Sign in
Sign in
Recover your password.
A password will be e-mailed to you.
ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର : ଆତ୍ମହତ୍ୟା ନା ଆଉ କିଛି ?
ପାଟଣାଗଡ (ବିମଳ କୁମାର ବାଗ): ବଲାଙ୍ଗିର ଜିଲ୍ଲା ପାଟଣାଗଡ ଏନଏସି ଅଚଂଳର ବ୍ରହ୍ମପୁରା ନିକଟସ୍ଥ ଭାନୁସାଗର ପୋଖରୀର ଅନିତ ଦୂରରେ ଥିବା ଏକ ବବୁଲ ଗଛରୁ ଜଣେ ଯୁବକଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ କାଦୋପଡାର ସୁନ୍ଦର୍ଯ୍ୟ ଦଲେଇ (୪୨) ବୋଲି ପୁଲିସ ପକ୍ଷରୁ ଜଣାପଡିଛି ।…
ହେବ ନାହିଁ ରଥଯାତ୍ରା ଓ ବାହୁଡା଼ ଯାତ୍ରା।
ଟିଟିଲାଗଡ଼ ( ଗୌରବ ଦର୍ଜି)- ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଟିଟିଲାଗଡ ରେ ପାଳିତ ହେଉଥିବା ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ମହାମାରୀ କରୋନା ଭାଇରସ କୁ ନେଇ ସ୍ଥାନୀୟ ପ୍ରଶାସନ ସତର୍କତା ମୂଳକ ପନ୍ଥା ଅବଲମ୍ବନ କରି…
ଭଲ ଖବର : ବିନା ସିମେଣ୍ଟରେ କଂକ୍ରିଟ୍ ରାସ୍ତା
କିଟ୍ ଗବେଷଣାଗାରରେ ନୂଆ ଟେକ୍ନୋଲୋଜି : ନିର୍ମାଣ ହେଲା ସିମେଣ୍ଟ ବିହୀନ କଂକ୍ରିଟ୍ ରାସ୍ତା
ଭୁବନେଶ୍ୱର(ଶାସକ ପ୍ରଶାସକ) : କିଟ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ନୂତନ ନିର୍ମାଣଭିତ୍ତିକ ଟେକ୍ନୋଲୋଜି ବିକଶିତ କରିଛନ୍ତି । ପ୍ରଥମ ଥର ଲାଗି ଏହି ଟେକ୍ନୋଲୋଜି ଓଡ଼ିଶାରେ ସଫଳତାର ସହ…
ରଥ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର ଲେଖିଲେ ଶ୍ରୀମନ୍ଦିର ପ୍ରଶାସନ
ପୁରୀ, /ଅନିମେଶ ପଟ୍ଟନାୟକ: ରଥ ନିର୍ମାଣ ଶେଷ ପ୍ରାୟ। ରଥଯାତ୍ରାକୁ ୭ ଦିନ ବାକି ଥିବାବେଳେ ଏଯାବତ ରଥଯାତ୍ରାକୁ ଅନୁମତି ଦେଇନାହାନ୍ତି ରାଜ୍ୟ ସରକାର। ରଥଯାତ୍ରାକୁ ନେଇ ୧୮ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ରହିଛି। ଏପଟେ ମଙ୍ଗଳବାର ରଥ ପ୍ରତିଷ୍ଠା କରିବାକୁ ଶ୍ରୀମନ୍ଦିର…
ଭାରତ ନିଜେ ଆତ୍ମନିର୍ଭର ହେଲେ ହିଁ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବ – ଧର୍ମେନ୍ଦ୍ର ପ୍ରଧାନ
ଇସ୍ପାତ ମନ୍ତ୍ରଣାଳୟର ‘ଆତ୍ମନିର୍ଭର ଭାରତ’ ୱେବିନାରରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
• ଘରୋଇ ଇସ୍ପାତ ବ୍ୟବହାର ବୃଦ୍ଧି ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ଇସ୍ପାତର ଆବଶ୍ୟକତା ପୂରଣ କରିବା ଉପରେ ଗୁରୁତ୍ୱ
• ଆତ୍ମନିର୍ଭର ଭାରତ ପାଇଁ ଭାରତୀୟ ଇସ୍ପାତ କ୍ଷେତ୍ରର ରହିବ ଗୁରୁତ୍ୱପୂର୍ଣ୍ଣ…
