଼ ସ୍ମୃତିରଞ୍ଜନଙ୍କୁ ଓଡିଶା ଯୁବ କଂଗ୍ରେସ ଦାୟିତ୍ୱ 

ଭୁବନେଶ୍ୱର (ଶାସକ ପ୍ରଶାସକ)  ଭାରତୀୟ କଂଗ୍ରେସର ଉଦ୍ଦିୟମାନ ଯୁବ ଚେହେରା ତଥା ଭାରତୀୟ ଯୁବ କଂଗ୍ରେସର ଜାତୀୟ ସମ୍ପାଦକ ଡ଼ ସ୍ମୃତିରଞ୍ଜନ ଲେଙ୍କାଙ୍କୁ ଓଡିଶା ପ୍ରଦେଶ ଯୁବ କଂଗ୍ରେସର ମୁଖିଆ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି | ତାଙ୍କୁ ପ୍ରଦେଶ ଯୁବ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି…

ଦୁଇ ଶହୀଦ ଓଡିଆ ଯବାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ (ଏସପିବି) :ଭାରତ ଓ ଚୀନ ସୀମାରେ ସଂଘର୍ଷ ଯୋଗୁଁ ଶହୀଦ ହୋଇଥିବା ଓଡିଶାର କନ୍ଧମାଳ ଓ ରାଇରଙ୍ଗପୁରର 2 ଓଡିଆ ବୀର ଯବାନଙ୍କୁ ସାମାଜକି ଗଣମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ଵିଟ କରି କହିଛନ୍ତି ଯେ,…

ପାରମ୍ପରିକତାକୁ ନୂଆ ସ୍ୱରୂପରେ ଆଦୃତ କରାଇବା ଲକ୍ଷ୍ୟରେ ଜାଗ୍ରୀତି

ଭୁବନେଶ୍ୱର (ଶାସକ ପ୍ରଶାସକ ): ଧୀରେ ଧୀରେ ପାରମ୍ପରିକ ହସ୍ତତନ୍ତ, ଚାରୁକଲା, କାରୁକାର୍ଯ୍ୟ ପ୍ରତି  ଲୋକଙ୍କ ଆଦରରେ  ଶିଥିଳତା ଆସିଯାଇଥିବା ବେଳେ ଏହାକୁ ଭିନ୍ନରୁପରେ ପରିବେଷଣ ଓ ଉପସ୍ଥାପନ କରି ଲୋକାଦୃତ କରିବାର ଉଦ୍ୟମ ଜାରି ରହିଛି ଅନେକ  | ଆଉ ସେଇ ଧାରାରେ ନିଜକୁ ସାମିଲ କରିଛନ୍ତି…

ବାଲେଶ୍ୱର ସଦର ବିଜେପି ବିଧାୟକ ମଦନମୋହନ ଦତଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଜଂଳି

 ରାଜ୍ୟ କାର୍ଯ୍ୟାଳୟରେ ଅନ୍ତିମ ଦର୍ଶନ କଲେ ବିଜେପି ନେତାଙ୍କ ସମେତ ବହୁ କାର୍ଯ୍ୟକର୍ତା  ସ୍ୱର୍ଗତଃ ଦତଙ୍କୁ ବିଜେପି ଦଳୀୟ ପତାକା ଘୋଡାଇ ଦିଆଗଲା ଶେଷ ସମ୍ମାନ  ଭୁବନେଶ୍ୱର(ମାନସୀ ମିଶ୍ର): ବାଲେଶ୍ୱର ସଦର ବିଜେପି ବିଧାୟକ ମଦନମୋହନ ଦତଙ୍କ ବିୟୋଗରେ ରାଜ୍ୟ ବିଜେପିର ବରିଷ୍ଠନେତାମାନେ…

ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଅବହେଳା: ପ୍ରତିବାଦ କଲା  ବଲାଙ୍ଗୀର ମହିଳା ସଚେତନ ମଞ୍ଚ 

