ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରି ଝାରସୁଗୁଡ଼ା ଜିଲ୍ଲାର ଯେ କୌଣସି ସ୍ଥାନରେ ସାର୍ବଜନୀନ ସ୍ଥାନରେ ଧାର୍ମିକ ଅନୁଷ୍ଠାନ ଉପରେ ଆସନ୍ତା ୩୧ ଡିସେମ୍ବର ପର୍ଯ୍ୟନ୍ତ କଟକଣାକୁ ବଳବତ୍ତର ରହିବାକୁ ସୂଚନା ଦିଆଯାଇଛି। ଏହାପରେ ସାର୍ବଜନୀନ ସ୍ଥାନରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହୋଇ ପାରିବ କି ନାହିଁ ତାହା ୩୧ ଡିସେମ୍ବର ପରେ ନିଷ୍ପତ୍ତି ନିଆଯିବ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.