ଅସହାୟ ଝୁନୁ କୁମୁରାଙ୍କୁ କେବେ ମିଲିବ ସରକାରୀ ସହାୟତା ।

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ )- ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ଅନ୍ତର୍ଗତ ସାଲେଭଟା ପଞ୍ଚାୟତର କଣ୍ଢଳ ଗ୍ରାମର ପବିତ୍ର କୁମୁରାଙ୍କ ଝିଅ ଝୁନୁ କୁମୁରା ।ଏବେ ସେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇ ଅସହାୟ ଅବସ୍ଥାରେ ରହିଛନ୍ତି ।ଜନ୍ମରୁ ଭିନ୍ନକ୍ଷମ ଥିବା ଝୁନୁ…

ଗାଡ଼ି ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା -ଭୋଜପୁର ୪୯ନଂ ଜାତୀୟ ରାଜପଥ ରାସ୍ତା କଡ଼ ବିଲରେ ଥିବା ଏକ ମହୁଲ ଗଛରୁ ଗାଡ଼ି ଡ୍ରାଇଭରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି l ମୃତ ଡ୍ରାଇଭର ଜଣକ ହେଲେ କୁଚିଣ୍ଡା ଥାନା କୁଚିଣ୍ଡା-ସର୍ଗିଡିହି ୱାର୍ଡ…

ତୁଷୁରା ଓକିଲ ସଂଘ ସଭାପତିଙ୍କୁ ଅଚିହ୍ନା ଯୁବକ ମାଡ ମାରି ଫେରାର

ବଲାଙ୍ଗୀର/ତୁଷୁରା- ବଲାଙ୍ଗୀର ଜିଲ୍ଲା ତୁଷୁରା ତହସିଲ ସମ୍ମୁଖରେ ତୁଷୁରା ଓକିଲ ସଂଘର ସଭାପତି ଆର୍ତ୍ତତ୍ରାଣ ପୁରୋହିତକୁ ଅଚିହ୍ନା ଯୁବକ ମାଡ ମାରି ଫେରାର ହୋଇ ଯାଇଥିବା ବେଳେ ଏନେଇ ତୁଷୁରା ଥାନାରେ କେଶ ନଂ ୧୨୯/୨୦୨୦ ରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଚାଲିଥିବା ତୁଷୁରା ଥାନାଧିକାରୀ…

ମାସ୍କ ନ ପିନ୍ଧିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ, ସାମାଜିକ ଦୂରତା ଉପରେ ନଜର-ଆଇ.ଆଇସି ଜଗଦଲପୁର

ଝାରବନ୍ଦ ମନୋହର ଦାଶ- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳ ର ବିଭିନ୍ନ ପଞ୍ଚାୟତ ଗୁଡିକରେ କୋଭିଡ-୧୯ ନିୟମ କୁ ଖୋଲା ଖୋଲି ଉଲଂଘନ ହେଉଥିବାର ଦେଖିବାକୁ ମିଳୁଛି ।କେନ୍ଦ୍ର ସରକାର ଆର୍ଥିକ ସ୍ଥିତି ରେ ସୁଧାର ଆଣିବା ପାଇଁ ଲକଡ଼ାଉନ ,ସଟଡ଼ାଉନ, ଓ କଣ୍ଟେନମେଣ୍ଟ ଜୋନ ଘୋଷଣା…

ଜାତି ସଂଘ ପରେ ଏବେ ଓଡିଶାକୁ  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାହାବା 

କୋଭିଡ଼ ପରିଚାଳନାରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ କଲା ପ୍ରଶଂସା  ଭୁବନେଶ୍ୱର (ଶାସକ ପ୍ରଶାସକ) ଜାତିସଂଘ ଓଡିଶାର ବିପର୍ଯ୍ୟୟ ପରିଚାଳନାକୁ ପ୍ରଶଂସା କରିବା ପରେ, ଏବେ ଦକ୍ଷତାର ସହ କୋଭିଡ ପରିଚାଳନା ପାଇଁ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (WHO ) ଓଡିଶା ସରକାରଙ୍କୁ ଦେଇଛି ବାହାବା | ଯଥାଶୀଘ୍ର…

