ଟପ  ହାଡ଼କୋର ମାଓ ନେତା  ୟେମିଲି କାମେଶ ଓରଫ ହରି ଗିରଫ 

ମାଲକାନଗିରି/ ବି ଶ୍ରୀନିବାସ ପାତ୍ର : ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟଣା ଜିଲ୍ଲା ପୋଲିସ ଓ ଗ୍ରେହାଉଣ୍ଡ  ଗତ ମଙ୍ଗଳବାର ରାତିରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଦାରକୋଣ୍ଡା ଜଙ୍ଗଲରେ  କୁମ୍ବି କଲାବେଳେ  ଟପ ହାଡ଼କୋର ମାଓ ନେତା ୟେମିଲି କାମେଶ ଓରଫ ହରିକୁ…

ସଂକଲ୍ପ ପରିବାର ର ସାହାଯ୍ୟରେ ଟ୍ରାଇ ସାଇକେଲ ପାଇଲେ ଦିବ୍ୟାଙ୍ଗ ଯୁବକ ।

ବରଗଡ଼ :- ବରଗଡ଼ ବ୍ଲକ ତେନ୍ତଲା ଗ୍ରାମର ଦିବ୍ୟାଙ୍ଗ ଯୁବକ ଗଜାନନ ରାଉତ ମୁଣ୍ଡରେ ପରିବାର ବୋଝ। ଘରେ ବୃଦ୍ଧା ମା,ବାପା ଛଡା ଆଉ କେହି ନାହାନ୍ତି ଏକ ମାତ୍ର ଭଉଣୀ ବାହାଘର ସରିଯାଇଛି । ବର୍ତମାନ ପରିଣତ ବୟସରେ ବାପା ଚନ୍ଦ୍ରଭାନୁ ରାଉତ ରୋଗାକ୍ରାନ୍ତ ଥିବାବେଳେ ପରିବାର ଚଳାଇବା ବୋଝ ପଡିଛି…

ବରଗଡ଼ ସାଂସଦଙ୍କ ପଦ୍ମପୁର ଗସ୍ତ

ପଦ୍ମପୁର - ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଆଜି ପଦ୍ମପୁର ଗସ୍ତ ଅବସରରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କରୋନା ମୁକାବିଲା ସଂକ୍ରାନ୍ତୟ ଏକ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ  । ଉକ୍ତ ବୈଠକରେ ପଦ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ,ପଦ୍ମପୁର…

ଧାନ ଫସଲରେ ଅଜଣା ରୋଗ ପୋକ କ୍ଷତି ପୂରଣ ପାଇଁ ବ୍ଲକ କୃଷି ଅଧିକାରୀଙ୍କ ନିକଟରେ ଅଭିଯୋଗ 

ପଦ୍ମପୁର: ଧାନ ଫସଲରେ ଅଜଣା ରୋଗ ପୋକ ଲାଗି ଥିବାରୁ ଚାଷୀ ମାନେ ପାଇକମାଲ କୃଷି ଅଧିକାରୀ ତଥା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି  । ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତ ଗ୍ରାମର ଅନେକ ଚାଷୀ ବ୍ଲକ କୃଷି ଅଧିକାରୀ ଓ ପ୍ରଶାସନ ନିକଟରେ କ୍ଷତି ପୂରଣ…

ସ୍ବର୍ଗତଃ ରାଧେଶ୍ୟାମ ପୁରୋହିତ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସାଂସଦ ସୁରେଶ ପୁଝାରୀ

ପଦ୍ମପୁର  - ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ  ପ୍ରଦୀପ ପୁରୋହିତଙ୍କ ପିତା ତଥା ପାଇକମାଲ ର ବହୁ ପ୍ରତିଷ୍ଠିତ ପୁରୋହିତ ହୋଟେଲ ର ପ୍ରତିଷ୍ଠାତା ସ୍ବର୍ଗତଃ ରାଧେଶ୍ୟାମ ପୁରୋହିତ ଙ୍କୁ ଆଜି ବରଗଡ଼ ସାଂସଦ ପାଇକମାଲ ସ୍ଥିତ ତାଙ୍କ ବାସ ଭବନରେ ପହଂଚି…