ପ୍ରଶ୍ନ କରିବା ପୂର୍ବରୁ ବିଜେପି ନେତାମାନେ କେନ୍ଦ୍ରୀୟ ମାର୍ଗଦର୍ଶିକା ପଢନ୍ତୁ: ବିଜେଡି
ଭୁବନେଶ୍ୱର, (ଶାସକ ପ୍ରଶାସକ) : କେନ୍ଦ୍ରର ବିଜେପି ନେତୃତ୍ୱାଧିନ ସରକାର ଓ ଦେଶରେ କୋଭିଡ ମନିଟରିଂ କରୁଥିବା ଜାତୀୟ ସଂସ୍ଥା ଆଇସିଏମ୍ଆର କେବଳ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିମାନଙ୍କର କୋଭିଡ ପରୀକ୍ଷା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ତେଣୁ ବିଜେପି ନେତାମାନେ ବୟାନବାଜି…
ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ
ଟିଟିଲାଗଡ (ଗୌରବ ଦର୍ଜି)-ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ସିନ୍ଧେକେଲା ରାସ୍ତା ଆର୍ଶାତୁଲା ନିକଟସ୍ଥ ଦେହେଲି ଛକ ଠାରେ ବିଳମ୍ବ ରାତ୍ରି ରେ ଅଜଣା ଗାଡ଼ି ଧକ୍କାରେ ଜଣକ ମୃତ୍ୟୁ ଘଟିଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣକ ଚାଳି ଚାଳି ସିନ୍ଧେକେଲା ପଟେ ଯାଉଥିବା ବେଳେ ପଛପଟୁ ଏକ ଗାଡ଼ି ଧକ୍କା…
ଓଡ଼ିଶା ଔଷଧ ନିଗମର ଦୁର୍ନୀତି : ଆଉ ଏକ କେଳେଙ୍କାରୀର ଅଭିଯୋଗ ଆଣିଲା କଂଗ୍ରେସ
ଭୁବନେଶ୍ୱର(ଶାସକ ପ୍ରଶାସକ) - ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କରୋନା ସମୟରେ ଔଷଧ ନିଗମ ଦ୍ୱାରା ଜିନିଷପତ୍ର କିଣାରେ ୬ଟି ଅଭିଯୋଗ ଆଣିଥିଲା । ସେ ସବୁ ଅଭିଯୋଗର ସ୍ପଷ୍ଟିକରଣ ଆଜିପର୍ଯ୍ୟନ୍ତ ପର୍ଯ୍ୟନ୍ତ ରାଜ୍ୟ ସରକାର ଦେଲେ ନାହିଁ । ଅପରନ୍ତୁ ବିଜେଡ଼ି ଦଳର ମୁଖପାତ୍ର ଯେଉଁ…
ନିଜ ପିଠି ଥାପୁଡାଇବା ବନ୍ଦ କରି ଦୈନିକ ୧୫ ହଜାର ଟେଷ୍ଟ କରାନ୍ତୁ ରାଜ୍ୟସରକାର :ବିଜେପି
କରୋନା ରୋଗୀମାନଙ୍କ ପାଖକୁ ଯାଉଥିବା ଆଶା ଓ ଏଏନଏମ ଦିଦିଙ୍କୁ ପିପିଇ କିଟ୍ ଓ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯାଉ
ରାଜ୍ୟ ସରକାର କ୍ୱାରେଂଟାଇନ ସେଂଟରେ ଥିବା ଲୋକମାନଙ୍କର ନିୟମିତ ଟେଷ୍ଟ କରନ୍ତୁ
କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କର ମଧ୍ୟ ଟେଷ୍ଟ କରି ନେଗେଟିଭ…
ଅସହାୟ ଓ ଗରିବ ପରିବାରକୁ ସହାୟତାର ହାତ ବଢ଼େଇଲା ଯୁବ ସଂଗଠନ
ହାଟଡିହି(ମଜରଧ୍ବଜ ଜେନା) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳନିଆ ଅଞ୍ଚଳ ର ପୁଣି ଏକ ଅସହାୟ ଓ ଗରିବ ପରିବାରକୁ ଫ୍ରେଣ୍ଡ ଫର ଫାଉଣ୍ଡେସନ ପରିବାର ନାମକ ଯୁବ ସଂଗଠନ ସହଯୋଗ ର ହାତ ବଢେଇଛି. ହାଟଡିହି ବ୍ଲକ ମନୋହପୁର ଗ୍ରାମ ର ଉଧବ ମୁଖୀ ଙ୍କ ର ଦେହାନ୍ତ ହୋଇଥିଲା. ବହୁଦିନ ଧରି ସେ…