Sign in
Sign in
Recover your password.
A password will be e-mailed to you.
ଏନଆଇଏନଏଲ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡିଲେ ବିଧାୟକ ପ୍ରୀତିରଞ୍ଜନ
କର୍ମଚାରୀ-ଶ୍ରମିକଙ୍କ ଦରମା ତୁରନ୍ତ ପ୍ରଦାନ ପାଇଁ ଏମଏମଟିସିକୁ ନିର୍ଦ୍ଦେଶ ଦିଅନ୍ତୁ ରାଜ୍ୟ ସରକାର
ଚୁକ୍ତି ଅନୁଯାୟୀ ଏନଆଇଏନଏଲରେ ଉତ୍ପାଦନ ପୁନଃ ଚାଲୁ କରାଯାଉ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆର୍ଥିକ ଅନଟନ ଭିତରେ ଜୀବନ ଅତିବାହିତ କରୁଥିବା ନୀଳାଚଳ ଇସ୍ପାତ ନିଗମର…
ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ, ଓଡ଼ିଶାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର(ଶାସକ ପ୍ରଶାସକ) : ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଏବଂ ଉତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ଲଘୁଚାପ ଘନୀଭୂତ ହେବା କାରଣରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ…
ସୁନ୍ଦରଗଡ଼ ପୋଲିସ ଏବଂ ଅବକାରୀ ବିଭାଗର ଚୋରାମଦ ଆଡ଼ା ଗୁଡିକରେ ମିଳିତ ଚଢ଼ାଉ
ଦୁଇଦିନରେ ଚାରୋଟି ଗ୍ରାମରୁ ୧୨୦୦ ଲିଟର ଚୋରାମଦ ଏବଂ ୧୫ କୁଇଣ୍ଟାଲ ମହୁଲଫୁଲ ଜବତ
ସୁନ୍ଦରଗଡ଼/ହୋରଚାନ୍ଦ ଦେଉରିଆ :- ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ଚୋରା ମଦ କାରବାର | ରାଜ୍ୟ ସରକାରଙ୍କ ଆଦେଶ କ୍ରମେ ଜିଲ୍ଲାର କୋଣ ଅନୁକୋଣରେ ପୋଲିସ ଏବଂ ଅବକାରୀ ବିଭାଗ ଦ୍ଵାରା ହେଉଛି ମିଳିତ…
ଜଗତସିଂହପୁର ଜିଲ୍ଲାପାଳଙ୍କୁ ତୁରନ୍ତ ବଦଳାଯାଉ – କଂଗ୍ରେସ
ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳାଇବା ପାଇଁ ଲିଖିତ ଆକାରରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଶ୍ରୀ ରାଉତରାୟ…
ପ୍ରଶାସନିକ ଅଣଦେଖାର ପ୍ରତିବାଦ :ସରକାରୀ ସହାୟତା ଦାବିରେ କ୍ଷତିଗ୍ରସ୍ତ ଚାଷୀଙ୍କ ତହସିଲ ଅଫିସ ଆଗରେ ଧାରଣା
ବରଗଡ଼-ଗୌରାଙ୍ଗ ଦାଶ /ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଭଣ୍ଡାରପୁରୀ ପଞ୍ଚାୟତରେ ବଡ଼ଅନକି ଗ୍ରାମ ରେ ଗତ ୨୬/୮ ରୁ ୨୮/୮ ତିନିଦିନ ର ଲଗାଣ ବର୍ଷା ରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାର ଚାଷୀ ଅଭିଯୋଗ କରିଛନ୍ତି।ଗ୍ରାମ କୁ ଲାଗିରହିଥିବା ଛତିଶଗଡ଼ ପଟ ରୁ…