ବଲାଙ୍ଗୀର :  ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ରେ ଦୀର୍ଘ ଦିନରୁ ଅବହେଳା ହୋଇ ଆସୁଛି। ଯାହାକୁ ନେଇ ଆଜି ବଲାଙ୍ଗୀର ମହିଳା ସଚେତନ ମଞ୍ଚ ଲିଖିତ ଅଭିଯୋଗ ଆଣିଛନ୍ତି। ଏବଂ ଭୀମଭୋଇ ମେଡ଼ିକାଲ କଲେଜର ସୁପ୍ରିଣ୍ଟଟେଣ୍ଡ ଶ୍ରୀ ମହେନ୍ଦ୍ର ନାଏକ ଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ…

ପଦାକୁ ବାହାରିଲେ ରାଜକୁମାର : ପ୍ରବାସୀଙ୍କୁ କରିବେ ଆତ୍ମନିର୍ଭର 

 ବଲାଙ୍ଗୀର/ ନିରୋଜ ମିଶ୍ର  :କିଛି ଦିନ ହେବ ନିରବ ଥିଲେ | କରୋନା ସମୟରେ ଏତେ ହୋ ହାଲ୍ଲା ଭିତରେ କୁଆଡେ ନିରବ ହୋଇଯାଇଥିଲେ | ହେଲେ ଏବେ ବାହାରକୁ ବାହାରିଛନ୍ତି ପୂର୍ବତନ ସଂସଦ କଳିକେଶ ନାରାୟଣ ସିଂଦେଓ | ଆଉ ଉଠାଇଛନ୍ତି  ପ୍ରବାସୀ ଶ ଓଡ଼ିଆଙ୍କୁ ଆତ୍ମନିର୍ଭରଶୀଳ କରିବାର ବିଡ଼ା |  ପ୍ରଥମ…

ତିବ୍ବତର ସ୍ୱାଧୀନତା ହିଁ ସମାଧାନର ଏକମାତ୍ର ବିକଳ୍ପ – ଭିଏଚପି

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ  - ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଏଥିରେ ଜଣେ କର୍ନେଲଙ୍କ ସମେତ 20 ଜଣ ଭାରତୀୟ ସେନା ମୃତ୍ୟବରଣ କରିଛନ୍ତି | ଚୀନର ଏଭଳି ଅନଧିକୃତ ପ୍ରବେଶ ଉଦ୍ୟମକୁ ନେଇ ସାରା ଦେଶବାସୀ ଚିନ୍ତିତ ଥିବା…

ବୁଗୁଡ଼ାରେ ସମୂହ ସ୍ୱାସ୍ଥ୍ୟ ପରୀକ୍ଷା

ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା-ବୁଗୁଡା ପୌର ପରିଷଦ ଅନ୍ତର୍ଗତ ହରିଜନ ସାହି, ନୂଆ ସାହି ଓ ନେଳିଆ ବନ୍ଧ ସାହିରେ ଶିକ୍ଷୟିତ୍ରୀ କାଦମ୍ବିନୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ସମୂହ କୋବିଡ଼ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।8 ନ ୱାର୍ଡ ଅନ୍ତର୍ଗତ 87 ଟି ଗୃହର…

ରାଜ୍ୟ ଗାନକୁ କୋଶଲ ସମନ୍ୱୟ ସମିତିର ବିରୋଧ: ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଲିକା ଦାହ

ପାଟଣାଗଡ (ବିମଲ କୁମାର ବାଗ)  : ବନ୍ଦେ  ଉତ୍କଳ  ଜନନୀ ଗୀତକୁ ଓଡିଶା ସରକାର ରାଜ୍ୟଗାନର ମାନ୍ୟତା ପ୍ରଦାନ କରିବା ପରେ କୋଶଲ ରାଜ୍ୟ ସମନ୍ୱୟ ସମିତି ସମେତ ପଶ୍ଚିମ ଓଡିଶାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ସେହି କ୍ରମରେ କୋଶଲ ଯୁବ ସମନ୍ୱୟ ସମିତି ପାଟଣାଗଡ ପକ୍ଷରୁ…