ବାରିପଦା ପୌରପରିଷଦର ସମସ୍ତ ପ୍ରବେଶ ପଥରେ ସିସି ଟିଭ କ୍ୟାମେରା ଲଗାଇବା ନିମନ୍ତେ ଦାବି

ବାରିପଦା(ଦିଲ୍ଲୀପ ମହାନ୍ତି )- ରାମ ରାଜ୍ୟ କହିଲେ ବାରିପଦା ସହରକୁ ବୁଝାଉ ଥିଲା । ଅତୀତରେ ଦିନ କି ରାତି ବାରିପଦା ସହରର ଝିଅ ବୋହୂମାନେ ନିରାପଦରେ ବାହାରେ ଘୁରିବୁଲି ଘରକୁ ଫେରି ଆସୁଥିଲେ । କିନ୍ତୁ ବର୍ତ୍ତମାନ ବାରିପଦା ସହର ତାର ଅତୀତର ଗୌରବକୁ ହରାଇ ବସିଛି । ଶାନ୍ତ ସରଳ ଦିନକୁ ଦିନ…

“ଉଜ୍ଜ୍ୱଳ ଯୁବଶକ୍ତି ହେଉଛନ୍ତି ଦେଶର ବିକାଶ ଇଞ୍ଜିନ”

ରାଷ୍ଟ୍ରୀୟ ଶିକ୍ଷା ନୀତି 2020 ଅଧୀନରେ “ଏକବିଂଶ ଶତାବ୍ଦୀରେ ସ୍କୁଲ ଶିକ୍ଷା” ଉପରେ ଆୟୋଜିତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ  "ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ନୂତନ ଭାରତର ନୂତନ ଆଶା ଓ ଆକାଂକ୍ଷା ତଥା ନୂତନ ଅବସରକୁ ପୂରଣ କରିବା ନିମନ୍ତେ ଏକ ବଳିଷ୍ଠ ସାଧନ ।" ନୂଆଦିଲ୍ଲୀ…

କୁଏତର ଭାରତୀୟ ପ୍ରବାସୀ ପରିଷଦ, ଓଡିଶା ସଂଘର ‘ଆତ୍ମନିର୍ଭର ଭାରତ’ ୱେବିନାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ବିଶ୍ୱ ସମୁଦାୟର ଆଶା ଓ ଆକାଂକ୍ଷାକୁ ପୂରଣ କରିବ ଆତ୍ମନିର୍ଭର ଭାରତ ଅଭିଯାନ - ଧର୍ମେନ୍ଦ୍ର ପ୍ରଧାନ • ମହାମାରୀ ସମୟରେ ମାସ୍କ ଓ ପିପିଇ କିଟ୍ ଉତ୍ପାଦନରେ ଅଗ୍ରଣୀ ଦେଶ ହୋଇଛି ଭାରତ • ଗରିବଙ୍କ ଜୀବନରେ ମଧ୍ୟ ମୂଳଭୁତ ପରବର୍ତନ ଆଣିବ ଆତ୍ମନିର୍ଭର ଭାରତ ପ୍ୟାକେଜ୍ • ସବକା ସାଥ୍, ସବକା…

ଦୁଇ ବାଇକ ମଧ୍ୟରେ ଧକ୍କା, ଦମ୍ପତ୍ତି ଗୁରୁତର

ବୌଦ୍ଧ ( ଶାସକ ପ୍ରଶାସକ )  –  ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ନମ୍ବର୍ 57 ର ମଧୁପୁର ଛକ ନିକଟରେ ଆଜି ସନ୍ଧ୍ୟା ୭ ଟା ରେ ଦୁଇଟି ବାଇକ ମଧ୍ୟରେ ଧକ୍କା ହେବାରୁ କଦଳୀଗଡ଼ ପଞ୍ଚାୟତ କନ୍ଧରା ଗ୍ରାମର ଦମ୍ପତ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା…

ଡାକ୍ତରଙ୍କ କୋରୋନା ପଜିଟିଭ, ହଇରାଣ ହେଉଛନ୍ତି ସାଧାରଣ ଜନତା। 

ଝାରସୁଗୁଡ଼ା :(ସୁଭାଷ ସହାରେ) /ଝାରସୁଗୁଡ଼ାସ୍ଥିତ ମଙ୍ଗଳବଜାରର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର କୋରୋନା ପଜିଟିଭ ବୋଲି ଜଣାପଡ଼ିବା ପରେ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଗତ ଏକ ସପ୍ତାହରୁ ଉର୍ଦ୍ଧ୍ଵ ହେବ ବନ୍ଦ କରି ଦିଆଯାଇଛି ।ଏହାଦ୍ୱାରା ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ…