ବିଜୁଳି ଶୁଳ୍କ ନ ବଢ଼ାଇବାକୁ ଅନୁରୋଧ କଲେ ଝାରସୁଗୁଡ଼ା ବିଜେପି ଟାଉନ ମଣ୍ଡଳ ସଭାପତି।
ଝାରସୁଗୁଡ଼ା :(ସୁଭାଷ ସହାରେ)-ୱେସ୍କୋ ପକ୍ଷରୁ ୟୁନିଟ୍ ପ୍ରତି ୨୦ ପଇସା ବୃଦ୍ଧି ନେଇ ଲୋକଙ୍କ ମଧ୍ୟରେ ବର୍ତ୍ତମାନ ଚିନ୍ତା ବଢ଼ି ଚାଲିଛି। କୋରୋନା ପ୍ରଭାବ ଯୋଗୁଁ ଯେତେବେଳେ ଦୈନନ୍ଦିନ ସାମଗ୍ରୀର ମୂଲ୍ୟ ପ୍ରବଳ ଭାବରେ ବଢ଼ି ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି ସେତେବେଳେ ବୋଝ ଉପରେ…
ଝାରସୁଗୁଡା ଜିଲ୍ଲାରେ ୬ ସ୍ପଞ୍ଜ ଆଇରନ୍ ଓ ୩ଟି ତାପଜ ବିଦ୍ୟୁତ କେନ୍ଦ୍ର : ପରିବେଶ ମନ୍ତ୍ରୀ
ଭୁବନେଶ୍ୱର : ଝାରସୁଗୁଡା ଜିଲ୍ଲାୋର ବର୍ତ୍ତମାନ ୬ଗୋଟି ସ୍ପଞ୍ଜ ଆଇରନ୍, ୩ଟି ତାପଜ ବିଦୁ୍ୟତ୍ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । ଏହି କାରଖାନା ଗୁଡିକରୁ ନିର୍ଗତ ବର୍ଜ୍ୟବସ୍ତୁ ଗଚ୍ଛିତ କରିବା ନିମେନ୍ତ ରାଜ୍ୟ ପ୍ରଦୂଣଣ ନିୟନ୍ତ୍ରଣ ବୋର୍ଡ ଅନୁମତି ପ୍ରଦାନ କରିଥିବା ବିଜେପି ବିଧାୟିକା…
ଓଡିଆ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତାକୁ ବଢାଇବ ନୂଆ ଶିକ୍ଷାନୀତି – ଧର୍ମେନ୍ଦ୍ର ପ୍ରଧାନ
• ମାଇଁଏନଇପିରେ ପଞ୍ଜିକୃତ କରିଛନ୍ତି ଓଡ଼ିଶାର ୪୦ ହଜାରରୁ ଅଧିକ ଆମ୍ବାସେଡ଼ର
• ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷାର ସ୍ୱାଧୀନତା ଓ ସ୍ୱାୟତ୍ତତା ବଢ଼ିବ
• ଭାରତ ସରକାରଙ୍କ ପ୍ରଣୀତ ନୂଆ ଶିକ୍ଷାନୀତିରେ ମାତୃଭାଷାକୁ ସର୍ବାଧିକ ଗୁରୁତ୍ୱ
• ଛାତ୍ରଛାତ୍ରୀଙ୍କ…
୨୪ ଘଣ୍ଟା ଭିତରେ ସବୁ ଓଲଟ ପାଲଟ, ବଦଳିଗଲା ଅଦାଲତଙ୍କ ଆଦେଶ
ବେଦାନ୍ତ ଜନଶୁଣାଣି କରାଇବାକୁ ସକ୍ଷମ ହେଲା ନିର୍ଦ୍ଧାରିତ ତାରିଖରେ।
ଝାରସୁଗୁଡ଼ା : ଶେଷରେ ବେଦାନ୍ତ ନିଜର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ଜନଶୁଣାଣି କରାଇବାରେ ସକ୍ଷମ ହୋଇଛି। ନାଟକୀୟ ଭାବରେ ଗତକାଲି ଜାରି କରାଯାଇଥିବା ସ୍ଥଗିତାଦେଶକୁ ପରିବର୍ତ୍ତିତ କରି ଆଜି ନିଜ ସପକ୍ଷରେ…
ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି : ମାରୁତୀ ସେନା ପକ୍ଷରୁ ଶୋଭାଯାତ୍ରା
ନୟାଗଡ଼(ବିଶ୍ୱଜିତ ନାୟକ ) - ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଲାଗିରହିଥିବା ବାଦ ବିବାଦକୁ ନେଇ ସିବିଆଇ ତଦନ୍ତ ଦାବିରେ ଆଜି ସମାଜସେବୀ ଅନୁଷ୍ଠାନ ମାରୁତୀ ସେନା ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଦସ୍ୟମାନେ ଖଣ୍ଡପଡ଼ା ରାସ୍ତା ସ୍ଥିତ ହନୁମାନ ମନ୍ଦିର…