ନୂତନ କୃଷି ଆଇନ ଚାଷୀଙ୍କ ପାଇଁ ନୁହେଁ, ପୁଞ୍ଜିପତିଙ୍କ ପାଇଁ : ଝାରସୁଗୁଡ଼ା ପ୍ରଗତିଶୀଳ ମଞ୍ଚ।

0

 ଝାରସୁଗୁଡ଼ା :(ସୁଭାଷ ସହାରେ)-ନୂତନ କୃଷି ଆଇନ ଚାଷୀଙ୍କ ପାଇଁ ନୁହେଁ। ଏହା ମୋଦିଙ୍କ ପୁଞ୍ଜିପତି ବନ୍ଧୁଙ୍କ ପାଇଁ ବୋଲି କହିଛନ୍ତି ଝାରସୁଗୁଡ଼ା ପ୍ରଗତିଶୀଳ ମଞ୍ଚର ଆବାହକ ରକ୍ଷାକର ଅନୁପମ। ଚାଷୀମାନଙ୍କ ଧାରଣା ଏହି ଆଇନ ବିରୋଧରେ ବଳବତ୍ତର ରହିବ ବୋଲି ସେ କହିଛନ୍ତି। ଆଜି ଦେଶର ସମସ୍ତ ଲୋକଙ୍କ ବିକାଶ କୃଷି ଯୋଗୁଁ ସମ୍ଭବ ହୋଇପାରିଛି। ମୋଦି ସରକାରଙ୍କ ଦ୍ବାରା ଅଣାଯାଇଥିବା ଏହି ତିନୋଟି କୃଷି ଆଇନ ନିଶ୍ଚିତ ଭାବରେ ଚାଷୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବ, ଚାଷୀଙ୍କୁ ରାସ୍ତାକୁ ଆଣିବ ବୋଲି ସେ ଚେତାଇ ଦେଇଛନ୍ତି।

Leave A Reply

Your email address will not be published.