ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଅଫିସରେ ଦର୍ଶନ ନାହିଁ, ଦରମା ବନ୍ଦ କଲେ ଜିଲ୍ଲାପାଳ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବା ଅନ୍ୟାନ୍ୟ କର୍ମଚାରୀମାନେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା ଜନସାଧାରଣଙ୍କ ପାଇଁ ଅସନ୍ତୁଷ୍ଟି ସୃଷ୍ଟି କରିଛି। ଡିଆଇପିଆରଓଙ୍କୁ କୌଣସି ପ୍ରକାରର ସୂଚନା ପାଇଁ ସମ୍ପର୍କ କରିବାକୁ ଚେଷ୍ଟା କଲେ ସେ…

ସାଲ୍ୟୁଟ : ଦିବ୍ୟାଙ୍ଗ ଯୁବତୀଙ୍କ ଅଭିନବ ସେବା, ନିଶୁଳ୍କ ପାଠ ପଢ଼ାଉଛନ୍ତି ପିଲାଙ୍କୁ। 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ କୁରେମାଲ ଗ୍ରାମର ଖଡ଼ିଆପଡ଼ାରୁ ଆସିଛି ମାନବତାର ଏକ ବଡ଼ ଉଦାହରଣ। ଏହି ଗ୍ରାମର ଜଣେ ୨୬ ବର୍ଷର ଦିବ୍ୟାଙ୍ଗ ଯୁବତୀ ନୂଆଦେଇ ଖଡ଼ିଆ  ଲକଡାଉନ ଓ ପରବର୍ତ୍ତୀ ସମୟରେ ଯେଉଁ  ଛାତ୍ରଛାତ୍ରୀମାନେ ଅନଲାଇନ ପଢ଼ାରୁ…

ନବୀନଙ୍କ କରିସ୍ମା ଆଗରେ ନିଷ୍ପ୍ରଭ ଅନୁକମ୍ପା : ବାଜିଲା ଶଙ୍ଖ, ମଉଳିଲା ପଦ୍ମ

 ବାଲେଶ୍ୱରରେ କଂଗ୍ରେସ ହରାଇଲା ଅମାନତ, ତିର୍ତ୍ତୋଲରେ ରହିଲା ସମ୍ମାନ  ଭୁବନେଶ୍ୱର: ନବୀନଙ୍କ କରିସ୍ମା ଆଗରେ ଫିକା ପଡିଲା ଅନୁକମ୍ପା | ତିର୍ତ୍ତୋଲରେ ବିଜେଡି ତାହାର ଆସନ ବଜାୟ ରଖିଥିବା ବେଳେ ଅନୁକମ୍ପା ଲହରୀକୁ ପ୍ରତିହତ କରି ବିଜେପି ହାତରୁ ଆସନଟିକୁ ଛାଡ଼ି ଆଣିଛି ବିଜେଡି | ମୁଖ୍ୟ…

ଦୁଇ ବିଜେତାଙ୍କୁ ଶୁଭେଚ୍ଛା ଓ ବାଲେଶ୍ୱର-ତିର୍ତ୍ତୋଲବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ 

ଏହି ବିଜୟ ଆପଣମାନଙ୍କ ଭଲ ପାଇବା ଓ ଅକୁଣ୍ଠ ସମର୍ଥନର ପ୍ରତିଫଳନ : ନବୀନ  ଭୁବନେଶ୍ୱର (ଶାସକ ପ୍ରଶାସକ) : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ବିଜେଡିର ପ୍ରାର୍ଥୀ | ଆଉ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ବାଲେଶ୍ୱର ସଦର ଓ…

ମୟୂରଭଞ୍ଜରେ ମେଲିଛି ଆଇପିଏଲ୍ ବେଟିଂର ମାୟାଜାଲ

ଫାଇନାଲ୍ ପୂର୍ବରୁ ପୁଲିସ ହାତରେ ଦୁଇ ପ୍ରମୁଖ ବୁକି  ମୁଖ୍ୟ କାର୍ପଟଦାରକୁ କେହି ଦେଖିନାହାନ୍ତି, ଅନ୍ଧାରୀ ସୋର୍ସରେ ବାଜିରେ ଲାଗୁଛି ଲକ୍ଷ ଲକ୍ଷ ଟଙ୍କା   ମୋବାଇଲ୍ରେ ଚାଲିଛି ବେଟିଂ ଖେଳ, ଗୁଗୁଲ୍ ଫୋନ୍ ପେ ରେ ହେଉଛି ଟଙ୍କା ନେଣଦେଣ ‘କ୍ରିକେଟ ଲାଇନ ଗୁରୁ’ ଆପ୍ ପାଲଟିଛି ମାଧ୍ୟମ,…

