ପ୍ରଦ୍ୟୁମ୍ନ ବଳ ଥିଲେ ମୂଲ୍ୟବୋଧଯୁକ୍ତ ସାଲିସବିହୀନ ବ୍ୟକ୍ତିତ୍ୱ : ମୁଖ୍ୟମନ୍ତ୍ରୀ 

ପ୍ରଦ୍ୟୁମ୍ନ ବଳଙ୍କ ୮୮ତମ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ଭୁବନେଶ୍ୱର (ଶାସକ ପ୍ରଶାସକ) : ଜଣେ ଛାତ୍ର ନେତା ଭାବରେ ଜୀବନ ଆରମ୍ଭ କରି ପ୍ରଦ୍ୟୁମ୍ନ ବାବୁ ରାଜନୀତି, ସମାଜସେବା ଓ ସାମ୍ବାଦିକତାରେ ତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି। ତାଙ୍କ ଜୀବନରେ ସେ…

ବିକାଶ ନିଖୋଜ, ବେଖବର ପ୍ରଶାସନ : ମୌଳିକ ସୁବିଧା ୫ ଗ୍ରାମବାସୀଙ୍କ ପାଇଁ ସାତ ସପନ

ମାଲକାନଗିରି/ ବି ଶ୍ରୀନିବାସ ପାତ୍ର ::  ଜିଲ୍ଲାର ଖାଇରପୁଟ ବ୍ଲକ ପାର୍କନମାଲା ପଞ୍ଚୟତ ଅନ୍ତର୍ଗତ ପୂଜାରୀଗୁଡା ଗାଁ ରେ ଅପହଞ୍ଚ ହୋଇ ରହିଛି ସରକାରୀ ଯୋଜନା । ଘଞ୍ଚ ଜଙ୍ଗଲ ଓ ପହାଡ କୁ ଲାଗି ରହିଥିବା ଏହି ଗଣପତି ଗୁଡା ଗାଁରେ ପ୍ରାୟ ୧୫ ରୁ ଉର୍ଦ୍ଧ ଆଦିବାସୀ ପରିବାର ର  ପ୍ରାୟ ଶହେ ରୁ…

ଦେଶରେ ଭୁଷୁଡ଼ି ପଡ଼ିଥିବା ଅର୍ଥନୀତି ପାଇଁ ବିମୁଦ୍ରାୟନ ଦାୟି: ନିରଞ୍ଜନ

ଭୁବନେଶ୍ୱର (ଶାସକ ପ୍ରଶାସକ)- ଆଜି ଏକ ପ୍ରେସବାର୍ତା ମାଧ୍ୟମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଦେଶରେ ସାମ୍ପ୍ରତିକ ଅର୍ଥନୈତିକ ଦୁଃସ୍ଥିତି ପାଇଁ ଠିକ୍‌୍ ଚାରିବର୍ଷ ତଳେ ନଭେମ୍ବର-୮, ୨୦୧୬ ମସିହା ରାତି-୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା…

 ଦେଶର ଅର୍ଥବ୍ୟବସ୍ଥାକୁ ସଂପୂର୍ଣ୍ଣରୂପେ ଧୂଳିସାତ କରିଦେଇଛି ବିମୁଦ୍ରାୟନ : ନରସିଂହ 

ବିମୁଦ୍ରାୟନକୁ ଚାରିବର୍ଷ ପୁର୍ତ୍ତିକୁ ବିଶ୍ୱାସଘାତ ଦିବସରୂପେ ପାଳନ କଲା କଂଗ୍ରେସ ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜିକୁ ଠିକ ଚାରିବର୍ଷ  ତଳେ ନଭେମ୍ବର-୮, ୨୦୧୬ ମସିହା ରାତି-୮ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତାଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିମୁଦ୍ରାୟନ ଘୋଷଣା…

ମାଁ ଦୁର୍ଗା ୟୁଥ କ୍ଲବ ପକ୍ଷରୁ ରକ୍ତଦାନ ଶିବିର.

