ଆର୍ଥିକ ଅଭାବରୁ ଯୁବକର ଆତ୍ମହତ୍ୟା

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନାରେ ଆଜି ଦିପହର ସମୟରେ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ପତ୍ରାପାଳି ଗ୍ରାମର ଧନେସ ହାତୀ ନାମକ ଜଣେ ଯୁବକ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କୁ ଖବର ଦେଇଥିଲା ଯେ ତାର ଭାଇ ବିସିକେସନ ହାତୀ ଟେମରିମାଲ ସ୍ଥିତ ଗନ୍ଧମାର୍ଦ୍ଦନ…

ଅକ୍ଟୋବର ୧୫ ପରେ ଅଧା କ୍ଷମତାରେ ଖୋଲିବ ସିନେମା ହଲ, ଥିଏଟର୍ ଏବଂ ମଲ୍‌ଟିପ୍ଲେକ୍ସ୍‌

ସ୍କୁଲ ଖୋଲିବାକୁ  ନିଷ୍ପତ୍ତି ନେବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ କ୍ଷମତା ● କଣ୍ଟେନମେଣ୍ଟ ଜୋନ ବାହାରେ ଅଧିକ କାର୍ଯ୍ୟକଳାପକୁ ଅନୁମତି ● 31 ଅକ୍ଟୋବର, 2020 ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ କଠୋର ଲକଡାଉନ କଟକଣା ନୂଆଦିଲ୍ଲୀ (ଶାସକ ପ୍ରଶାସକ) :   ବୁଧବାର…

ଏନଏଲସି ଇଣ୍ଡିଆ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବିରେ ଲଢେଇ ୫୨ ଦିନରେ ।

ଏହା କମ୍ପାନୀର ଦାଦାଗିରୀ ନା ପ୍ରଶାସନର ଉଦାସୀନତା, ଲୋକେ କେବେ ପାଇବେ ସେମାନଙ୍କର ହକ  ସମ୍ବଲପୁର,(ରମାକାନ୍ତ ବିଶ୍ବାଳ )-  ସମ୍ବଲପୁର ଜିଲ୍ଲା ଖିଣ୍ଡା ତଲାବିରା ଠାରେ କୋଇଲା ଉତ୍ତୋଳନ ପାଇଁ କାର୍ଯ୍ୟରତ ଏନଏଲସି ଇଣ୍ଡିଆ କମ୍ପାନୀରେ ଜମିହରାଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ କର୍ମଜୀବି…

ସର୍ବଭାରତୀୟ ସ୍ତରରେ ସମ୍ମାନିତ ହେଲେ ବରଗଡ଼ ଜିଲ୍ଲାର ଯୁବ ଡାକ୍ତର

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକର ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ପବିତ୍ର ନୃସିଂହନାଥ ମନ୍ଦିର ନିକଟରେ ଅବସ୍ଥିତ  ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ କାର୍ଯରତ ଡାକ୍ତର ସୁଶାନ୍ତ କୁମାର ସାହୁଙ୍କୁ ଇନଷ୍ଟିଚ୍ୟୁଟ…

ଗତ ତିନି ବର୍ଷରେ ନ୍ୟାସନାଲ୍ ବାମ୍ବୋ ମିଶନରେ ଓଡିଶାକୁ ମିଳିଛି ୬.୭୭ କୋଟି – ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟରେ ବାଉଁଶ ଚାଷର ବିକାଶ ପାଇଁ କେନ୍ଦ୍ରୀୟ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ • ରାଜ୍ୟର ସାମଗ୍ରିକ ବାଉଁଶ କ୍ଷେତ୍ରର ବିକାଶକୁ ସୁଦୃଢ଼ କରିବା ସହ ବାଉଁଶ ଶିଳ୍ପର ବୃଦ୍ଧି…

କାହିଁକି ଫାଡ଼ିଲେ ତାରା ବିଶ୍ୱବିଦ୍ୟାଳୟ ଅଧିନିୟମ ସଂଶୋଧନ ବିଲ !!!!!!

