ଭୁତାଣୁ ଚକ୍ରବ୍ୟୁହରେ ଫସିଗଲେ ଆଉଜଣେ ଅଭିମନ୍ୟୁ

http://www.youtube.com/watch?v=GlA6c-TZOlc   ଗଜପତି ଜିଲ୍ଲାରେ ଆଖି ବୁଜିଲେ ଆଉଜଣେ କୋଭିଡ୍ ଯୋଦ୍ଧା ଗୋଷାଣୀ ବ୍ଳକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ ସାହୁଙ୍କ ଦେହାନ୍ତ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକରେ କାର୍ଯ୍ୟରତ…

ବଜ୍ରାଘାତରେ ଏକ ମୃତ ଦୁଇ ଗୁରୁତର

ପାଟଣାଗଡ (ବିମଳ କୁମାର ବାଗ ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ଝୁଲେନବର ନିକଟଦେ ଥିବା ଚହଁରିଆ ପାହାଡ ପାର୍ଶ୍ବରେ ଆଜି ଦ୍ବିପ୍ରହରେ ୩ ସମୟରେ ବଜ୍ରଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ଯ ଦୁଇଜଣ ଗୁରୁତ୍ବର ଅବସ୍ଥାରେ ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା…

କୋଲାବିରା ତହସିଲଦାରଙ୍କ ବିରୋଧରେ ସଂଗୀନ ଅଭିଯୋଗ

ଜାଲ ପ୍ରମାଣପତ୍ର ଓ କମ୍ପାନୀମାନଙ୍କୁ ଅନୈତିକ ଲାଭ ଦେଉଥିବା ଅଭିଯୋଗ ଆଣିଛି ଝାରସୁଗୁଡ଼ା ୟୁଥ ଏଗେନଷ୍ଟ କରପ୍ସନ। ଝାରସୁଗୁଡ଼ା :(ସୁଭାଷ ସହାରେ) ଝାରସୁଗୁଡ଼ା ୟୁଥ ଏଗେନଷ୍ଟ କୋଲାବିରା ତହସିଲଦାର ଗୋଲୋକ ବିହାରୀ ମଙ୍ଗରାଜଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛି ଝାରସୁଗୁଡ଼ା ୟୁଥ ଏଗେନଷ୍ଟ…

ଆଜି ରାଜ୍ୟରେ  ୩୯୯୧  କୋଭିଡି ପଜିଟିଭ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ  ୩୯୯୧  ଜଣ କୋଭିଡି ପଜିଟିଭ ଚିହ୍ନଟ ହୋଇଛନ୍ତି  | ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ  ୨୩୧୫ ଜଣ ସଂଗରୋଧରୁ ଓ ୧୬୭୬ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି | ଗତକାଲି ୨୭୮୭ ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

ଆପ୍ ଗଜପତି ତରଫରୁ ଅକ୍ସିଜେନ ଯାଞ୍ଚ୍ କାର୍ଯ୍ୟକ୍ରମ ଆରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଓଁ ଶାନ୍ତି କଲୋନୀ ଠାରେ ସୋମବାର ଦିନ ସନ୍ଧ୍ୟାରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ଅଧ୍ୟକ୍ଷତାରେ ଆପ୍ ଗଜପତି ତରଫରୁ ଜିଲ୍ଲାରେ ଅକ୍ସିଜେନ ଯାଞ୍ଚ୍ କରାଯିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା…

୨୪ ଘଣ୍ଟା ଭିତରେ ଆକ୍ରାନ୍ତ ସଂଖ୍ୟା ଟପିଲା ପଞ୍ଚାନବେ ହଜାର 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) :  ଏପଟେ ଭାରତ ସରକାର କିଛି ସ୍କୁଲ ଓ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ  ନିଷ୍ପତ୍ତି ନେଇଥିବା ବେଳେ ଭାରତରେ କରୋନା ସଂକ୍ରମଣ ପରିସ୍ଥିତିକୁ ଗୁରୁତର କରୁଛି । ଆଜି ବି ଲଗାମ ଛଡ଼ା ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଉ କରୋନା ମୃତ୍ୟ | ଗତ ୨୪ ଘଣ୍ଟା ଭିତରେ…