ଯୋଗ୍ୟତା ଥାଇ ନିଯୁକ୍ତି ପାଉନାହାଁନ୍ତି ଜିଲ୍ଲାର ପ୍ରାର୍ଥୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) /ଝାରସୁଗୁଡ଼ା ଜିଲ୍ଲାରେ ଏଏନଏମ ନିଯୁକ୍ତି ନେଇ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀମାନଙ୍କ ପ୍ରତି ଘୋର ଅନ୍ୟାୟ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ପ୍ରାର୍ଥୀ।ଏନେଇ ସ୍ଥାନୀୟ ଏଏନଏମ ପଦ ପାଇଁ ଆବେଦନକାରୀମାନଙ୍କ ମଧ୍ୟରେ ବର୍ତ୍ତମାନ ଘୋର ଅସନ୍ତୋଷ ପ୍ରକାଶ ପାଇଛି।…

ବନ୍ୟା ବିପନ୍ନଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ନିକଟରେ ରାଜ୍ୟରେ ସଂଘଟିତ ହୋଇଥିବା ବନ୍ୟାରେ ପ୍ରଭାବିତ ଚାଷୀମାନଙ୍କ ପାଇଁ ୩୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ୟାକେଜ  ସେମାନଙ୍କର ଜୀବିକା ନିର୍ବାହ ଲାଗି ପ୍ରଦାନ କରାଯିବ ବୋଲି ଜଣାପଡିଛି |  ଆଜି…

ଆୟୁଷ୍ମାନ ଅଦାଲତରେ : ଓଡିଶା ସମେତ ୪ ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ 

New Delhi (Shasak Prashasak) : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ  ଆୟୁଷ୍ମାନ ଯୋଜନା ଲାଗୁ କରି ନଥିବା ପ୍ରସଙ୍ଗରେ ଏକ ଯାଚିକାରର ବିଚାର କରି ସୁପ୍ରିମକୋର୍ଟ    ଶୁକ୍ରବାର ଦିନ ଓଡିଶା, ତେଲେଙ୍ଗାନା, ଦିଲ୍ଲୀ (କେନ୍ଦ୍ର ଶାସିତ ଅଂଚଳ ) ଏବଂ ପଶ୍ଚିମବଙ୍ଗକୁ ନୋଟିସ୍ ଜାରି କରିଛନ୍ତି…

ସଫେଇ କର୍ମଚାରୀଙ୍କ ପାଇଁ  ‘ଗରିମା’ : ୫୦ କୋଟିର କର୍ପସ ପାଣ୍ଠି

ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ଏହି  ନୂତନ କାର୍ଯ୍ୟକ୍ରମ  ସଫେଇ କର୍ମଚାରୀଙ୍କ ପାଇଁ ରାଜ୍ୟ କମିଶନ ଗଠନ କରାଯିବ  -  ମୁଖ୍ୟମନ୍ତ୍ରୀ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗୃହନିର୍ମାଣ ପାଇଁ ମିଳିବ ସହାୟତା ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟର ସଫେଇ କର୍ମଚାରୀ ମାନଙ୍କ କଲ୍ୟାଣ ପାଇଁ…

ବୀର ପୁଅକୁ ହରାଇ କାନ୍ଦିଲା ସାନଭଦୁଆ 

http://www.youtube.com/watch?v=uh9cHFZVelg ଭିଜା ଆଖିରେ ବିଦାୟ ଦେଲେ ଗାଁଲୋକେ- ଆତ୍ମୀୟ ସ୍ୱଜନ  ରାଷ୍ଟ୍ରୀୟ ମର୍ଯ୍ୟାଦା ସହ  ଶହୀଦ୍ ସୁଧୀରଙ୍କର ପାର୍ଥିବ ଶରୀର ହେଲା ପଞ୍ଚମହାଭୁତରେ ବିଲିନ  ବାରିପଦା(ଦିଲ୍ଲୀପ ମହାନ୍ତି ) :  ଗତ ୯ତାରିଖରେ ମାଓବାଦୀ ମୁକାବିଲା ନିମନ୍ତେ…