କୋଭିଡ୍ ପଜିଟିଭ୍ ବ୍ୟକ୍ତି ପୋଷ୍ଟାଲ ବାଲଟରେ ଦେବେ ଭୋଟ 

ଭୁବନେଶ୍ୱର :କୋଭିଡ୍ ମୁକାବିଲା ପରିପ୍ରେକ୍ଷୀରେ ରାଜ୍ୟର ଦୁଇଟି ଆସନରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। କୋଭିଡ୍ ପଜିଟିଭ୍ ବ୍ୟକ୍ତି, ଶାରୀରିକ ଅକ୍ଷମ ଓ ୮୦ ବର୍ଷରୁ ଊର୍ଦ୍ଧ୍ବ ନାଗରିକମାନେ ପୋଷ୍ଟାଲ୍ ବାଲଟ୍ ଜରିଆରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି।…

ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ୟୁଏଆଇଏଲ୍ ପକ୍ଷରୁ “ଉନ୍ନତ” ର ଶୁଭାରମ୍ଭ 

ଭୁବନେଶ୍ୱର :  ଆଦିତ୍ୟ ବିର୍ଲା ଗ୍ରୁପ କଂପାନି ଉତ୍କଳ  ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ଅଂଶ ସ୍ୱରୂପ ଭାରତ ରୁରାଲ ଲାଇଭଲିହୁଡ୍ ଫାଉଣ୍ଡେସନ (ବିଆରଏଲ୍ଏଫ୍) ସହଯୋଗରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ୍ ଓ କଳାହାଣ୍ଡି…

ଗିରଫ ହେବା ପରେ ଜାମିନ ପାଇଲେ ଡେପୁଟି କଲେକ୍ଟର :ପତ୍ନୀ ଦେଇଥିଲେ ଏତଲା। 

ଝାରସୁଗୁଡ଼ା :(ସୁଭାଷ ସହାରେ) - ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗଙ୍କୁ ପତ୍ନୀ ନିର୍ଯ୍ୟାତନା ଓ ହତ୍ୟା ଧମକ ପରେ ଝାରସୁଗୁଡ଼ା ବିଟିଏସ ଫାଣ୍ଡି ପୋଲିସ  ଗିରଫ କରିଥିଲେ । କିଛି ଦିନ ପୂର୍ବରୁ ଶରତ ବାଗଙ୍କ ପତ୍ନୀ ଡାଲିଆ ଦେବନାଥ ତାଙ୍କ ବିରୋଧରେ ମରଣାନ୍ତକ ଆକ୍ରମଣ ଓ ପରକୀୟା ପ୍ରୀତିର ଅଭିଯୋଗ…

ବେଦାନ୍ତ  ଜନଶୁଣାଣି ଉପରେ ହାଇକୋର୍ଟ ଲଗାଇଲେ ରୋକ। 

  ଝାରସୁଗୁଡ଼ା :(ସୁଭାଷ ସହାରେ) -ଚଳିତ ମାସ ୩୦ ତାରିଖ ଦିନ ବେଦାନ୍ତ କାରଖାନା ସମ୍ପ୍ରସାରଣ ଲାଗି ହେବାକୁ ଥିବା ଜନଶୁଣାଣି ଉପରେ ଓଡିଶା ହାଇକୋର୍ଟ ଆଜି ସ୍ଥଗିତାଦେଶ ଜାରି କରିଛନ୍ତି । ସୁନ୍ଦରଗଡ ବିଜେପି ବିଧାୟିକା କୁସୁମ ଟେଟେ ଓ ବିଜେପି ରାଜ୍ୟ ସମ୍ପାଦକ  ଟଙ୍କଧର ତ୍ରିପାଠୀ ଅଦାଲତରୁ…

ନିର୍ଦ୍ଦେଶକ ଶେଖର କାପୁର ଏଫଟିଆଇଆଇ ଅଧ୍ୟକ୍ଷ 

ନୂଆଦିଲ୍ଲୀ/ ଶାସକ ପ୍ରଶାସକ:  ଜଣାଶୁଣା ଚଳଚ୍ଚିତ୍ର  ନିର୍ଦ୍ଦେଶକ ଶେଖର କାପୁରଙ୍କୁ ଏଫଟିଆଇଆଇ  ସୋସାଇଟିର ସଭାପତି ତଥା ଏଫଟିଆଇଆଇର ପରିଚାଳନା ପରିଷଦର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି | ଏହି ପରିପ୍ରେକ୍ଷୀରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆଜି ଏକ ବିଜ୍ଞପ୍ତି  ପ୍ରକାଶ…