ଏସଟି ଓ ଏସସି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି : ବିଭାଗ ଓ ମୂଖ୍ୟମନ୍ତ୍ରୀଙ୍କ ମଧ୍ୟରେ ତାଳମେଳ ନାହିଁ। 

ବିରୋଧ କଲେ ଆଦିବାସୀ ସମାଜ,  ଅଭିଭାବକ ଦ୍ବନ୍ଦରେ । ଝାରସୁଗୁଡା:(ସୁଭାଷ ସହାରେ) : ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତିକୁ ପ୍ରଥମେ ସଂପୃକ୍ତ ବିଭାଗ ପ୍ରାୟ ୭୦ ଶତକଡ଼ା କମାଇ ଦେଇଥିବା ନେଇ ଉଭୟ ଗୋଷ୍ଠୀ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ମୂଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ…

ସ୍ପଷ୍ଟ ଦିବାଲୋକରେ ଚୋରି, ଧରାପଡ଼ିଲେ ୭ ଜଣ। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାର ବଡ଼ମାଲ ପୋଲିସ ବେଦାନ୍ତ ପ୍ଲାଣ୍ଟ ଅଞ୍ଚଳରୁ ସ୍ପଷ୍ଟ ଦିବାଲୋକରେ ଚୋରି ଅଭିଯୋଗରେ ୭ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୋଲିସ ଅଭିଯୁକ୍ତମାନଙ୍କ ପାଖରୁ ୫ଟି ବ୍ୟାଟେରୀ ଓ ଦୁଇଟି ୱେଲଡିଂ ମେସିନ ଜବତ କରିଥିବା ସୂଚନା ଦେଇଛନ୍ତି।  ବଡ଼ମାଲ…

ପୂର୍ବତଟ ରେଳପଥ ମଧ୍ୟରେ ଏକ ଶହ ସ୍ୱତନ୍ତ୍ର ଟ୍ରେନରେ ଏସ୍କର୍ଟ କରିବେ ଆରପିଏଫ୍ ଏବଂ ଜିଆରପି

ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଟ୍ରେନ୍ ଏସ୍କରଟିଙ୍ଗ ଷ୍ଟାଫ୍ ମାନଙ୍କ ପାଖରେ ଏଫଆଇଆର ଫର୍ମ ଉପଲବ୍ଧ ରହିବ: କୋଚ୍ ନମ୍ବର S-1 ରେ ବର୍ଥ ନମ୍ବର 63 ସୁରକ୍ଷା କର୍ମୀଙ୍କ ପାଇଁ ସ୍ଥିରୀକୃତ ହୋଇଛି | ଟ୍ରେନ୍ ଯାତ୍ରୀମାନେ ବର୍ତ୍ତମାନ ଯାତ୍ରା ସମୟରେ ଯେକୌଣସି ସ୍ଥାନରୁ FIR ଫାଇଲ୍ କରିପାରିବେ |…

୧୦ ବର୍ଷ ତଳେ ହଜିଯାଇଥିବା ଝିଅ ଘରକୁ ଫେରିଲା 

(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ) :- ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ଗ୍ରାମ ପଞ୍ଚାୟତର ଖରସାଳୀ ଗ୍ରାମର ଆଦିବାସୀ ଝିଅ ସବିତା କିଶାନ । ବୟସ ୨୧ ବର୍ଷ । ୧୦ ବର୍ଷ ତଳେ ରେଢାଖୋଲ ହାଟକୁ ଯାଇଥିବା ବେଳେ ଜଣେ ସଂପର୍କୀୟ ବିନୋଦିନୀ ତାଙ୍କୁ ନିଶା…

୪ ଘଣ୍ଟା ମଧ୍ୟରେ ବାରିପଦା ପୋଲିସ ଉଦ୍ଧାର କଲା ଚୋରୀ ବୋଲେରୋ

ବାରିପଦା(ଦିଲ୍ଲୀପ ମହାନ୍ତି):ବାରିପଦା କାଳୀମନ୍ଦିର ସାହିରୁ  ଅପରାହ୍ନ ସମୟରେ ଚୋରୀ ହୋଇଥିବା ଏକ ବୋଲେରୋକୁ ମାତ୍ର କିଛି ଘଣ୍ଟା ମଧ୍ୟରେ ଠାବ କରିଛି ବାରିପଦା ଟାଉନ ଥାନା ପୁଲିସ୍‌। ସ୍ଥାନୀୟ କାଳିମନ୍ଦିର ସାହିରେ ରହୁଥିବା ବାରିପଦା ସଦର ଥାନା ଅନ୍ତର୍ଗତ ସିନ୍ଦୁରଗୌରା ଅଞ୍ଚଳର…