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ କମ୍ବଳ ବଣ୍ଟନ କଲା ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟ ।

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା : ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟ ବୁଡପଡା ବୁରୋମାଲ ତରଫରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି ଏହି  ଉପଲକ୍ଷେ  କୋବିଡ-୧୯ ବିଷୟରେ ସମ୍ୟକ ସୂଚନା ଦେବାସହ  ମାକ୍ସ  ବଣ୍ଟନ କରାଯିବା ସହିତ  ୨୧ ଜଣ  ଗରିବ ବୃର୍ଦ୍ଧା ମାଉସୀ ମଉସା…

ଅନଶନକାରୀଙ୍କ ଆତ୍ମଦାହ ପ୍ରୟାସ,ପୋଲିସ ରଖିଛି ପରିସ୍ଥିତି ଉପରେ ନଜର ।

ଝାରସୁଗୁଡ଼ା :(ସୁଭାଷ ସହାରେ)- ଗତ ସେପ୍ଟେମ୍ବର ୨୮ ତାରିଖରୁ ଅନଶନରେ ବସିଥିବା ଏନକର ଏକ୍ଜିକ୍ୟୁଟିଭ ସିକ୍ୟୁରିଟି ସଂସ୍ଥାର 168 ଜଣ ସୁରକ୍ଷାକର୍ମୀ ମାନଙ୍କ ସହ କଥାବାର୍ତ୍ତା ହେବା ପାଇଁ କେହି ଆସିଲେ ନାହିଁ। ନିରାଶ ହୋଇ ଶେଷରେ ଜଣେ ଅନଶନକାରୀଙ୍କ ଆତ୍ମଦାହ ଚେଷ୍ଟା ଘଟଣା ଅଞ୍ଚଳରେ…

ନିଷ୍ଠା ପରିବାର ତରଫରୁ ଜାତୀୟ ରକ୍ତଦାନ ଦିବସ ପାଳନ

ବରଗଡ :- ଆଜି ବରଗଡ ନିଷ୍ଠାଭବନ,ଆନ୍ଧ୍ର କେମ୍ଫ, ଖଣ୍ଡହଥା,ବରଗଡ ଠାରେ ଜାତୀୟ ରକ୍ତଦାନ ଦିବସ ସରକାରୀ ନିୟମ ମୁତାବକ ପାଳିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରଗଡ ଉପଜିଲ୍ଳାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ସମ୍ମାନୀତ ଅତିଥି ଭାବେ ତହସିଲଦାର ସବ୍ୟସାଚୀ ପଣ୍ଡା,ପୌରପରିଷଦ…

କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ କରୋନା ପଜିଟିଭ

 ନୂଆଦିଲ୍ଲୀ (ଶାସକ ପ୍ରଶାସକ) କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜେ ଆଜି ନିଜ ଟୁଇଟର ହାଣ୍ଡଲରେ ଏହା ନିଜେ ଉଲ୍ଲେଖ କରିଛନ୍ତି | ସେ ଟୁଇଟ କରିଛନ୍ତି ଯେ ଆଜି ପରୀକ୍ଷା ବେଳେ ତାଙ୍କର  କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି | ଯେଉଁମାନେ ଗତ କିଛି…

ବଲାଙ୍ଗିର ବି.ଇଡି. କଲେଜରେ ନାମଲେଖା ପ୍ରତ୍ୟାହାର କଲା ଏନ୍‌ସିଟିଇ 

ପ୍ରତିବାଦରେ  ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଲା ଛାତ୍ର କଂଗ୍ରେସ  ବଲାଙ୍ଗିର(ନିରୋଜ ମିଶ୍ର) :   ଏନ୍‌ସିଟିଇ ଚଳିତ ବର୍ଷ ଠାରୁ ବଲାଙ୍ଗିର ବି.ଇଡି. କଲେଜରେ ନାମଲେଖା ପ୍ରତ୍ୟାହାର କରିଛି । ଏହି ନାମ ଲେଖା ପ୍ରତ୍ୟାହାର ବିରୁଦ୍ଧରେ ଆଜି ଛାତ୍ର…