ଆଖି ବୁଜିଦେଲେ ସଂଗୀତ କିମ୍ବଦନ୍ତୀ ପଣ୍ଡିତ ଯଶରାଜ

0

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ, ମହାନ ସଙ୍ଗୀତ ସାଧକ , ଅନନ୍ୟ ସଙ୍ଗୀତ ଗୁରୁ ପଣ୍ଡିତ ଯଶରାଜ ଆଜି ଇହଲୀଳା ସମ୍ବରଣ କରିଛନ୍ତି । ତାଙ୍କୁ 90 ବର୍ଷ ହୋଇଥିଲା । ମେଵାତି ଘରାନାର ଜଣେ ଅନନ୍ୟ ସଙ୍ଗୀତଜ୍ଞ ତଥା ଗୁରୁ ଭାବେ ଭାରତୀୟ ସଙ୍ଗୀତ ଜଗତରେ ଥିଲେ ଜଣେ ସ୍ପର୍ଦ୍ଧିତ ବ୍ୟକ୍ତିତ୍ୱ । ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅନନ୍ୟ ଅବଦାନ ପାଇଁ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନ ରେ ସମ୍ମାନିତ କରିଥିଲେ ଭାରତ ସରକାର । ତାଙ୍କ ମୃତୁରେ ଭାରତୀୟ ସଙ୍ଗୀତ ଜଗତରେ ଏକ ଅପୁରାଣୀୟ ଶୂନ୍ୟତା ସୃଷ୍ଟି ହୋଇଯାଇଛି ।

Leave A Reply

Your email address will not be published.