Sign in
Sign in
Recover your password.
A password will be e-mailed to you.
ପିଲାମାନଙ୍କ ନୀରସ ମୁହଁରେ ହସ ଆଣିଦେଲେ ଆକାଶ
ଆନନ୍ଦାଶ୍ରମରେ ଅନ୍ତେବାସୀଙ୍କ ପାଇଁ ଖୁସି ଆଣିଦେଲା ‘ତୁମ ପାଇଁ ଆକାଶ ଭାଇ’
ଭୁବନେଶ୍ୱର (ଶାସକ ପ୍ରଶାସକ) : ସ୍କୁଲ କଲେଜ ବନ୍ଦ । କରୋନା ଛଡାଇନେଇଛି ପିଲାଙ୍କ ମୁହଁରୁ ହସ । ବାହାରକୁ ବାହାରିବାର ଅବକାଶ ନାହିଁ । ସଭିଏଁ ଜୀଉଁଛନ୍ତି ଗୃହବନ୍ଦୀର ଜୀବନ । ଏମିତି ଏକ ସଙ୍କଟପୂର୍ଣ୍ଣ ସମୟରେ…
କଟକରେ ଉଦ୍ଘାଟିତ ହେବ ଆୟକର ଆପିଲେଟ ଟ୍ରିବ୍ୟୁନାଲ ବେଞ୍ଚ କାର୍ଯ୍ୟାଳୟ ତଥା ଆବାସିକ ପରିସର
ଭର୍ଚ୍ୟୁଏଲ ମାଧ୍ୟମରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ଯୋଗ ଦେବେ କେନ୍ଦ୍ର ଆଇନ ମନ୍ତ୍ରୀ, ପେଟ୍ରୋଲିୟମ ମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ସମସ୍ତ ବିଚାରପତି
ଭୁବନେଶ୍ୱର(ଶାସକ ପ୍ରଶାସକ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ…
ମାଲବାହୀ ଟ୍ରେନ ଲାଇନଚ୍ୟୁତ
ଜୟପୁର : ଛତିଶଗଡ଼ରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ କୋରାପୁଟ ଏବଂ ଜୟପୁର ଲାଇନ ଚ୍ୟୁତ ହୋଇଥିବା ଜଣାପଡିଛି | ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ | ମାଲବାହୀ ଟ୍ରେନର ୧୦ରୁ ୧୨ ଟି ୱାଗନ୍ ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ କର୍ତ୍ତୃପକ୍ଷ ସେଠାରେ ପହଂଚି…
ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଲେ ସ୍ମୃତି ପଟ୍ଟନାୟକ
ମହିଳା ଓ ନାବାଳିକାଙ୍କୁ ସୁରକ୍ଷା ଯୋଗାଇବା ଦିଗରେ କାର୍ଯ୍ୟ କରିବ ମହିଳାମୋର୍ଚ୍ଚା :ସ୍ମୃତି ପଟ୍ଟନାୟକ
ଭୁବନେଶ୍ବର(ଶାସକ ପ୍ରଶାସକ) : ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଆଜି ରାଜ୍ୟକାର୍ଯ୍ୟାଳୟରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ବିଗତ ଦିନରେ…
ଛଟ୍ ପୁଜା ପାଇଁ କଟକଣା କୋହଳ କରିବା ପାଇଁ ଦାବି
http://www.youtube.com/watch?v=avk2T1koeX4
ସମ୍ବଲପୁର/ରମାକାନ୍ତ ବିଶ୍ବାଳ: - ବର୍ତ୍ତମାନ ସାରାଦେଶରେ ଅନଲକ ୫ କାଯ୍ୟକାରୀ ହେବା ସହ ବିଭିନ୍ନ କ୍ଷେତ୍ରରେ କୋଭିଡକଟକଣା କୁ କୋହଲ କରାଯାଇଛି । ତେବେ ଆଗକୁ ଉତ୍ତର ଭାରତୀୟ ଲୋକଙ୍କ ଗଣପର୍ବ ଛଟ ଆୟୋଜନ ହେବାକୁ ଯାଉଛି । ଛଟ୍ ପୁଜା…
ଝାରସୁଗୁଡ଼ାରେ “ଫାଇଟ୍ ଅଗେନଷ୍ଟ କରପ୍ସନ” ସଂସ୍ଥା ଗଠିତ
ଝାରସୁଗୁଡ଼ା :(ସୁଭାଷ ସହାରେ) ଆଜିଠାରୁ ଯୋଡ଼ି ହୋଇ ଯାଇଛି। ଏହି ନୂତନ ସଂସ୍ଥାର ନାମ "ଫାଇଟ୍ ଅଗେନଷ୍ଟ କରପ୍ସନ" (Fight Against Corruption) ରଖାଯାଇଛି। ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଏହାର ଉଦଘାଟନ ଉତ୍ସବରେ ଯୋଗଦେଇ ସଂସ୍ଥା ପାଇଁ ମାର୍ଗଦର୍ଶନ ଦେଇଥିଲେ। ଏହି ଅବସରରେ ସଂସ୍ଥାର…
“ଉତ୍ତରପ୍ରଦେଶରେ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ହେଉଛି ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ”
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏଡ଼ିଟର୍ସ ଗିଲ୍ଡର ଚିଠି
ସାମ୍ବାଦିକ ସ୍ୱାଧୀନତା ଏବଂ ସାମ୍ବାଦିକଙ୍କ ଅଧିକାର ରକ୍ଷା କରନ୍ତୁ ”
ଗିରଫ ସାମ୍ବାଦିକମାନଙ୍କୁ ମୁକ୍ତ କରାଜୁ ଏବଂ ସେମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରାଯାଉ ”
ନୂଆଦିଲ୍ଲୀ (ଶାସକ ପ୍ରଶାସକ ):…
ଭଲ ଖବର : ନିଜ ଗ୍ରାମର ରାସ୍ତା ନିର୍ମାଣ କରୁଛନ୍ତି ଗ୍ରାମବାସୀ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ କାଂଶଡା ଗ୍ରାମପଞ୍ଚାୟତ ର ନିଲାଥର ଗ୍ରାମର ଲୋକମାନେ ଗୋଟିଏ ରାସ୍ତା ପାଇଁ ପ୍ରଶାସନିକ ଅଧିକାରୀ ଙ୍କର ନିକଟକୁ ଦୌଡ଼ି ଦୌଡ଼ି ଥକି ଗଲେଣି । ଏଠାରେ ସୂଚନାଯୋଗ୍ୟ ଯେ ନିଲାଥର ଗ୍ରାମରୁ ସୋହେଲା ନୂଆପଡା ବିଜୁ ଏକ୍ସପ୍ରେସ ୱେ କୁ ଦୂରତା ମାତ୍ର ଏକ…
ଗତ ରବିବାର ଦିନ ପୂର୍ବତଟ ରେଳପଥ ପଣ୍ୟ ବୋଝେଇ କଲା ୧୦ ହଜାର ୱାଗନ : ଚଳିତ ଆର୍ଥିକ ବର୍ଷର ସର୍ବାଧିକ
ଚଳିତ ଆର୍ଥିକ ବର୍ଷରେ ୧୦୪ ନିୟୁତ ଟନ ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ ଭାରତୀୟ ରେଳବାଇର ପ୍ରଥମ |
ଭୁବନେଶ୍ୱର(ଶାସକ ପ୍ରଶାସକ) : ପୂର୍ବ ତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ତଥା ଏପ୍ରିଲ ମାସ ପହିଲା ଠାରୁ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ପ୍ରାୟ ୧୦୪.୮୮ ନିୟୁତ ଟନ୍ ମାଲ ପରିବହନ…
ଚାଷୀ ଓ ଜଳସମ୍ପଦ ବିଭାଗ ମଧ୍ୟରେ ସମ୍ପର୍କର ସେତୁ ସାଜିଲା ୫-ଟି
ଜଳସଂପଦ ବିଭାଗର ୪ଟି ଅନ୍ଲାଇନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମୋବାଇଲରେ ହେବ ଜଳସେଚନ ସମସ୍ୟା ସମାଧାନ
ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟ ୫-ଟି କାର୍ଯ୍ୟକ୍ରମ ଆଜି ଚାଷୀ ଓ ଜଳସଂପଦ ବିଭାଗକୁ ସିଧାସଳଖ ଯୋଡି ପାରିଛି। । ମୋବାଇଲ ଫୋନର ଫଟୋ ଓ…