କଣ କହିବା ପରେ ଫାଡ଼ିଥିଲେ ବିଲ, କଣ ଥିଲା ତାଙ୍କ ଅସନ୍ତୋଷ   " ସମୟ ଅନୁସାରେ ନିୟମରେ ପରିବର୍ତ୍ତନ ହେବା ଜରୁରୀ | ଶିକ୍ଷାନୁଷ୍ଠାନକୁ ରାଜନୀତିରୁ ମୁକ୍ତ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ବିଶ୍ୱବିଦ୍ୟାଳୟ ଅଧିନିୟମ ସଂଶୋଧନ ବିଲ ଏକ ବଳିଷ୍ଠ ପଦକ୍ଷେପ । ଏହା ବିଶ୍ୱ…

ମାଥିଲି ବ୍ଲକ ରେ ଘୁର୍ଣ୍ଣିଝଡ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି :୧୦ ରୁ ୧୨ ପରିବାର କ୍ଷତିଗ୍ରସ୍ତ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର)  : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କତାପାଲି ପଂଚାୟତ ର ମୁଚୁକିପାଲି ଗ୍ରାମ ରେ ଗତ କାଲି ସନ୍ଧ୍ୟାରେ ଘୁର୍ଣ୍ଣିଝଡ ପ୍ରଭାବ ରେ ବିଭିନ୍ନ ପ୍ରକାର  କ୍ଷୟକ୍ଷତି ଘଟିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗତକାଲି ମାଲକାନଗିରି ଜିଲ୍ଲାର…

ବଲାଙ୍ଗିର ବଣିକ ସଂଘ ର ଉପସଭାପତି ଙ୍କ ଦୋକାନ ଖୋଲା। ଫଟୋ ଭାଇରାଲ୍ ।

ବଲାଙ୍ଗିର: (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଗତକାଲି ବଲାଙ୍ଗୀର ବଣିକ ସଂଘ ର ସାଧାରଣ ସମ୍ପାଦକଙ୍କ ଦୋକାନ ଖୋଲା ଥିବା ନେଇ ଏକ ଫଟୋ ଭାଇରାଲ୍ ହୋଇଥିଲା। ଆଜି ବଣିକ ସଂଘ ର ଉପସଭାପତି ଶ୍ରୀ ବିରେନ ମିଶ୍ର ଏବଂ ବିଧାୟକଙ୍କ ଭାଇ ଜିତେନ ମିଶ୍ରଙ୍କ ଦୋକାନ ଖୋଲା ଫଟୋ ସୋସିଆଲ…

ପ୍ଲାଜମା ଦାନ କରିବା ପାଇଁ ଜିଲ୍ଲାପାଳଙ୍କ ଅନୁରୋଧ : ଗୋଟିଏ ପାଦ ଆଗେଇଲେ ଅନ୍ୟର ଜୀବନ ବଞ୍ଚିପାରିବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ମହାମାରୀର କାୟା ବିସ୍ତାର ହୋଇ କି ଚାଲିଛି। ଆମ ଦେଶରେ ମଧ୍ୟ ଏହାର ବହୁତ ପ୍ରଭାବ ପଡ଼ିଛି। ଓଡ଼ିଶା ତଥା ଗଜପତି ଜିଲ୍ଲାରେ ମଧ୍ୟ ଏହାର କରାଳ ରୂପ ଦେଖଛୁ। ଇତ୍ୟବସରେ ଆପଣ ମାନଙ୍କ ଧୈର୍ଯ୍ୟ ଏବଂ ସହଯୋଗ ପାଇଁ…

ବିଦ୍ୟାଳୟର କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପଦ୍ମପୁର  - ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇ ଙ୍କ ଅଧକ୍ଷତାରେ କୋବିଡ଼ ୧୯ ନିୟମ ଅନୁସାରେ ପୁର୍ବକ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ କର୍ମଚାରୀ  ବସନ୍ତ ବାଗ ଙ୍କ ସରକାରୀ ଚାକିରୀ ରୁ ଅବସର ଜନିତ ବିଦାୟକାଳୀନ ସମର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ସ୍କୁଲ…