Sign in
Sign in
Recover your password.
A password will be e-mailed to you.
ପାଇକମାଲ ଓ ଝାରବନ୍ଧ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର
ଲୋକଙ୍କ ସହ ମିଶିଲେ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା
ବରଗଡ:- ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ କମିଶନର ଶ୍ରୀ ନିରଞ୍ଜନ ସାହୁ ଆଜି ପାଇକମାଲ ଓ ଝାରବନ୍ଧ ଗସ୍ତରେ ଆସିଥିଲେ । ସର୍ବପ୍ରଥମେ ଶ୍ରୀ ସାହୁ ନୃସିଂହନାଥ ମନ୍ଦିର ପହଂଚି ଥିଲେ । କୋବିଡ଼ କଟକଣା କାରଣରୁ ମନ୍ଦିର…
ଏ ବୟସରୁ ଏମିତି, ଆଗକୁ କଣ ହବ !!!!
୨୦ ହଜାର ଟଙ୍କା ଲାଞ୍ଚ ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ
ନୂଆପଡା(ଅମିତ ପୁରୋହିତ): ଖରିଆର ରୋଡ ସ୍ଥିତ ଜାତୀୟ ରାଜପଥ ୩୫୩ ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସୂଚନାନୁସାରେ…
କରୋନା ମହାମାରୀ କୁ ଦୃଷ୍ଟିରେ ରଖି ଅନଲାଇନ ପରୀକ୍ଷା ଦାବି କଲେ ଗୁରୁ ଛାତ୍ରଛାତ୍ରୀ।
କଲାହାଣ୍ଡି ଧର୍ମଗଡ ସୁଶାନ୍ତ ରାଉତ : ମାଧ୍ୟମିକ ଶିକ୍ଷା ଦ୍ୱାରା ପରିଚାଳିତ ( ଡି ଏଲ୍ ଇଡି) ସିଟି ପରୀକ୍ଷା ଅଫଲାଇନ ଦ୍ୱାରା ହେବ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି ବୋର୍ଡ କର୍ତ୍ତୃପକ୍ଷ । ଏହି ଭଳି କରୋନା ମହାମାରୀ ସମୟରେ କିଭଳି ଯାଇ ପରୀକ୍ଷା ଦେବେ ସେହି ଭୟରେ ଆଜି କଳାହାଣ୍ଡି…
ହାରୁଛି ଭୁତାଣୁ, ଜିତୁଛନ୍ତି ବରିଷ୍ଠ ନାଗରିକ
ପୁଣି କରୋନା ପରାସ୍ତ: ୮୬ ବର୍ଷିୟ। ମହିଳା ସମ୍ କୋଭିଡ ହସ୍ପିଟାଲ୍ରୁ ସୁସ୍ଥ
ଭୁବନେଶ୍ୱର, ଅକ୍ଟୋବର ୯ : ଜଣେ ୮୬ ବର୍ଷିୟା ମହିଳା କରୋନା ସଂକ୍ରମଣରୁ ସୁସ୍ଥ ହୋଇ ପୁଣି ଥରେ ଭୟର ବାତାବରଣ ଭିତରେ ଆଶ। ସଂଚାର କରିଛନ୍ତି । ସମ୍ କୋଭିଡ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି…
ଆର୍ସେଲର ମିତଲ ଓ ନିପନ ଷ୍ଟିଲର ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ
ପାରାଦୀପ ପେଲେଟ୍ ପ୍ଲାଣ୍ଟର କ୍ଷମତା ବୃଦ୍ଧି ଓ କଳିଙ୍ଗନଗର ଷ୍ଟିଲ୍ ହବରେ ପୁଞ୍ଜିନିବେଶ ପାଇଁ ଏ୍ଏମ୍ଏନ୍ଏସକୁ ଆହ୍ୱାନ କଲେ ଧର୍ମେନ୍ଦ୍ର ପ୍ରଧାନ
• କଳିଙ୍ଗନଗରରେ ସ୍ଥାପନ ହେବାକୁ ଥିବା ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ୍ ପ୍ରତିଷ୍ଠାନର ସହଯୋଗୀ ହେବାକୁ ଆହ୍ୱାନ
• ରାଜ୍ୟର ଶିଳ୍ପାୟନର…
ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଜନ୍ ନାୟକଙ୍କ ଦେହାନ୍ତ
ଭୁବନେଶ୍ୱର (ଶାସକ ପ୍ରଶାସକ): ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଜନ୍ ନାୟକଙ୍କ ଦେହାନ୍ତ ହୋଇଛି। ପୋଲିସ ଡିଜି ପଦରୁ ୨୦୦୨ ରେ ଅବସର ନେଇଥିବା ୧୯୬୫ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଗତକାଲି ରାତିରେ କରୋନା କାରଣରୁ ପ୍ରାଣ କରାଇଥିବା ଓଡିଶା ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କ ଟୁଇଟରୁ …
ତିର୍ତ୍ତୋଲ ଓ ବାଲେଶ୍ୱର ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ | ତିନି ପ୍ରମୁଖ ରାଜନୈତିକ ଦଳରେ ତତ୍ପରତା
ଭୁବନେଶ୍ୱର (ଶାସକ ପ୍ରଶାସକ ) ତିର୍ତ୍ତୋଲ ଓ ବାଲେଶ୍ୱର ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ | ତିନି ପ୍ରମୁଖ ରାଜନୈତିକ ଦଳରେ ଦେଖା ଦେଇଛି ତତ୍ପରତା | ନଭେମ୍ବର ୩ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି | ଆସନ୍ତା…
ଜନ ଆନ୍ଦୋଳନ ଆରଂଭ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ/ ଶାସକ ପ୍ରଶାସକ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଏକ ଜନ ଆନ୍ଦୋଳନର ଶୁଭାରମ୍ଭ କରିବା ସହ କରୋନା ବିରୋଧୀ ଲଢେଇରେ ସମସ୍ତଙ୍କୁ ଏକାଠି ହେବାକୁ ନିବେଦନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ମାଧ୍ୟମରେ କରୋନା ବିରୋଧୀ ଲଢେଇରେ ସମସ୍ତେ ଏକଜୁଟ ହେବାକୁ ନିବେଦନ…
ତପ୍ତପାଣି ପାନ୍ଥନିବାସ ଠାରେ “ଓଡିଶା ମୋ ପରିବାର” ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଅଧ୍ୟକ୍ଷତା ତପ୍ତପାଣି ସ୍ଥିତ ପାନ୍ଥ ନିବାସ ଠାରେ ମୋହନା ବ୍ଳକ ର ବିଜେଡି କର୍ମକର୍ତ୍ତା ମାନଙ୍କୁ ନେଇ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ…
ଦିବ୍ୟାଙ୍ଗ ସ୍କୁଲରେ ବିଶ୍ଵ ମସ୍ତିଷ୍କ ପକ୍ଷଘାତ ଦିବସ ପାଳିତ
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ବୁରୋମାଲ ବୁଡାପଡା ସ୍ଥିତ ଝାଡେଶ୍ୱରୀ ସ୍ଵତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟରେ ବିଶ୍ଵ ମସ୍ତିଷ୍କ ପକ୍ଷଘାତ ଦିବସ ପାଳନ କରାଯାଇଛି।ଏହି ଅବସରରେ ମସ୍ତିଷ୍କ ପକ୍ଷଘାତ ଶିଶୁମାନଙ୍କ ସ୍ଵତନ୍ତ୍ର ଶିକ୍ଷା,ଭୌତିକ ଚିକିତ୍ସା, ବାକ ଚିକିତ୍ସା,ବୃତ୍ତିଗତ…