ଟେମରୀ ଗ୍ରାମର ଶ୍ରମିକ ମାନେ ପ୍ରତିଶ୍ରୁତି ପରେ ଧାରଣାର ପ୍ରତ୍ୟାହାର 

ପଦ୍ମପୁର: ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅଧିନସ୍ଥ ଟେମରୀ ଗ୍ରାମ ପଞ୍ଚାୟତର ଟେମରୀ ଗ୍ରାମର ଶ୍ରମିକ ମାନେ ଆଜକୁ ଦୁଇଦିନ ହେଲା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ  । ପ୍ରଶାସନ ର ପ୍ରତିଶ୍ରୁତି ପରେ ଗଣଧାରଣା ରୁ ଉଠିବାର ଖବର  ଜଣା ପଡିଛି  । ସୂଚନା ଅନୁସାରେ ଶ୍ରମିକ…

କୋଠା ସିଲ୍ ନିଷ୍ପତ୍ତି ପ୍ରଶାସନର: ବିଜେଡି

ଭୁବନେଶ୍ୱର(ଶାସକ ପ୍ରଶାସକ) : କୌଣସି କୋଠାକୁ ସିଲ୍‍ କରିବା ହେଉଛି ସମ୍ପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି ଏବଂ ଏ ସଂକ୍ରାନ୍ତରେ ବିଜେଡି କୌଣସି ମତାମତ ଦେବାକୁ ଚାହେଁ ନାହିଁ । ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ଆନୁକୁଲ୍ୟରେ ” ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ”

ମାଲକାନଗିରି / ବି ଶ୍ରୀନିବାସ ପାତ୍ର : ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ଆନୁକୁଲ୍ୟରେ ଅନଲାଇନ ମାଧ୍ୟମରେ " ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ” ସମ୍ପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ଅନ୍ୟ…

ଆଠମଲ୍ଲିକ:MGNREGS ସଚେତନତା ରଥର ଶୁଭାରମ୍ଭ…

ଆଠମଲ୍ଲିକ/ସନ୍ତୋଷ ମେହେର-ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକରେ ଫାଉଣ୍ଡେସନ ଫର  ଇମେଲୋଜିକାଲ ସିକୁରିଟି (FES) ଅନୁଗୋଳ ଏବଂ ଆଠମଲ୍ଲିକ ବ୍ଲକର ସହଯୋଗରେ ଗତକାଲି ସକାଳ 9ଘଟିକା ସମୟରେ ଆଠମଲ୍ଲିକ ବ୍ଲକ ସମ୍ମୁଖରୁ ଏକ MGNREGS ସଚେତନତା ରଥର ଶୁଭାରମ୍ଭ କରାଯାଇଛି I ଉକ୍ତ କାର୍ଯ୍ୟକ୍ରମରେ…

ବିଧାୟକଙ୍କ ବଳିଷ୍ଠ ପଦକ୍ଷେପ : ସୁକିନ୍ଦାରେ ପ୍ରତିଷ୍ଠା ହେବ ବୃଦ୍ଧାଶ୍ରମ ଓ ଅନାଥାଶ୍ରମ

ଯାଜପୁର( ଶାସକ ପ୍ରଶାସକ) :  ଅସହାୟ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ଓ ପିତୃମାତୃହୀନ ଶିଶୁମାନଙ୍କ ସହାରା ଯୋଗାଇ ଦେବା ଉଦ୍ଦେଶ୍ୟ ନେଇ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡେଇଙ୍କ ବଳିଷ୍ଠ ଉଦ୍ୟମ କ୍ରମେ ଖୁବ ଶୀଘ୍ର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ସ୍ଥାପନ ହେବ ବୃଦ୍ଧାଶ୍ରମ ଓ…

ଜାତୀୟ ସ୍ତରରେ ଚମକିବେ ମେଲିସା !

କନ୍ଧମାଳ/ ଗଗନ ପ୍ରଧାନ : ପୁଣି ଥରେ ଜାତୀୟ ସ୍ତରରେ ଚମକିବେ ଦୁଇ ଓଡ଼ିଆ ଝିଅ । ଜଣେ ପ୍ରତିଯୋଗୀ ଭୁବନେଶ୍ୱରର ହୋଇ ଥିବା ବେଳେ ଅନ୍ୟ ଜଣେ କନ୍ଧମାଳ ଜିଲ୍ଲା  ରାଇକିଆ ବ୍ଲକ ଗୁନ୍ଧାଣି ଗ୍ରାମର ମେଲିସା ନାୟକ I ଏହି ସର୍ବଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ ସ୍ଥାନ ପାଇଛନ୍ତି କନ୍ଧମାଳ ଜିଲ୍ଲା…

ଗଜପତି ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା : ଆସନ୍ତା ୧୧ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ

ସତର୍କତା ଅବଲମ୍ବନ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟ ସରକାର ତଥା ପାଣିପାଗ ବିଭାଗ…

  ଅବହେଳାରୁ ସଚିବାଳୟ ସେବାବର୍ଗ କ୍ଷତିଗ୍ରସ୍ତ 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ସଚିବାଳୟର ବିଭିନ୍ନ ବିଭାଗରେ କାମକରୁଥିବା ବିଧି ଅଧିକାରୀ ମାନଙ୍କର ସଚିବାଳୟ ସେବାରେ ଅନୁଶାସନ ସଚିବ ପାହ୍ୟାକୁ ପଦୋନ୍ନତିକୁ ନେଇ ରାଜ୍ୟ ପ୍ରଶାସନିକ ନ୍ୟାୟାଧୀକରଣ ଠାରୁ ଆରମ୍ଭ କରି ଦେଶର ଉଚ୍ଚତମ ନ୍ୟାୟଳୟ ପର୍ଯ୍ୟନ୍ତ ଦୀର୍ଘ କୋଡିଏବର୍ଷ ଧରି ଚାଲିଥିବା…

ମଣିପୁର ଉପ ନିର୍ବାଚନ ପ୍ରଚାର ପତ୍ର ଉନ୍ମୋଚନ କଲେ ବୈଜୟନ୍ତ ପଣ୍ଡା 

ଭୁବନେଶ୍ବର,- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ମଣିପୁରରେ ହେବାକୁଥିବା ଉପ ନିର୍ବାଚନ ପାଇଁ ଦଳର ପ୍ରଚାର ପତ୍ର ଉନ୍ମୋଚନ କରିବା ସହ ଦଳୀୟ ପ୍ରାର୍ଥୀ ଚୟନ ସଂପର୍କିତ କୋର କମିଟି ବୈଠକରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ମଣିପୁରରେ ୫ଟି…

ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ପିତାଙ୍କ ବିୟୋଗ

ଟିଟିଲାଗଡ ,(ଗୌରବ ଦର୍ଜୀ)-  ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ଙ୍କ ପିତା ଗୌରୀଶଙ୍କର ତ୍ରିପାଠୀଙ୍କ ମୃତ୍ୟୁ ହୋଇଯାଇଛି। ସେ କିଛି ଦିନ ରୁ ବୃଦ୍ଧାବସ୍ଥା ରେ ପୀଡ଼ିତ ଥିଲେ। ଆଜି ଟିଟିଲାଗଡ ର ହାଟପଦା ପଡା ସ୍ଥିତ ତାଙ୍କ ବାସଭବନ ରେ ୯୬ ବର୍ଷ ବୟସ ରେ ମୃତ୍ୟୁ ବରଣ…