କଥା ରଖିଲେ ମୁଖ୍ୟମନ୍ତ୍ରୀ : କୃତଜ୍ଞତା ଜଣାଇଲେ ସେବାୟତ 

0

ଲିଙ୍ଗରାଜ ମନ୍ଦିର ଆଗରେ ଦୀପ ଜାଳି ନିଷ୍ପତ୍ତିକୁ କଲେ ସ୍ୱାଗତ  

ଭୁବନେଶ୍ୱର (ଶାସକ ପ୍ରଶାସକ) : ଦେଇଥିବା କଥା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ଢାଞ୍ଚାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆଣି ରାଜ୍ୟ କ୍ୟାବିନେଟ ବୈଠକରେ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଥିବା ଯୋଗୁ ଏହାକୁ ସ୍ୱାଗତ କରିଛନ୍ତି ଲିଙ୍ଗରାଜ ମନ୍ଦିର  ସେବାୟତ ମାନେ | ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ କୃତଜ୍ଞତା ଜ୍ଞାପନ ପୂର୍ବକ ୧୦ ହଜାର ଦୀପ ପ୍ରଜ୍ଜ୍ୱଳନ କରିଛନ୍ତି |

 

 

Leave A Reply

Your email address will not be published.