ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଡସ ସଚେତନତା ଦିବସ ପାଳିତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ବ ଏଡସ ଦିବସ ପାଳିତ ହୋଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଵିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଝାରସୁଗୁଡ଼ା ମୂଖ୍ୟ ଚିକିତ୍ସାଳୟରେ ସିଡିଏମଓ ଜଗଦୀଶ ଚନ୍ଦ୍ର ବାରିକଙ୍କ…

ବିଜୁ ଜନତା ଦଳର କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ାର ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି ବିଜୁ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ଓଡ଼ିଶା ମୋ ପରିବାରର ସୌଜନ୍ୟରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଉଦଘାଟନ 'ଜୀବନ ବିନ୍ଦୁ' ର…

ସାମାଜିକ ପରମ୍ପରା ନୁହେଁ, ସନ୍ତାନର କର୍ତ୍ତବ୍ୟ ସବୁଠାରୁ ବଡ଼। 

ବାପାଙ୍କ ମୃତଦେହକୁ କାନ୍ଧରେ ବୋହିନେଲେ ଚାରି ଝିଅ।  ଝାରସୁଗୁଡ଼ା :(ସୁଭାଷ ସହାରେ) -ସମାଜ ତିଆରି କରିଥିବା ନୀତିନିୟମ ମଣିଷର ଉପକାର ପାଇଁ ହେବା ଉଚିତ୍। ମାତ୍ର ଅନେକ ସମୟରେ ଏହି ନୀତିନିୟମ ଲୋକଙ୍କ ପାଇଁ ଭୀଷଣ ସମସ୍ୟା ଭାବରେ ଠିଆ ହୁଅନ୍ତି। ବାପ ମଲା ପରେ ପୁଅ ବା ପୁରୁଷ ଲୋକ ହିଁ…

” ଭକ୍ତି ନୈବେଦ୍ୟ” ୟୁ ଟ୍ୟୁବ ଚାନେଲରେ ହିନ୍ଦୀ ଓ ଓଡ଼ିଆ ଭଜନ ଉନ୍ମୋଚନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପୁରାତନ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପରିସରରେ ହିନ୍ଦୀ ଓ ଓଡ଼ିଆ ଭଜନ ଭିଡିଓର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ ମୁଖ୍ୟ ଅତିଥି…

ରେଡ୍ ରିବନ କ୍ଳବ ତରଫରୁ ବିଶ୍ଵ ଏଡସ୍ ଦିବସ ପାଳିତ

ଜଗନ୍ନାଥ ପ୍ରସାଦ ( ନିଲୁ ବିଷୋୟୀ ) -  ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ମହାବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ରେଡ୍ ରିବନ୍ କ୍ଳବ ଓ ଯୁବ ରେଡ୍ କ୍ରସ୍ ଶାଖା ଆନୁକୁଲ୍ୟରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ପ୍ରଫେସର ଡକ୍ଟର ପ୍ରମୋଦ କୁମାର ଚୌଧୁରୀଙ୍କ…

ଯୁବପୀଢ଼ିଙ୍କ ଚରିତ୍ର ଗଠନ ଦିଗରେ ଏନଏସ୍‌ଏସ୍ ଏକ ସଂଗଠିତ ଉଦ୍ୟମ : ଡ଼ ଅରୁଣ ସାହୁ 

ସୋଆ ରେ ପୂର୍ବାଂଚଳ ପ୍ରାକ୍ ସାଧାରଣତନ୍ତ୍ର ଦିବସ ଏନ୍‌ଏସ୍‌ଏସ୍ ପ୍ୟାରେଡ କ୍ୟାମ୍ପ ଉଦ୍‌ଯାପିତ ଭୁବନେଶ୍ୱର(ଶାସକ ପ୍ରଶାସକ)  : ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡ ନିମନ୍ତେ ନ୍ୟାସ୍‌ନାଲ୍ ସର୍ଭିସ ସ୍କିମ୍ (ଏନ୍‌ଏସ୍‌ଏସ୍‌)ର କଂଟିଜେଂଟ ଚୟନ ନିମନ୍ତେ…

ବିଜେଡି ଦେଲା ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର  ହିସାବ

"ଠକାମୀ ଓ ଜାଲି ଚରିତ୍ର ପଦାରେ ପଡିବା ପରେ ଓଡିଶା ବାସୀଙ୍କୁ  ବୋକା ଭାବି ଭୁତାଉଛନ୍ତି ପ୍ରଦୀପ ପାଣିଗ୍ରାହୀ " ଭୁବନେଶ୍ୱର (ଶାସକ ପ୍ରଶାସକ) : ପାଠକ ଆଣ୍ଡ ସନ୍ସ କେଳେଙ୍କାରୀରେ ସମ୍ପୃକ୍ତି ଥିବା ତଥା  ଓଡିଶା ଇତିହାସରେ ପ୍ରଥମଥର ପାଇଁ ଜନ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ  ବିଦା…

ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ପରେ ବିକ୍ରି ଉଦ୍ୟମ ଅଭିଯୋଗ: ଅଭିଯୁକ୍ତ କୋର୍ଟ ଚାଲାଣ ।

( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ /ଅନିଲ କୁମାର ପୃଷ୍ଟି)- ସମ୍ବଲପୁର ଜିଲ୍ଲା ରେଢାଖୋଲ  କିସିଣ୍ଡା ଥାନା ଅନ୍ତର୍ଗତ ଉପରମୁଣ୍ଡା ଗ୍ରାମର ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଜଣେ ବିବାହିତ ଯୁବକ ଅପହରଣ କରି ଆଣି ରାତି ତମାମ ଦୁଷ୍କର୍ମ କରିବା ପରେ ୫ ଘଣ୍ଟା ଧରି ଘର କୋଠରୀ…

ରାଧାକୃଷ୍ଣ ସଂସ୍କୃତ ସମାଜ ପକ୍ଷରୁ ୩୪ ତମ ରାହାସ ଉତ୍ସବ ଉଦଯାପିତ । 

( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ/ ଅନିଲ ପୃଷ୍ଟି  ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ସ୍ଥିତ କଲିନ୍ଦର୍ ଠାରେ ରାଧାକୃଷ୍ଣ ସଂସ୍କୃତ ସାଂସଦ ପକ୍ଷରୁ ୩୪ ତମ ରାହାସ ଉତ୍ସବ ପାଳିତ ହୋଇଯାଇଛି , ଶୁକ୍ଲପକ୍ଷ ଦଶମିରୁ ଆରମ୍ଭ ହୋଇ ପାଞ୍ଚଦିନ ନିରାଡମ୍ବର ଭାବରେ ପାଳିତ…

ଚାଲେଞ୍ଜ ଦେଲେ ମାଓବାଦୀ,ଥରିଲା ସୀମାନ୍ତ : ଫୁଟିଲା ଗୋଳା, କଟିଲା ଗଳା

ପୁଣି ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ: ଶିକାର ହେଲେ ନିରୀହ ଜନତା । ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ଜିଲ୍ଲା ସୀମାନ୍ତ ଅଞ୍ଚଳ ରେ ପୁଣି ମାଓବାଦୀଙ୍କ ଲାଲ ତାଣ୍ଡବ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଓ ଦାନ୍ତେୱାଡା ଜିଲ୍ଲା ରେ ମାଓବାଦୀ ମାନେ ନିଜର…