Sign in
Sign in
Recover your password.
A password will be e-mailed to you.
ଭକ୍ତି ଓ ନିଷ୍ଠାର ସହ ପୁଅ ଜୀଉନ୍ତିଆ ଓଷା ପାଳିତ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :– ସମ୍ବଲପୁର ଜିଲ୍ଲା ରେଢାଖୋଲ ସହର ସମେତ ପୁରପଲ୍ଲୀରେ ମଧ୍ୟ ପୁଅ ଜୀଉନ୍ତିଆ ଓଷା ପାଳିତ ହୋଇଯାଇଛି । ପୁଅ ମାନଙ୍କର ମଙ୍ଗଳ କାମନା କରି ମା’ ମାନେ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀରେ ନିର୍ଜଳା ଉପବାସ କରି ଏ ବ୍ରତ ପାଳନ କରିଥାଆନ୍ତି…
“କରୋନା ଭାଇରସ ଆଉ ନାହିଁ, ଶେଷ ହୋଇଗଲାଣି”
ବିଶାଳ ରାଲିରେ ଘୋଷଣା କଲେ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ
କୋଲକାତା : "କରୋନା ଖତମ ହେଇସାରିଲାଣି | କରୋନା ଆଉ ନାହିଁ |" ସମଗ୍ର ଦେଶରେ ଏବେ ଦିନକୁ ପାଖାପାଖି ଲକ୍ଷେ ଆକ୍ରାନ୍ତ ଚିହ୍ନଟ ହେଉଥିବା ତଥା ୧୧୦୦ରୁ ଅଧିକ ଲୋକ ମାରୁଥିବା ବେଳେ ଏଭଳି ସମ୍ବେଦନଶୀଳ ଓ …
ଦେଶ ସହ ତାଳ ଦେଇ ରାଜ୍ୟରେ ଲଗାମଛଡା ଭାବେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା
୨୪ ଘଣ୍ଟା ଭିତରେ ଦେଶରେ ଛୟାନବେ ଉପରେ, ରାଜ୍ୟରେ ଚାରି ହଜାର ପାଖାପାଖି
ଦେଶରେ ପ୍ରାଣ ହରାଇଲେ ୧୨୦୯, ରାଜ୍ୟରେ ୧୧
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଆଜି ବି ଲଗାମ ଛଡ଼ା ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଉ କରୋନା ମୃତ୍ୟ | ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ 96,551 କୋଭିଡ…
ବେଆଇନ କ୍ରସର ଉପରେ ପ୍ରଶାସନିକ ଛାଟ, ଲକ୍ଷାଧିକ ଟଙ୍କାର ଲଘୁ ଖଣିଜ ସମ୍ପଦ ଜବତ
ବାରିପଦା(Dillip Mohanty)- ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନାର ଶିକାର ହେବା ପକ୍ରେିଛି ଦିନ ହେବ ସକ୍ରିୟ ହୋଇ ଉଠିଛି । ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ନିଦେ୍ର୍ଧଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ବିବେକାନନ୍ଦ ସାହୁଙ୍କ ନେତୃତ୍ୱରେ ବିଭିନ୍ନ ତହସିଲ…
ଅଜଣା ରୋଗରେ ପ୍ରାଣ ହରାଇଲେଣି ୧୩ ଜଣ
ଉଦାସୀନ ପ୍ରଶାସନ, ଗୁଣିଗାରେଡିରେ ଭରସାରେ ଯାଉଛି ଜୀବନ ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଚିକିତ୍ସା ବିଜ୍ଞାନ ଆଜି ବହୁ ଦୂରରେ ପହଂଚିଲାଣି | ଉନ୍ନତ ବିଜ୍ଞାନ କୌଶଳରେ ରୋଗ ନିରୂପଣ କରାଯାଉଛି | ହେଲେ ଏବେବି ଆଦିମ ଅଧିବାସୀ ଛାଡି ପାରୁ ନାହାନ୍ତି ଅନ୍ଧ ବିଶ୍ୱାସର ଉପଚାର |…
