Sign in
Sign in
Recover your password.
A password will be e-mailed to you.
ସମ କୋଭିଡ ହସ୍ପିଟାଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ଟେଲିଫୋନ କରି ଜଣାଇଲେ ଧନ୍ୟବାଦ
ଭୁବନେଶ୍ୱର: ସମ କୋଭିଡ ହସ୍ପିଟାଲ ର ଚିକିତ୍ସା ତଥା ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଏହି ହସ୍ପିଟାଲର ଦାୟିତ୍ବରେ ଥିବା ଡାକ୍ତରମାନେ ଯେଉଁଭଳି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ସଂପାଦନ କରୁଛନ୍ତି ଏଥିରେ…
ଦୁଇ ଦିନିଆ ଗସ୍ତରେ ଯାଇ କୁଏତରେ ପହଞ୍ଚିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର
ନୂଆଦିଲ୍ଲୀ / କୁଏତ: ଦୁଇଦିନିଆ କୁଏତ ଗସ୍ତରେ ଥିବା କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାତିରେ କୁଏତ ବିମାନବନ୍ଦରରେ ଅବତରଣ କରିଛନ୍ତି । କୁଏତ ବିମାନବନ୍ଦରରେ ପହଞ୍ଚିବା ପରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କୁଏତର ତୈଳ ମନ୍ତ୍ରୀ…
ଗୋଟିଏ ଦିନରେ ନିଷ୍ଠା ପରିବାରର ଦୁଇଟି ପ୍ରଶଂସନୀୟ କାର୍ଯ୍ୟ
ଏପଟେ ରକ୍ତଦାନ ଶିବିର, ସେପଟେ କୋରୋନା ରୋଗୀଙ୍କ ଶବ ସତ୍କାର
ପଥର୍ଲା ରକ୍ତଦାନ ଶିବିରରୁ ୬୬ ୟୁନିଟ ରକ୍ତ ସଂଗ୍ରହ
ବରଗଡ :-ବରଗଡ଼ ନିଷ୍ଠା ପରିବାର ତରଫରୁ ଆଜି ପଥର୍ଲା ଗ୍ରାମରେ ଗ୍ରାମବାସୀ ମାନଙ୍କର ସହଯୋଗରେ ଏକ ମେଗା ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ବରଗଡ଼ ରକ୍ତ…
ଅନଲାଇନରେ ସୋଆ ଜାଗୋର ୧୪ତମ ପ୍ରତିଷ୍ଠା ଦିବସ ପାଳନ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ଡିମଡ ଟୁ ବି ୟୁନିଭର୍ସିଟି)ର ସାମାଜିକ ଶାଖା \"ଜାଗୋ\'ର୧୪ ତମ ପ୍ରତିଷ୍ଠା ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି । କରୋନା ମହାମାରୀ ସମୟରେ ଏବଂ ଏହାପରେ କିଭଳି ଭାବରେ ବିଭିନ୍ନ ସୁଖ ସ୍ୱାଚ୍ଛନ୍ଦ୍ୟରୁ ବଂଚିତ ହୋଇଥିବା ପିଲା ଏବଂ…
ମୃତ୍ୟୁର ଆଶଙ୍କା ଭିତରେ ଲଗାତାର ଖୁସି ଖବର ବଢ଼ାଉଛି କରୋନା ରୋଗୀଙ୍କ ଆତ୍ମବିଶ୍ୱାସ
ପୁଣି କରୋନା ହାରିଲା : ସମ୍ କୋଭିଡ ହସପିଟାଲରେ ସୁସ୍ଥ ହେଲେ୯୩ ବର୍ଷୀୟା ମହିଳା
ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ଭୁତାଣୁ ଆତଙ୍କ କାମୁଛି ଧୀରେ ଧୀରେ | ହେଲେ ଦେଶରେ ସର୍ବୋପରି ରାଜ୍ୟରେ ଚିନ୍ତାର କାରଣ ପାଲଟିଛି ଏହି ଭୁତାଣୁ ଆକ୍ରାନ୍ତଙ୍କ ମୃତ୍ୟୁ ଖବର | ଯୁବକଙ୍କ ଠାରୁ…
ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନରେ ଉପଜିଲ୍ଲାପାଳ
ବୁଲି ଦେଖିଲେ, ରୋଗୀଙ୍କୁ ସୁବିଧା ଅସୁବିଧା ପଚାରି ବୁଝିଲେ
ଡାକ୍ତର ଓ କର୍ମଚାରୀମାନଙ୍କର ସହିତ ଆଲୋଚନା କଲେ
ବରଗଡ :-ବରଗଡ ଜିଲ୍ଲାର ପାଇକମାଲ ବ୍ଲକରେ ଅବସ୍ଥିତ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାର୍ବତ ର ପ୍ରାକୃତିକ ମନଲୋଭା ସୁନ୍ଦର ପରିବେଶରେ ଶ୍ରୀ ଶ୍ରୀ ନୃସିଂହନାଥ…
ହେ ସରକାର ନିର୍ଦ୍ଦୟ କାହିଁପାଇଁ , ଆବାସ ଯୋଜନା କାହା ପାଇଁ
ସରକାର ବାହାଦୁର ଥରେ ଧ୍ୟାନଦେଇ ହୃଦୟର ସହ ଶୁଣନ୍ତୁ ଏମାନଙ୍କ ସମସ୍ୟା !
ଗାଁ ବାହ୍ୟମଳ ମୁକ୍ତ , ହେଲେ ତାଳବରଡା ଓ ପଲିଥିନ୍ ତଳେ ବିତୁଛି କୁନ୍ଦେଇଜୋରୀ ଗ୍ରାମର ବହୁ ଅଧିବାସୀଙ୍କ ଜୀବନ
ନାକ୍ଟିଦେଉଳ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ : ସରକାର ଗରୀବ ଲୋକମାନଙ୍କ ପାଇଁ ବହୁ ପ୍ରକାର…
ନିଜ ଘରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର
ବରଗଡ :- ପାଇକମାଲ ଥାନା ଅନ୍ତର୍ଗତ କୋକନରା ଗ୍ରାମର ଶୁଭେନ୍ଦୁ ସିନ୍ଧୁର (25) ନାମକ ଜଣେ ଯୁବକକୁ ଆଜି ସକାଳୁ ନିଜ ଘରେ ବେକରେ ଦଉଡି ଦେଇ ଝୁଲୁଥିବା ଅବସ୍ଥାରେ ତାଙ୍କର ଘର ଲୋକେ ଦେଖିଥିଲେ । ଏହାପରେ ଘରଲୋକେ ପାଇକମାଲ ଥାନାକୁ ଯାଇ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କୁ ଘଟଣା…
ଉପଜିଲ୍ଲାପାଳ ଙ୍କର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିଦର୍ଶନ
ବରଗଡ :-କୋବିଡ଼ କଟକଣା ପାଇଁ ଗତ ମାର୍ଚ୍ଚ ମାସ 17 ତାରିଖରୁ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ଶ୍ରଦ୍ଧାଳୁ ତଥା ଯାତ୍ରୀ ମାନଙ୍କର ନିମନ୍ତେ ବନ୍ଦ ରହିଛି । ମନ୍ଦିରର ଅଳ୍ପ କେତେଜଣ ସେବାୟତ କେବଳ ମହାପ୍ରଭୁଙ୍କ ନୀତିପୂଜା କରୁଛନ୍ତି। ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ…
ଚେତନା ଭିନ୍ନକ୍ଷମ ସ୍ୱତନ୍ତ୍ର ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅକାଳ ବିୟୋଗ
ଭୁବନେଶ୍ୱର: ସ୍ଥାନୀୟ ଜୟଦେବବିହାରସ୍ଥିତ ଜୁଏଲ ଇଣ୍ଟରନ୍ୟାସନାଲ ‘ଚେତନା’ ବୌଦ୍ଧିକ ଭିନ୍ନକ୍ଷମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ବେହେରାଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ହୃତ୍ଘାତ ଯୋଗୁ ଅକାଳ ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୯ ବର୍ଷ ବୟସ ହୋଇଥିଲା । …