ଆଠମଲ୍ଲିକ/ସନ୍ତୋଷ ମେହେର:  ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଲୁହାସିଙ୍ଗା ଗ୍ରାମରେ ମାଁ ଦୁର୍ଗା ୟୁଥ କ୍ଲବ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଥିଲା I ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଅତିଥି ଭାବରେ ଲୁହସିଙ୍ଗା ପଂଚାୟତ ସରପଞ୍ଚ ନୀଳାଦ୍ରୀ ପ୍ରଧାନ ସମିତିସଭ୍ୟ ପ୍ରଦୀପ…

ଡିଜି ଦେଲେ ଅଭୟ ବାଣୀ :ହଟିବ ଲାଲବାହିନୀ ଭୟ

http://www.youtube.com/watch?v=F4WXG6jtsm8  ସ୍ବାଭିମାନ ଅଞ୍ଚଳ ପାଇଁ ପ୍ରସ୍ତୁତ ହେଉଛି  ରଣନୀତି । ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଲାଲଗଡରେ ଡିଜିପି ଅଭୟ |  ମାଲକାନଗିରିର ଲାଲଗଡ ଭାବେ ପରିଚିତ ସ୍ବାଭିମାନ ଅଞ୍ଚଳର ଗୋରାସେତୁ ଠାରେ ନିକଟରେ ସ୍ଥାପିତ  ବିଏସଏଫ…

  ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୫ଜାଗାରେ ଚଢ଼ାଉ :  ୧୫୦୦ ଲିଟର ମଦ ଜବତ । 

ମାଲକାନଗିରି /ବି.ଶ୍ରୀନିବାସ ପାତ୍ର:ଅବକାରୀ ଅଧିକ୍ଷକ ଶ୍ରୀ ଅଶୋକ କୁମାର ସେଠ୍ ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଅବକାରୀ ନିରୀକ୍ଷକ ଶ୍ରୀ ଗଙ୍ଗା ପାଇକ ରାୟ ବାଲିମେଳା ଅବକାରୀ ବିଭାଗର  ଭାରପ୍ରାପ୍ତ ଅବକାରୀ ଅଧିକାରୀ ସୋମେଣ୍ଡୁ ଶେଖର ତ୍ରିପାଠୀ, ଙ୍କ  ନେତୃତ୍ୱ ରେ ଆଜି ମାଥିଲି…

ଏସସି ଏସଟି ଛାତ୍ରଛାତ୍ରୀଙ୍କ  ମାଟ୍ରିକ ପରବର୍ତ୍ତୀ ସ୍କଲାରସିପରେ କୌଣସି ପରିବର୍ତ୍ତନ ହେବ ନାହିଁ : ମୁଖ୍ୟମନ୍ତ୍ରୀ।

ଏସସି ଏସଟି ବିକାଶ ବିଭାଗର ପ୍ରକାଶିତ ରୀଜଲ୍ୟୁସନ ସ୍ଥଗିତ ରଖି ମୁଖ୍ୟମନ୍ତ୍ରୀ ତଲବ କଲେ ଫାଇଲ  ଭୁବନେଶ୍ୱର (ଶାସକ ପ୍ରଶାସକ) : ଏସସି ଏସଟି ଛାତ୍ରଛାତ୍ରୀଙ୍କ  ମାଟ୍ରିକ ପରବର୍ତ୍ତୀ ସ୍କଲାରସିପରେ କୌଣସି ପରିବର୍ତ୍ତନ ହେବ ନାହିଁ  ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନଵୀନ ପଟ୍ଟନାୟକ କହିଛନ୍ତି |…

ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଆଗାମୀ ବର୍ଷର ପଦୋନ୍ନତି ପ୍ରକ୍ରିୟା ଶେଷ କର : ମୁଖ୍ୟ ଶାସନ ସଚିବ

ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ କର୍ମଚାରୀ ମହଲରେ ଖୁସି ସଂଚାର    ଭୁବନେଶ୍ୱର( ଶାସକ ପ୍ରଶାସକ) : ରାଜ୍ୟ ସରକାରୀ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ବାରମ୍ବାର ହେଉଥିବା ଅହେତୁକ ବିଲମ୍ବକୁ ଦୃଷ୍ଟିରେ ରଖି, ଆଗାମୀ ବର୍ଷ ୨୦୨୧ର  ବିଭିନ୍ନ ପଦୋନ୍ନତି ପାଇଁ ସମସ୍ତ ପ୍ରକ୍ରିୟା ଚଳିତ…

କରୋନାରେ ମୃତ ଯୁବ ସାମ୍ବାଦିକ ପ୍ରବୀରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କରୋନା ଯୁଦ୍ଧା ଭାବେ ମରଣୋତ୍ତର ସମ୍ମାନ ଓ  ପରିବାରକୁ  ୫୦ ଲକ୍ଷ ଟଙ୍କା ପ୍ରଦାନ ନିମନ୍ତେ ଦାବି ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନାରେ ଆକ୍ରାନ୍ତ ହୋଇ ମୃତୁ୍ୟ ବରଣ କରିଥିବା କରୋନା ଯୁଦ୍ଧା ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନଙ୍କୁ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକମାନଙ୍କ ପକ୍ଷରୁ…