ସତ୍ୟାଗ୍ରହ ସ୍ମାରକୀ ପୀଠରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି 

ସୋହେଲା (ଶାସକ ପ୍ରଶାସକ) : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆଜି ସୋହେଲା ଗାନ୍ଧୀ ଛକରେ ଥିବା ସତ୍ୟାଗ୍ରହ ସ୍ମାରକୀ ପୀଠରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ବ୍ଲକ ଚେୟାରମ୍ୟାନ…

ଇଛାଶକ୍ତି ଥିଲେ ଗୋଟିଏ ଦିନରେ ହେବ କୋର୍ଟ

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପାଖଣ୍ଡର ପାଇକମାଲ ବ୍ଲକ ରେ ଗୋଟେ JMFC କୋର୍ଟ ହେବା ଘୋଷଣା ହୋଇ ସାରିଛି । ଏହି କୋର୍ଟ ପାଇଁ ମାନ୍ୟବର ଜିଲ୍ଲା ଜଜ ଏକାଧିକ ଥର ପାଇକମାଲ ଆସି ନୂତନ କୋର୍ଟ ପରିସର ତିଆରି ହେବା ପର୍ଯନ୍ତ ଅସ୍ଥାୟୀ ଭାବରେ କୋର୍ଟ କାର୍ଯ୍ୟ ପରିଚାଳନା କରିବା ପାଇଁ ପାଇକମାଲ…

୬୫ ପ୍ରତିଶତ ଲୋକଙ୍କ ଠାରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି : ଜିଲ୍ଲାପାଳଙ୍କ ସୂଚନା

http://www.youtube.com/watch?v=EqO63xEXYT0  ପାରଳାଖେମୁଣ୍ଡି ସହରରେ କୋଭିଡ-୧୯ର ସେରୋ ସର୍ଭେ ରିପୋର୍ଟ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ସେପ୍ଟେମ୍ବର ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ହୋଇଥିବା ସେରୋ…

ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ ଆଂଶିକ ବାତିଲ 

ଭୁବନେଶ୍ୱର: ବାଲାଙ୍ଗୀର ଏବଂ ଲୋଇସିଂହା ଷ୍ଟେସନ ମଧ୍ୟରେ ରେଳପଥ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି 9 ରୁ 18 ଅକ୍ଟୋବର, 2020 ପର୍ଯ୍ୟନ୍ତ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲକୁ ଆଂଶିକ ବାତିଲ କରିବାକୁ…

ବଢ଼ିଲା ମିଆଦ :ବାହାର ଜିଲ୍ଲା ଲୋକଙ୍କୁ  ସ୍ୱର୍ଗଦ୍ୱାର ମନା 

 ପୁରୀ(ଶାସକ ପ୍ରଶାସକ)  : କରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍ବର୍ଗଦ୍ବାରଠାରେ ବାହାର ଜିଲ୍ଲା ଏବଂ ଅନ୍ୟରାଜ୍ୟର ବ୍ୟକ୍ତିଙ୍କ ଶବଦାହ ଏବଂ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ଜାରି କଟକଣାକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।  ମାତ୍ର କୋଭିଡ ନୀୟମ ଅନୁପାଳନ କରି ପୁରୀ…

ଅଟଳ ସୁଡ଼ଙ୍ଗ : ଲୋକାର୍ପଣ ଅପେକ୍ଷାରେ ବିଶ୍ୱର ଦୀର୍ଘତମ ସୁଡ଼ଙ୍ଗ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) :  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 3, 2020ରେ ରୋହତଙ୍ଗସ୍ଥିତ ଅଟଳ ସୁଡଙ୍ଗକୁ ଉଦଘାଟନ କରିବେ । ଅଟଳ ସୁଡ଼ଙ୍ଗ ହେଉଛି ବିଶ୍ୱର ଦୀର୍ଘତମ ରାଜପଥ ସୁଡ଼ଙ୍ଗ । ଏହାର ଦୈର୍ଘ୍ୟ 9.02 କିଲୋମିଟର ଏବଂ ଏହା ବର୍ଷତମାମ ମନାଲୀକୁ ଲାହୌଲ- ସ୍ପିତି ଉପତ୍ୟକା…

ଭାରତରେ କରୋନା ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ

● ଲଗାତର ଦଶମ ଦିନରେ ସକ୍ରିୟ ମାମଲା 10 ଲକ୍ଷରୁ କମ୍ ରହିଛି ● ଭାରତରେ ମୋଟ ସୁସ୍ଥ ପ୍ରାୟ 53 ଲକ୍ଷ,  ଗତ 12 ଦିନରେ 10 ଲକ୍ଷ ସୁସ୍ଥ ଭାରତରେ କରୋନା ସକ୍ରିୟ ମାମଲା ସଂଖ୍ୟା କ୍ରମାଗତ 10 ଲକ୍ଷରୁ ତଳେ ରହିଛି । କ୍ରମାଗତ ଦଶମ ଦିନ ପାଇଁ ଦେଶରେ ସକ୍ରିୟ ମାମଲା 10 ଲକ୍ଷ ତଳେ ରହିଛି ।…

ଅକ୍ଟୋବର ୩୧ ପର୍ଯ୍ୟନ୍ତ ଖୋଲିବନି ସ୍କୁଲ କଲେଜ ମନ୍ଦିର  :  ଫିକା ପଡିବ ଉପନିର୍ବାଚନ ପ୍ରଚାର 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଗତକାଲି କେନ୍ଦ୍ର ସରକାର ତାଙ୍କ ଅନଲକ ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ଓଡିଶା ସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କ ଅନଲକ ଘୋଷଣା କରିଛନ୍ତି | କେନ୍ଦ୍ର ସରକାର ଅକ୍ଟୋବର ୧୫ରୁ ଧୀରେ ଧୀରେ ଖୋଲିବା ପାଇଁ ତାଙ୍କର ଗାଇଡ଼ ଲାଇନରେ କହିଥିବା ବେଳେ ରାଜ୍ୟ ସରକାର…

ନାକଟିଦେଉଳ ବ୍ଲକ୍‌ର ପାହାଡତଳୀ ଗାଁ କୁନ୍ଦେଇଜୋରୀ ବିକାଶ ଠାରୁ ବହୁଦୂରରେ

ନାକ୍ଟିଦେଉଳ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ  ସରକାର ଆଦିବାସୀ ଓ ହରିଜନମାନଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କେବଳ କାଗଜ କଲମରେ ସୀମିତ ରହିଛି ଏହି ଯୋଜନା। ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ୍ ସାଲେଭଟା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଗ୍ରାମ କୁନ୍ଦେଇଜୋରୀ। ଏହି…

‘ଏକ ଭାରତ ଶ୍ରେଷ୍ଠ  ଭାରତ’ରେ ସୋଆ ଏନ୍ଏସ୍ଏସ୍

ଭୁବନେଶ୍ୱର,(ଶାସକ ପ୍ରଶାସକ)  : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ ଖେଳ ମନ୍ତ୍ରାଣଳୟ ପକ୍ଷରୁ ଆୟୋଜିତ “ଏକ ଭାରତ ଶ୍ରେଷ୍ଠ ଭାରତ” ୱେବିନାରରେ ଓଡ଼ିଶା ଓ ମହାରଷ୍ଟ୍ର ନିଜ ନିଜ ରାଜ୍ୟର ସାଂସ୍କୃତିକ ଧରୋହର ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ‘ପଡୋଶୀ ରାଜ୍ୟ ଓ…