Sign in
Sign in
Recover your password.
A password will be e-mailed to you.
ପାରଳାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ
http://www.youtube.com/watch?v=oF7anZoVcDs
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ…
ଖୁସି ବାଣ୍ଟିଲେ ଜିଲ୍ଲାପାଳ, ଅନାଥ ପିଲାଙ୍କ ସହ ଏକାଠି ଖାଇଲେ…ହସିଲେ…ଖେଳିଲେ
http://www.youtube.com/watch?v=DcLBGLMjsZ4
ତିତିଲି ବାତ୍ୟାରେ ଅନାଥ ହୋଇଥିବା ୫ ଜଣ ପିଲାଙ୍କୁ ଭେଟିଲେ ଜିଲ୍ଲାପାଳ ଅନୁପମ ସାହା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତିତିଲି ବାତ୍ୟାକୁ ଦୁଇବର୍ଷ ପୁରିବାକୁ ଯାଉଥିଲା ବେଳେ ସେହି ବାତ୍ୟାରେ ବାପା ମାଆ ହରାଇ ଅନାଥ…
3 ଜୁଆଡି ଗିରଫ
ଝାରବନ୍ଧ/ମନୋହର ଦାସ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ବାଦିକଟା ଗ୍ରାମ ଠାରେ ଚାଲିଥିବା ଜୁଆଆଡ୍ଡା ଉପରେ ଜଗଦଲପୁର ପୋଲିସ ଅତର୍କିତ ଭାବେ ଚଢ଼ାଉ କରି 3ଜଣ ଜୁଆଡ଼ି ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ତାସ,2ଟି ମୋବାଇଲ ନଗଦ ୩୪୩୦ଟଙ୍କା ଜବତ କରିଛନ୍ତି।ଆଗକୁ ଦଶହରା…
ଉଦୟନାଥ ଫର୍ଣ୍ଣିଚରର ୧୧ତମ ଲକି ଡ୍ର ଉଠାଣ
ପଦ୍ମପୁର - ପଦ୍ମପୁର ସହରର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ କରାଯାଇଥିବା ମାସିକ ଯୋଜନାର ୧୧ତମ ଲକି ଡ୍ର ଉଠାଣ ହୋଇଯାଇଛି । ଏହି ଲକି ଡ୍ର' ର ବିଜେତା ହେଉଛନ୍ତି ଅତାବିରାର ରଞ୍ଜନ ବେହେରା । ଏହି ଉଠାଣ ସମୟରେ ରୋହିତ କୁମାର ପଟ୍ଟନାୟକ, ଭୋଜରାଜ ଭୋଇ, ଅଶ୍ୱିନୀ କୁମାର…
ବହୁ ଚର୍ଚ୍ଚିତ ନିର୍ବାହୀ ଯନ୍ତ୍ରୀ ଅପହରଣ ମାମଲା : ଗିରଫ ହେଲେ ୮ ଅଭିଯୁକ୍ତ
ଝାରସୁଗୁଡ଼ା :(ସୁଭାଷ ସହାରେ)- ଗତ ୬ /୭ ତାରିଖ ମଧ୍ୟ ରାତ୍ରରେ ଅପହୃତ ହୋଇଥିବା ଝାରସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଅପହରଣରେ ସାମିଲ ଥିବା ସମସ୍ତ ୭ ଜଣ ଅଭିଯୁକ୍ତଙ୍କ ସହ ସେମାନଙ୍କଠାରୁ ସୁନା ଚେନ କିଣିଥିବା ବ୍ୟକ୍ତିଙ୍କୁ ଝାରସୁଗୁଡ଼ା ପୋଲିସ ଗିରଫ…
୧୫ ଜଣଙ୍କୁ ଚୋରି ଅଭିଯୋଗରେ ଗିରଫ କଲା ପୋଲିସ। ଅଭିଯୁକ୍ତମାନଙ୍କ ପାଖରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ।
ଅଭିଯୁକ୍ତମାନଙ୍କ ପାଖରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାରେ ଅପରାଧ ସଂଖ୍ୟା ବଢ଼ି ଚାଲିଥିବା ଯୋଗୁଁ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଜିଲ୍ଲାର ବନହରପାଲି ସ୍ଥିତ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ପ୍ରକଳ୍ପରୁ ଚୋରି ଅଭିଯୋଗରେ…
ସୋଆ ପକ୍ଷରୁ ଜିଆଇଏସ୍, ରିମୋଟ ସେନ୍ସିଂ ଓ ଆପ୍ଲିକେସନ୍ସ ସମ୍ବନ୍ଧରେ ଫ୍ୟାକଲ୍ଟି ଡେଭଲପ୍ମେଂଟ ପ୍ରୋଗ୍ରାମ
ଭୁବନେଶ୍ୱର : କୋଭିଡ-୧୯ ମହାମାରୀ ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସଟି)ରେ ୫ ଦିନିଆ ଏଆଇସିଟିଇ ଟ୍ରେନିଂ ଓ ଲର୍ନିଂ (ଅଟଳ) ଫ୍ୟାକଲ୍ଟି ଡେଭଲପ୍ମେଂଟ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ବିଷୟ ବସ୍ତୁ ଥିଲା “ଜିଓଗ୍ରାଫିକାଲ୍ ଇନ୍ଫର୍ମେସନ୍…
ବ୍ଲକ ରେ ଉନ୍ନୟନ କାର୍ଯ୍ୟ କୁ ଆର.ଡ଼ି.ସି ଙ୍କ ପ୍ରଶଂସା
ଝାରବନ୍ଧ-ମନୋହର ଦାଶ-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ରେ ମହାତ୍ମା ଗାନ୍ଧୀ ଜାତୀୟ ନିଯୁକ୍ତି ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଗୁଡିକି ଆର.ଡ଼ି.ସି ନିରଞ୍ଜନ ସାହୁ ପରିଦର୍ଶନ କରି ଫେରିଛନ୍ତି।ଏହି ସବୁ ପ୍ରକଳ୍ପ କାମ କୁ ଦେଖି ଆର.ଡ଼ି.ସି ଶ୍ରୀ ସାହୁ…
SCBକୁ ସଂଯୋଗ କରୁଥିବା ତାଳଦଣ୍ଡାର ଦୁଇ ପାର୍ଶ୍ବରେ ତିନି ଥାକିଆ ରାସ୍ତା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟିତ
ତାଳଦଣ୍ଡା କେନାଲ ରାସ୍ତାକୁ ଆହୁରି ଆଗକୁ ସଂପ୍ରସାରିତ କରାଯିବ ମୁଖ୍ୟମନ୍ତ୍ରୀ
କଟକ (ଶାସକ ପ୍ରଶାସକ)କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ ସ୍ବରୂପ ଆଜି ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ…
ମେଲଛାମୁଣ୍ଡାରେ ଗଠନ ହେଲା ଲାୟନ୍ସ କ୍ଳବ
ମେଲଛାମୁଣ୍ଡା,(ମନୋଜ ଭୋଇ)ମେଲଛାମୁଣ୍ଡା ମହାବିଦ୍ୟାଳୟ ପରସରରେ ଶୁକ୍ରବାର ରାତ୍ରରେ ମେଲଛାମୁଣ୍ଡା ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଏକ ଲାୟନ୍ସ କ୍ଳବ ଗଠିତ ହୋଇଯାଇଛି । ଏହି ଅବସରରେରେ ସାମାଜିକ ଦୂରତା ରକ୍ଷାକରି ଡା.ଦିଲିପ କୁମାର ଭୋଇଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ବୈଠକରେ ପଦ୍ମପୁର ଲାୟନ୍ସ…