ଭୁବନେଶ୍ୱର(ଶାସକ ପ୍ରଶାସକ )-ପ୍ରତିବର୍ଷ ପରି ଚଳିତ ବର୍ଷ ଭୁବନେଶ୍ୱର ସ୍ଥାନୀୟ ଜନତା ମୈଦାନ ଠାରେ ୧୫ ତମ ଜାତୀୟ ତୋଷାଳି ମେଳା ଆସନ୍ତା ଜାନୁୟାରୀ ୨୧ ତାରିଖରୁ ଆୟୋଜିତ ହେବାକୁ ଯାଉଛି। କୋଭିଡ ପ୍ରଟୋକଲ ଭିତରେ ପାଳିତ ହେବାକୁ ଥିବା ଏହି ଜାତୀୟ ମେଳାରେ ୨୫୦ ଟି ଷ୍ଟଲ ରହିବ । ଏଥି ମଧ୍ୟରୁ ୧୭୦ ଟି ଓଡ଼ିଶାର ହୋଇଥିବା ବେଳେ ଅବଶିଷ୍ଟ ୮୦ ଟି ଅନ୍ୟ ରାଜ୍ୟର ରହିବ ବୋଲି ଜଣାପଡିଛି। ମେଳାକୁ ଆସୁଥିବା ସମସ୍ତ ଦର୍ଶକ ମାସ୍କ ପିନ୍ଧିବା ବାଧ୍ୟମୂଳକ ରହିବ ସହ ସହ ସାମାଜିକ ଦୂରତା ରକ୍ଷା କରିବା ଉପରେ ସତର୍କ ଦୃଷ୍ଟି ରଖାଯିବ। ଏବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ରହିଥିବା ଜଣାପଡିଛି |
Sign in
Sign in
Recover your password.
A password will be e-mailed to you.
Prev Post