କରୋନା ମୃତକଙ୍କ ପିଲାଙ୍କୁ କିଟ୍ ବିଶ୍ୱବିଦ୍ୟାଳୟରେ ବିନାଦେୟରେ ଶିକ୍ଷା
କିଟରେ ପଢ଼ିବା ପାଇଁ ୮ ଛାତ୍ରଛାତ୍ରୀ ମନୋନୀତ
ଭୁବନେଶ୍ୱର,(ଶାସକ ପ୍ରଶାସକ) : କରୋନା ମହାମାରୀ ଓଡ଼ିଶାର ଜନଜୀବନକୁ ବିପର୍ଯ୍ୟସ୍ତ କରି ଦେଇଥିବା ବେଳେ ବର୍ତ୍ତମାନ ଦୁଃଖରେ ଥିବା କରୋନା ମୃତକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି କିଟ୍ ବିଶ୍ୱବିଦ୍ୟାଳୟ । କିଟ୍ ଓ କିସ୍ ପ୍ରତିଷ୍ଠାତା…
ପୂଜା ପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି
ବାରିପଦା(ଦିଲ୍ଲୀପ ମହାନ୍ତି)-କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପତ୍ରସଂଖ୍ୟା ୧୯୭୮/୧୦.୦୯.୨୦୨୦ ଅନୁସାରେ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସର ପର୍ବପର୍ବାଣୀ ଦୁର୍ଗାପୂଜା, ଗଜଲକ୍ଷ୍ମୀପୂଜା, କାଖିପୂଜା ଆଦି ପାଳନ ପାଇଁ ଆଜି ସ୍ୱତନ୍ତ୍ର ଭାବେ ଏକ…
ବୁର୍ଲା ମେଡିକାଲ : ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ l
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) : ବୁର୍ଲା ର ସାମାଜିକ କର୍ମୀ ପ୍ରଭାସ ପୃଷେଠ୍ ବୁର୍ଲା ମେଡିକାଲ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣି ତାଙ୍କ ବଡ଼ ଭାଇ ପ୍ରଶାନ୍ତ ଙ୍କ ଚିକିତ୍ସା ରେ ବ୍ୟାପକ ଅବହେଳା କରାଯାଉଥିବା ନେଇ ଅଭିଯୋଗ କରିଥିଲେ l ତେବେ ଚିକିତ୍ସିତ ଅବସ୍ଥା ରେ ପ୍ରଶାନ୍ତ ଙ୍କ…
ଟ୍ରକ୍ ଓ କାର ମୁହାଁ ମୁହିଁ ଧକ୍କା : ଘଟଣାସ୍ଥଳରେ ୨ ଜଣଙ୍କ ର ମୃତ୍ୟୁ
ରେଢାଖୋଲ ଉପଖଣ୍ଡ ପ୍ରତିନିଧ ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର -କଟକ ୫୫ନମ୍ବର ଜାତୀୟ ରାଜପଥ ଜୁଜୁମୁରା ଥାନା ସମ୍ବଲପୁରୀ ଢ଼ାବା ସାମ୍ନାରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଆଜି…
“ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିଥିବା ସମସ୍ତ ଲକ୍ଷଣଯୁକ୍ତ କୋଭିଡ ମାମଲାଗୁଡିକର ବାଧ୍ୟତାମୂଳକ ଭାବେ…
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କେନ୍ଦ୍ରର ପରାମର୍ଶ : "ସଂକ୍ରମଣ ରୋକିବା ପାଇଁ ଯେପରି କୌଣସି କୋଭିଡ ପଜିଟିଭ ମାମଲା ବାଦ ନପଡେ ତାହା ସୁନିଶ୍ଚିତ କରିବାକୁ ପଡିବ"
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କେତେକ ବୃହତ ରାଜ୍ୟରେ ଲକ୍ଷଣଯୁକ୍ତ ମାମଲାଗୁଡିକ ରାପିଡ଼ ଆଣ୍ଟିଜେନ ଟେଷ୍ଟରେ…