କରୋନା ଲଢେଇ : ଠିକଣା ସମୟରେ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପକୁ ପ୍ରବାସୀ ଓଡ଼ିଆଙ୍କ ପ୍ରଶଂସା 

ରାଜ୍ୟ ସରକାରଙ୍କ କୋଭିଡ ନିୟନ୍ତ୍ରଣ ସଂକ୍ରାନ୍ତରେ ବିଜୁ ଯୁବ ଓ ଛାତ୍ର ଜନତାଦଳର ୱେବନାର ଯୋଡି ହେଲେ ୨ଲକ୍ଷ ୩୩ ହଜାରରୁ ଅଧିକ ବ୍ୟକ୍ତି : ଦେଖିଲେ ଲକ୍ଷେରୁ ଅଧିକ ଭୁବନେଶ୍ୱର( ଶାସକ ପ୍ରଶାସକ) : ବନେଶ୍ୱର( କୋଭିଡ ମହାମାରୀର ମୁକାବିଲା ଲାଗି ରାଜ୍ୟ ସରକାର ଗ୍ରହଣ କରିଥିବା…

ଟ୍ରାକ୍ଟର ଓଲଟି ୨ମୃତ ଜଣେ ଗୁରୁତର

ବାରିପଦା(ଦିଲ୍ଲୀପ ମହାନ୍ତି):-ଟ୍ରାକ୍ଟର ଓଲଟି ଘଟଣାସ୍ଥଳରେ ୨ମୃତ ୧ଗୁରୁତର।  ମୋରଡ଼ା ଥାନା ଅନ୍ତର୍ଗତ ୬୧ନଂ ରାଜ୍ୟ ରାଜପଥ ବାରିପଦା-ଅମର୍ଦ୍ଦା ମୁଖ୍ୟ ରାସ୍ତାର ଝିଙ୍କିରିଆ ଛକ ନିକଟରେ ଘଟିଛି ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଟ୍ରାକ୍ଟର ଓଲଟି ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ଚବିଶି ଘଂଟାରେ ୫୭,୯୮୨  ଆକ୍ରାନ୍ତ, ଯାଇଛି  ୯୪୧ ଜୀବନ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୭,୯୮୨  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୯୪୧  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୬,୪୭,୬୬୪ ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬ ,୭୬,୯୦୦  ଜଣ |  ଏ ଯାବତ ଦେଶରେ ୧୯,୧୯,୮୪୩ ଜଣ…

ସଂସଦ ଭବନ ଆନେକ୍ସ ବିଲ୍ଡିଂରେ ନିଆଁ 

ନୂଆଦିଲ୍ଲୀ : ପାର୍ଲିଆମେଣ୍ଟ ଆନେକ୍ସ ବିଲଡିଂର ଷଷ୍ଠ ମହଲରେ ଅଗ୍ନିକାଣ୍ଡ ଘଟିଛି | ଅଗ୍ନିକାଣ୍ଡର ଘଟଣାର କାରଣ ସମ୍ପର୍କରେ ଜଣାପଡ଼ିନଥିଲେ ମଧ୍ୟ ୭ ଟି ଦମକଳ ଗାଡି ନିଆଳିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି | ନିଆଁ ଇତି ମଧ୍ୟରେ ଆୟତ୍ତକୁ ଆସିଯାଇଥିବା ସୂଚନା ହସ୍ତଗତ ହୋଇଛି | 

ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ୫.୫ ଲକ୍ଷରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିଛି ରେଳବାଇ 

•  ଓଡ଼ିଶା ସମେତ ୬ଟି ରାଜ୍ୟରେ ସୃଷ୍ଟି କରିଛି ଏହି ଶ୍ରମଦିବସ  • ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଏହିସବୁ କାର୍ଯ୍ୟକ୍ରମକୁ ରେଳବାଇ ମନ୍ତ୍ରଣାଳୟ ତଦାରଖ କରୁଛି • ଅଗଷ୍ଟ ୧୪ ସୁଦ୍ଧା ଏ ବାବଦରେ ବିଭିନ୍ନ ପ୍ରକଳ୍ପର ଠିକାଦାରମାନଙ୍କୁ ୧୩୩୬.୮୪ କୋଟି ଟଙ୍କା ପ୍ରଦାନ କରାଯାଇଛି • ଏହି…

