ନିର୍ମାଣ ଶ୍ରମିକ ଙ୍କ ସମସ୍ୟା ସମାଧାନ ଦାବିରେ ଜିଲ୍ଲାପାଳ ଓ ଯୁଗ୍ମ ଶ୍ରମ କମିଶନର ଙ୍କୁ ଦାବିପତ୍ର ପ୍ରଦାନ। 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ ସମିତି ପକ୍ଷରୁ ଜିଲ୍ଲା ର ନିର୍ମାଣ ଶ୍ରମିକ ଙ୍କ ସମସ୍ୟା ସମାଧାନ ସକାଶେ ଆଜି ଜିଲ୍ଲାପାଳ ଓ ଯୁଗ୍ମ ଶ୍ରମ କମିଶନର ଙ୍କୁ ଦାବିପତ୍ର ଦେବା ସହିତ ରାଜ୍ୟ ସରକାର ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ…

ଆମର ସମ୍ବଲପୁର ସାମାଜିକ ସଂଗଠନ ପକ୍ଷରୁ କୋଭିଡ ରୋଗୀଙ୍କ ପରିଜନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି। 

  ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ସାମାଜିକ ସଂଗଠନ “ଆମର ସମ୍ବଲପୁର’ ପକ୍ଷରୁ ଏଠାରେ ଚିକିତ୍ସିତ କୋଭିଡ ରୋଗୀଙ୍କ ପରିଜନଙ୍କ ପାଇଁ ଅତ୍ୟାବଶ୍ୟକ ସୁବିଧା ସେବା ଯୋଗାଇ ଦେବା ପାଇଁ ଦାବି କରାଯାଇଛି । ସଂଗଠନର କିଛି ସକ୍ରିୟ କର୍ମକର୍ତ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ…

ଅନଲାଇନ ପ୍ରତିଯୋଗିତାରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଲେ ଆୟନ୍ସ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି ୫ ବର୍ଷର ବାଳକ ଆୟନ୍ସ ସକୁନିଆ। ଏକ ହଜାର ହିନ୍ଦୀ ଶବ୍ଦକୁ ନିର୍ଭୁଲ ଭାବରେ ପଢ଼ି ସେ ସଂସ୍ଥା ପକ୍ଷରୁ ପ୍ରଶଂସା ପତ୍ର ପାଇବାରେ ଯୋଗ୍ୟ ବିବେଚିତ ହୋଇଛନ୍ତି। ଝାରସୁଗୁଡ଼ାର…

ଯୁଦ୍ଧରେ  ହାରିଗଲେ କରୋନା ଯୋଦ୍ଧା

ବାରିପଦା:(ଦିଲ୍ଲୀପ ମହାନ୍ତି )- ଡାକ୍ତର କୁନାଲ ପାତ୍ର । ଘର ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଅନ୍ତର୍ଗତ ବୁଢ଼ାମରା ଅଞ୍ଚଳରେ । କରୋନା ଯୁଦ୍ଧା ଭାବେ ସଂଗ୍ରାମ ଚଳାଇଥିବା ବେଳେ ଶେଷରେ ନିଜେ କୋଭିଡ଼-୧୯ ସଂକ୍ରମଣର ଶିକାର ପାଲଟି ଗଲେ ଡାକ୍ତର କୁନାଲ ପାତ୍ର । ତାଙ୍କ ମୃତ୍ୟୁ ଖବର  ସ୍ଥାନୀୟ…

ପୂରଣ ହେଲା ପୁରୁଣା ସ୍ବପ: କୁଳିଆରୀ ଜୋର ଉପରେ ଲୋକାର୍ପିତ ହେଲା ନବନିର୍ମିତ ସେତୁ

ବରଗଡ :- ପୂରଣ ହୋଇଛି ଅନେକ ଦିନର ସ୍ବପ । ଲୋକଙ୍କର ଆବଶ୍ୟକତା କୁ ସମ୍ମାନ ଜଣାଇଛନ୍ତି ରାଜ୍ୟ ସରକାର ।ଆଜି ଉଦ୍ଘାଟିତ ହୋଇଛି କୁଳିଆରୀ ଜୋର ଉପରେ ବହୁ ପ୍ରତୀକ୍ଷିତ ନବନିର୍ମିତ ସେତୁ । ବରଗଡ ଜିଲ୍ଲା ଭଟଲି ବ୍ଲକର ହଲଦୀପାଲି ଦେଉଳତୁଣ୍ଡା ରାସ୍ତାର କୁଳିଆରୀ ଜୋର ଉପରେ ସାଢ଼େ ୬ କୋଟି ଟଙ୍କା…

ଚମ୍ପୁଆରେ ସାମ୍ବାଦିକ ଗିରଫ ଘଟଣା : ବଡ଼ବିଲ ପ୍ରେସ କ୍ଲବର ଦୃଢ଼ ନିନ୍ଦା

ବଡ଼ବିଲ (ଶାସକ ପ୍ରଶାସକ) ଚମ୍ପୁଆରେ  କାର୍ଯ୍ୟରତ ସାମ୍ବାଦିକ ରଞ୍ଜନ ପ୍ରଧାନଙ୍କ ବିରୁଦ୍ଧରେ ଚମ୍ପୁଆ ବି.ଡି.ଓ.ଙ୍କ ପକ୍ଷରୁ ମାମଲା ପରେ ସାମ୍ବାଦିକଙ୍କୁ କୋର୍ଟ ପଠାଇ ଦିଆଯାଇଥିବା ଘଟଣା ଏବେ ଚମ୍ପୁଆ ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଘଟଣାରୁ ପ୍ରକାଶ ଯେ ଗତ ବୁଧବାର ଦିନ…

ଦୟାନିଧି ମିଶ୍ର ସାହିତ୍ୟ ସମ୍ମାନରେ ସାହିତ୍ୟିକ ତଥା ଶିକ୍ଷକ ସମ୍ମାନୀତ

ପଦ୍ମପୁର  : ବରଗଡ଼ ଜିଲ୍ଲା ତୁଲଣ୍ଡିଠାରେ ଅବସ୍ଥିତ ଗୋପବନ୍ଧୁ ସାହିତ୍ୟ ସଂସଦ ଦ୍ବାରା ଗୋପବନ୍ଧୁ ଜୟନ୍ତୀ ଅବସରରେ ଆୟୋଜିତ ଦର୍ପଣ ମହୋତ୍ସବରେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରାଙ୍କୁ ସାହିତ୍ୟ ସାଧନା ପାଇଁ "ଦୟାନିଧି ମିଶ୍ର…

ବୁଢାରଜା କୄଷକ ବିକାଶ ମଞ୍ଚ ପକ୍ଷରୁ କୄଷି ଆଇନକୁ ବିରୋଧ, ଆନ୍ଦୋଳନ ପାଇଁ ଚେତାବନୀ ।

ପଦ୍ମପୁର-କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ କୃଷକ ବିରୋଧି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନତ୍ମକ ପଦକ୍ଷେପ ନେବା ପାଇଁ ମେଲି ହେଉଛନ୍ତି  । ସାରା ଭାରତରେ ଅଧ୍ୟାଦେଶ ବିରୋଧରେ ଚାଷୀ ସଂଗଠନ ମାନେ ଆନ୍ଦୋଳନ ପାଇଁ ମୁଣ୍ଡ ଟେକୁଛନ୍ତି । ପଦ୍ମପୁର ଉପଖଣ୍ଡରେ ଗାଇସିଲାଟ ବ୍ଲକ ବଢାରଜା କୄଷକ…

ଶିକ୍ଷକ ଗୋପାଳ ସାହୁ ଙ୍କ ବିୟୋଗରେ ମିଳିତ ଶିକ୍ଷକ ସଂଘ ତରଫରୁ ଶୋକସଭା।

ପଦ୍ମପୁର-ପଦ୍ମପୁର ବ୍ଲକ ମିଳିତ ଶିକ୍ଷକ ସଂଘ ତରଫରୁ ମିଳିତ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ସଦାନନ୍ଦ ପୁରୋହିତ ଙ୍କ ନେତୄତ୍ବରେ ସ୍ଵର୍ଗତ ଶିକ୍ଷକ ଗୋପାଳ ସାହୁଙ୍କ ଦୁର୍ଘଟଣା ଜନିତ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ବୁଡେନ ପଞ୍ଚାୟତ ସିଲେଟପାଲି ଗାଁର ମୂଲ ନିବାସୀ ସ୍ବର୍ଗତ…

ପଦ୍ମପୁର କେନ୍ଦୁପତ୍ର ଡିଏଫଓଙ୍କୁ କେନ୍ଦୁପତ୍ର ତୋଲାଲିଙ୍କ ପାଞ୍ଚ ଦଫା ଦାବୀପତ୍ର

ପଦ୍ମପୁର- ସରକାର କେନ୍ଦୁପତ୍ର ତୋଲାଲି ମାନଙ୍କ ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦେଉଛନ୍ତି । ତୋଲାଲିଙ୍କୁ ସ୍ବାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ ତଥା ପରିବାର ଲୋକଙ୍କୁ ମଧ୍ୟ ଅନ୍ୟାନ୍ୟ ସହାୟତା ପ୍ରଦାନ କରୁଛନ୍ତି । ହେଲେ ସରକାରଙ୍କ ନିୟମ ଅନୁସାରେ କୋଡ଼ିଏ ଚଟା ପତ୍ର ତୋଲିଲେ ଯାଏଁ ଜଣେ ତୋଲାଲି…