ସମ୍ବଲପୁର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ”ଉତ୍ସର୍ଗ”ର ୩୬ ତମ ବାର୍ଷିକ ଉତ୍ସବ ୱେବିନାର ମାଧ୍ୟମରେ ପାଳିତ…

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ):   ସମ୍ବଲପୁର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ''ଉତ୍ସର୍ଗ''ର ୩୬ ତମ ବାର୍ଷିକ ଉତ୍ସବ ୱେବିନାର ମାଧ୍ୟମ ରେ ପାଳିତ ହୋଇଛି  l ଆଜିର ଦିନରେ ସାରା ବିଶ୍ୱ କୋବିଡ଼- ୧୯  କରୋନା ସଂକ୍ରମଣ ରେ ଆତଙ୍କିତ ହୋଇ  ଚାଲିଥିବା ବେଳେ, ସରକାରଙ୍କ ର ନିୟମ କୁ ପାଳନ…

କଟକଣା କୋହଲ ପରେ ପୁଣି ଫେରୁଛନ୍ତି ଶ୍ରମିକ 

ଝାରବନ୍ଧ-ମନୋହର ଦାଶ: କେନ୍ଦ୍ର ସରକାର ଙ୍କ କୋଭିଡ ଗାଇଡ଼ଲାଇନ ଅନଲକ -୪ ରେ କଟକଣା କୋହଳ ହେବାପରେ ସାଧାରଣ ଜୀବନ ଯାତ୍ରା ସ୍ବଭାବିକ ହେବାରେ ଲାଗିଛି।ରାଜ୍ୟ ସରକାର ମଧ୍ୟ କରୋନା ଆଇନ ରେ କେତେକ କଟକଣା କୋହଳ କରିଥିବା ଯୋଗୁଁ ବିଭିନ୍ନ କ୍ଷେତ୍ରରେ ପୂର୍ବରୁ ଦେଖା ଯାଉଥିବା ସମସ୍ୟା ଗୁଡିକ…

କୋଭିଡ୍ ହସ୍ପିଟାଲ ଏବଂ ଅନ୍ବେଷା କୋଭିଡ୍ କେୟାର୍ ସେଣ୍ଟର ପରିଦର୍ଶନ କଲେ ଜିଲ୍ଲାପାଳ

ଜିଲ୍ଲାରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ୍: ଜିଲ୍ଲାପାଳ ସାମାଜିକ ଦୂରତା ନିୟମ ପାଳନ କଡ଼ାକଡ଼ି ବାରିପଦା,(Dillip Mohanty): - ଜିଲ୍ଲାରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ୍। ତଥାପି ଆମକୁ ଆହୁରି ଅଧିକ ସତର୍କ ହେବାକୁ ପଡ଼ିବ। ଅନାବ୍ୟଶକ ଭାବେ ବାହାରେ ବୁଲିବା ବନ୍ଦ କରିବା ସହିତ…

ବଜ୍ରାଘାତରେ ଠିକାଦାରଙ୍କ କ୍ୟାମ୍ଫ ଜଳିଗଲା :  ଜଣେ ଜିବନ୍ତ ଦଗ୍ଧ, ସାତ ଗୁରୁତର

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବୈଦେଶପାଲି ଗାଁ ମୁଣ୍ଡରେ ଥିବା ଠିକାଦାରଙ୍କ କ୍ୟମ୍ପରେ ବୁଧବାର ଅପରାହ୍ନରେ ବଜ୍ରାଘାତ ଯୋଗୁଁ ଜଳିଯାଇଛି । କ୍ୟାମ୍ଫ ଭିତରେ ଆଶ୍ରୟ ନେଇଥିବା ସାତ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ…