ଜଗନ୍ନାଥ ପ୍ରସାଦ ( ନିଲୁ ବିଷୋୟୀ ) – ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ପୋଲିସ ଥାନା ରେ ଶ୍ରୀ ଦିଲ୍ଲୀପ କୁମାର ସ୍ୱାଇଁ ନୂତନ ଭାବେ ଥାନା ଅଧିକାରୀ ରୂପେ ଯୋଗ ଦେଇଛନ୍ତି। ତାଙ୍କୁ ଜଗନ୍ନାଥ ପ୍ରସାଦ ୱେବ ମିଡିଆ ୟୁନିୟନ ତରଫରୁ ସଭାପତି ନିରାକାର ସାହୁ ସ୍ୱାଗତ କରିଛନ୍ତି। ୱେବ ମିଡିଆ ୟୁନିୟନ ର ସଂଗଠକ ସମ୍ପାଦକ ପବିତ୍ର କୁମାର ମହାପାତ୍ର,କୋଷାଧ୍ୟକ୍ଷ ଗିରିଷ ସାହୁ,କାର୍ଯ୍ୟକାରୀ ସଦସ୍ୟ ବଂଶୀଧର ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ପଣ୍ଡା,ଓ ଜିତେନ୍ଦ୍ର ଜେନା ପ୍ରମୁଖ ମଧ୍ୟ ଉପସ୍ଥିତ ରହି ସ୍ୱାଗତ କରିଥିଲେ। ଜଗନ୍ନାଥ ପ୍ରସାଦ ଅଂଚଳରେ ଶାନ୍ତି ସ୍ଥାପନା କରିବା,24 ଘଣ୍ଟା ଜନସାଧାରଣ ଙ୍କୁ ସେବା ଯୋଗେଇ ବାକୁ ପୋଲିସ ସର୍ବଦା କାର୍ଯ୍ୟ କରିବ, ଏଥି ପାଇଁ ମିଡ଼ିଆ ବନ୍ଧୁ ଓ ଜନସାଧାରଣ ଙ୍କ ସହାୟତା ନିତାନ୍ତ ଆବଶ୍ୟକ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.