ଦେଶର 173ଟି ସୀମାନ୍ତ ଓ ତଟବର୍ତ୍ତୀ ଜିଲ୍ଲାକୁ ଏନ୍‌ସିସି ସଂପ୍ରସାରିତ ହେବ

ନୂଆଦିଲ୍ଲୀ : ଦେଶର ସମସ୍ତ ସୀମାନ୍ତବର୍ତ୍ତୀ ଓ ତଟବର୍ତ୍ତୀ ଜିଲ୍ଲାଗୁଡିକର ଯୁବସମାଜର ଆକାଂକ୍ଷା ପୂରଣ ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍‌ସିସିର ଏକ ବୃହତ୍‌ ସଂପ୍ରସାରଣ ଯୋଜନାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି । ଅଗଷ୍ଟ 15…

କ୍ରୁଶବିଦ୍ଧ କୃଷି ସଂସ୍କୃତି

ମାୟାଧର ନାୟକ କୃଷି ହିଁ କୃଷ୍ଟି । ଇତିହାସ ଇସାରା କରିଥାଏ ଯେ କାସ୍ପିୟାନ ହ୍ରଦକୂଳରୁ ହିମାଦ୍ରି-ବିନ୍ଧ୍ୟାଦ୍ରି-ସହ୍ୟାଦ୍ରି-ଶେଷାଦ୍ରିର ପୁଣ୍ୟଭୂମି ଭାରତକୁ ଆସିଥିଲେ ଆର୍ଯ୍ୟମାନେ । ଏଇଠି ହିଁ ସେମାନେ ଆଦିମ ଅଧିବାସୀ, ବନବାସୀ ଓ ଦ୍ରାବିଡମାନଙ୍କ ସହିତ ସାମିଲ ହୋଇଗଲେ ଏକ ମହାଭାରତୀୟ…

ସ୍ବାଧୀନତା ଦିବସ ଉପଲକ୍ଷେ ଅନଲାଇନ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ।  

ଝାରସୁଗୁଡ଼ା :(ସୁଭାଷ ସହାରେ): ଚଳିତ ବର୍ଷ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ଉପଲକ୍ଷେ କନିଷ୍ଠ ଓ ବରିଷ୍ଠ ବର୍ଗରେ  ଅନଲାଇନ ପ୍ରବନ୍ଧ ପ୍ରତିଯୋଗିତା (ଓଡ଼ିଆ ଓ ଇଂରାଜୀ) ଅନୁଷ୍ଠିତ ହୋଇଥିଲା ।  କନିଷ୍ଠ କନିଷ୍ଠ ବର୍ଗ ( ଓଡ଼ିଆ)ରେ ପଲକ ବେହେରା , କେ ବି ଜେ ଉଚ୍ଚ ବିଦ୍ୟାଳୟ, ଲଇକେରା ପ୍ରଥମ…

ଝାରସୁଗୁଡ଼ାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ । 

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ାରେ ୭୪ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ମନମୋହନ ସ୍କୁଲ ପଡ଼ିଆ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲାପାଳ ସରୋଜ କୁମାର ସାମଲ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପୁଲିସ ବାହିନୀର ଅଭିବାଦନ ଗ୍ରହଣ କରିଥିଲେ । ଚଳିତ…

କରୋନା ଲଢେଇରେ ଉତ୍ସର୍ଗୀତ ମହିଳା ପୋଲିସ ଅଧିକାରୀ 

ଝାରବନ୍ଧ-ମନୋହର ଦାଶ: ମହାମାରୀ କରୋନା ର କରାଳ ଛାୟା ରେ ବିଶ୍ୱବାସୀ ଆଜି ଆଚ୍ଛାଦିତ ହୋଇଯାଇଛନ୍ତି।ଏହି ଅଜଣା ରୋଗରେ ବ୍ୟାପକ ଜୀବନ ନଷ୍ଟ ହେଉଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ରୋଗକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ…