Sign in
Sign in
Recover your password.
A password will be e-mailed to you.
ଖୋର୍ଦ୍ଧା ଜିଲ୍ଲା ଶାକ୍ୟଦ୍ବୀପି ଦୈଵଜ୍ଞ ବ୍ରାହ୍ମଣ ସଂଘର ପ୍ରଥମ ବୈଠକ
ଖୋର୍ଦ୍ଧା,(ଶାସକ ପ୍ରଶାସକ) :- ଗଡ଼ ଖୋର୍ଦ୍ଧା ଠାରେ ଥିବା ପ୍ରଭୁ କୁଞ୍ଜବିହାରୀ ରାଧାକୃଷ୍ଣ ମନ୍ଦିର ପରିସରରେ ଖୋର୍ଦ୍ଧା ଜିଲ୍ଲା ଶାକ୍ୟଦ୍ବୀପି ଦୈଵଜ୍ଞ ବ୍ରାହ୍ମଣ ସଂଘର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା।
ଉକ୍ତ ବୈଠକରେ ନିରଞ୍ଜନ ଆଚାର୍ଯ୍ୟ ସଭାପତିତ୍ୱ କରିଥିବାବେଳେ ଜିଲ୍ଲାର ଅଭିଜ୍ଞ…
ସିଡିଏସ ମହିଳା ଟପ୍ପର ଅଦିତିଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) : କମ୍ବାଇନଡ଼ ଡିଫେନ୍ସ ସର୍ଭିସେସ (ସିଡିଏସ)-ମହିଳା ପରୀକ୍ଷାରେ ଟପ୍ପର ହୋଇଥିବା ଓଡ଼ିଶାର ଅଦିତି ପରିଡାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ତାଙ୍କର ଏ ସଫଳତା ପାଇଁ ଓଡିଶା ଗର୍ବିତ ଅନୁଭବ କରିବା ସହ ଅନ୍ୟମାନଙ୍କ ପାଇଁ…
କେବେ ସୁଧୁରିବ ଗରିବଙ୍କ ଅବସ୍ଥା, କେବେ ସୁଧୁରିବ ପ୍ରଶାସନ ?
ଝାରସୁଗୁଡ଼ା :(ସୁଭାଷ ସହାରେ)-ସରକାର ପରେ ସରକାର ବଦଳୁଛନ୍ତି। ବଦଳିଛି ଧନୀ, ଅଧିକାରୀ, ମନ୍ତ୍ରୀ, ନେତାଙ୍କ ଭାଗ୍ୟ। ହେଲେ ଗରିବର ସମସ୍ୟା ଯେଉଁଠି ଥିଲା ସେଇଠି ରହି ଯାଇଛି। ଦୀର୍ଘ ୨୦ ବର୍ଷ ସରକାରରେ ରହିବା ପରେ ଯଦି କିଛି ବଦଳିଛି ତେବେ ସରକାରଙ୍କ କାର୍ଯ୍ୟାଳୟଗୁଡ଼ିକର ଅବୟବ । ଛୋଟ ଛୋଟ…
ବର୍ଷିଆନ ସାମ୍ବାଦିକ ନିର୍ମଳେନ୍ଦୁ ପ୍ରକାଶ ପଟ୍ଟନାୟକଙ୍କ ଦେହାନ୍ତ
ନୟାଗଡ଼ (ବିଶ୍ୱଜିତ ନାୟକ )-ନୟାଗଡ଼ର ବର୍ଷିଆନ ସାମ୍ବାଦିକ ନିର୍ମଳେନ୍ଦୁ ପ୍ରକାଶ ପଟ୍ଟନାୟକ ( ଫୁକୁ ନା) ଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ନୟାଗଡ଼ ପୁରୁଣା ସହର ବାସଭବନ ଠାରେ ଗତକାଲି ତା ୦୮/୧୧/୨୦୨୦ ରିଖ ରାତ୍ରୀ ୧୧ ଘଣ୍ଟା ୩୦ ମିନିଟରେ ହୃଦଘାତରେ ପରଲୋକ ହୋଇଛି । ସେ ଦୀର୍ଘଦିନ ଧରି…
ଫୁଲକୋବିର ଅଭାବୀ ବିକ୍ରୀ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଯହିଁ ଗୋଟିଏ ପଟେ ଦେଶର ନିତ୍ୟ ବ୍ୟବହାର୍ଯ୍ୟ ପନିପରିବା ଓ ଖାଦ୍ୟ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି, ତହିଁ ଅନ୍ୟ ପକ୍ଷରେ ଚାଷୀମାନଙ୍କୁ ମିଳୁ ନାହିଁ ଦାମ। ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକର ବିଭିନ୍ନ ସ୍ଥାନରେ ଚାଷୀ ଫୁଲକୋବି ଚାଷ ଏଥର ଅନେକ…
ବଦଳିଲା ଜାହାଜ ଚଳାଚଳ ମନ୍ତ୍ରଣାଳୟ ନାମ, ହେଲା ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ
ହାଜିରାଠାରେ ରୋ-ପାକ୍ସ ଟର୍ମିନାଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ହାଜିରା ଓ ଗୁଜରାଟର ଘୋଘା ମଧ୍ୟରେ ରୋ-ପାକ୍ସ ଫେରି ସେବାର କଲେ ଶୁଭାରମ୍ଭ
ବିଗତ ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟ ତା’ର ସାମୁଦ୍ରିକ ବାଣିଜ୍ୟ ସାମର୍ଥ୍ୟ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିଛି: ପ୍ରଧାନମନ୍ତ୍ରୀ…
ବରଗଡ ୧୦୦ଟି ପରିବାର କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ଦାନିଏଲ୍ ଟ୍ରଷ୍ଟର ସହାୟତା ରେ ବରଗଡ ସିମେଣ୍ଟ ନଗର ସ୍ଥିତ ପିପିଲି ପାଲି ଠାରେ ଅନୁଷ୍ଠାନ ପକ୍ଷରୁ ୧୦୦ଟି ପରିବାର କୁ ଗୋଟିଏ ମାସର ରାସନ୍ ସାମଗ୍ରୀ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମ…
ପୁଅ ସହିତ ମହିଳାଙ୍କୁ ୟୁପିରେ ବନ୍ଧକ, ଉଦ୍ଦାର ପାଇଁ ଏସପି ଙ୍କୁ ଗୁହାରି କଲେ ସ୍ୱାମୀ
ରମାକାନ୍ତ ବିଶ୍ବାଳ / ସମ୍ବଲପୁର- ଚାକିରୀ ର ପ୍ରଲୋଭନ ଦେଖାଇ ସମ୍ବଲପୁର pwd କଲୋନୀ ର ଜଣେ ୩୦ ବର୍ଷଆ ମହିଳା ଓ ତାଙ୍କ ୧୦ ବର୍ଷ ର ପୁତ୍ରଙ୍କୁ ୟୁପି ର ମୁରାଦାବାଦରେ ଜଣେ ବ୍ୟକ୍ତି ଯୋରଜବରଦସ୍ତ ବନ୍ଧକ ରଖିଥିବାର ମହିଳା ଙ୍କ ସ୍ୱାମୀ ସମ୍ବଲପୁର ଧନୁପାଲି ଥାନାରେ ଏତଳା ଦେଇଛନ୍ତି ।…
ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଦିନିକିଆ ଗଜପତି ଗସ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି ଆପାଙ୍ଗ ଆଓ ଦିନିକିଆ ଗଜପତି ଗସ୍ତରେ ଆସି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପଦକ୍ଷଣ କକ୍ଷରେ ପହଞ୍ଚିଥିଲେ। ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଗୁଡିକୁ ସମୀକ୍ଷା…