ଓଡ଼ିଶାରେ ଅକ୍ୟୁପେସନାଲ୍ ଥେରାପି ଆଣ୍ଡ ଫିଜିଓଥେରାପି କାଉନ୍ସିଲ୍ ଗଠିତ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଫିଜିଓଥେରାପି ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ଓଡ଼ିଶାରେ ରାଜ୍ୟ ଅକ୍ୟୁପେସନାଲ୍ ଥେରାପି ଆଣ୍ଡ ଫିଜିଓଥେରାପି କାଉନ୍ସିଲ୍ ଗଠିତ ହୋଇଯାଇଛି ।  ଓଡ଼ିଶା ଷ୍ଟେଟ୍ କାଉନ୍ସିଲ୍ ଫର୍ ଅକୁ୍ୟପେସନାଲ୍ ଥେରାପି ଆଣ୍ଡ ଫିଜିଓଥେରାପି ଆକ୍ଟ, ୨୦୧୯ ବଳରେ ଗତ ଜୁନ…

ସରକାରଙ୍କ ଶୁଭଦୃଷ୍ଟି ଅପେକ୍ଷାରେ ଐତିହ୍ୟ ଦଳ ଗଞ୍ଜନ 

ବଲାଙ୍ଗୀର/ ନିରୋଜ ମିଶ୍ର : ରାଜାରାଜୁଡା ଅମଳର ସରକାରୀ ପ୍ରେସ ଏବେ ଐତିହ୍ୟ ପାଲଟିଯାଇଛି । ତାର ସେ ପୁରୁଣା ଦିନ ପାଲଟି ଯାଇଛି ଇତିହାସ | ଆଉ ଏବେ କାହିଁକି କେମିତି ପରିବର୍ତ୍ତନ ସହିତ ତଳ ନଦେଇ ପାରି ଅଲୋଡ଼ା ହେଲା ପରି ପଡି ରହିଛି ସରକାରୀ ଉଦାସୀନତା ଯୋଗୁ | ରହିବ କି ସବୁଦିନ ପାଇଁ…

ଗଞ୍ଜାମ ଜିଲ୍ଲା ବୈଦିକ ବ୍ରାହ୍ମଣ ସମାଜର ପୂର୍ବତନ ସଭାପତିଙ୍କ ଦେହାନ୍ତ ।

ବୁଗୁଡା : ଗଞ୍ଜାମ ଜିଲ୍ଲା ବୈଦିକ ବ୍ରାହ୍ମଣ ସମାଜର ପୂର୍ବତନ ସଭାପତି ଶିବ ପ୍ରସାଦ ଦାଶଙ୍କ ନଭେମ୍ବର ୭ ତାରିଖ ଦିନ ସକାଳ ସାଢ଼େ ସାତଟା ସମୟରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ଶିବ ପ୍ରସାଦ ଦାଶ ଦୀର୍ଘ ଦିନଧରି ଅସୁସ୍ଥ  ଥିବା ବେଳେ ଆଜି ତାଙ୍କର ବୁଗୁଡା ଅରବିନ୍ଦ ନଗର ବାସଭବନରେ ଦେହାନ୍ତ…

ଶ୍ରମଦାନ କରି ରାସ୍ତା କାମ କଲେ ଗ୍ରାମବାସୀ : ରାସ୍ତା ମରାମତିକୁ ବ୍ଲକ ଓ ଆରଡ଼ିର ନାସ୍ତିବାଣୀ

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକର ବିରଞ୍ଚିପୁର - ମାଣିତରା - ଜିରାବାଡ଼ି ପୂର୍ତ୍ତବିଭାଗ ରାସ୍ତା ବଡ ପଥର ଠାରୁ ମାଣିତରା - ଚିଲିଖମା ଗ୍ରାମ ଉନ୍ନୟନ ବିଭାଗ ରାସ୍ତାକୁ ସଂଯୋଗ ହୋଇଥିବା ରାସ୍ତା ଦେଇ ଚିଲିଖମା, ଶଙ୍କୁରୁ, କାନକୁଟୁରୁ ଓ ଘୋଳପୁର ଗ୍ରାମ ଲୋକମାନେ ବୁଗୁଡାକୁ ଯିବା…

ସଖୀ କେନ୍ଦ୍ରର ପ୍ରତିଷ୍ଠା ଦିବସ ପାଳିତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :"ସେହେଡ଼ା" ଅନୁଷ୍ଠାନ ଦ୍ବାରା ପରିଚାଳିତ 'ୱାନ ଷ୍ଟପ ସେଣ୍ଟର' (ସଖୀ) ର ପ୍ରଥମ ପ୍ରତିଷ୍ଠା ଦିବସ  ପାଳିତ ହୋଇଯାଇଛି। କୋଭିଡ-19ର ସମସ୍ତ ନିୟମାବଳୀ ଅନୁଯାୟୀ ପାଳିତ ଏହି ଅବସରରେ ମୂଖ୍ୟ ଅତିଥି ଭାବରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ସମ୍ମାନିତ…

କୋଭିଡ ଯୋଦ୍ଧାଙ୍କୁ ସମ୍ମାନ

ରମାକାନ୍ତ ବିଶ୍ବାଳ / ସମ୍ବଲପୁର-  ମହାମାରୀ କରୋନା ସମୟରେ ନିଜ ଜୀବନ କୁ ବାଜି ଲଗାଇ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟ ସଂପାଦନ କରିଥିବା ସ୍ୱାସ୍ଥ୍ୟ କର୍ମୀ ଙ୍କୁ ସମ୍ବଲପୁର ଠାରେ ସମ୍ମାନୀତ କରାଯାଇଥିଲା । ଲାୟନ୍ସ କ୍ଳବ ଅଫ  ସମ୍ବଲପୁର ସେଣ୍ଟ୍ରାଲ ତରଫରୁ ସହରର ଗୋଲବଜାର ଛକଠାରେ ଥିବା…

ଜାତୀୟ କର୍କଟ ସଚେତନତା ଦିବସ

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ସଚେତନ ରହିଲେ କର୍କଟ(କ୍ୟାନ୍ସର) ଭଳି ଦୁରାସାଧ୍ୟ ରୋଗ ବ୍ଯାଧିରୁ ମୁକ୍ତି ମିଳିବ ଆଜି ଜାତୀୟ କର୍କଟ ସଚେତନତା ଦିବସରେ ନଗରାଞ୍ଚଳ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟ (ୟୁଏମଏଚୟୁ) ପକ୍ଷରୁ ସତର୍କ କରାଯାଇଛି।        ସହରର ନାଗେନଚଉଠି ଅଙ୍ଗନୱାଡି…

ସମ୍ବଲପୁର ଜିଲ୍ଲା କଂଗ୍ରେସ ପରିବର୍ଦ୍ଧିତ କାର୍ଯ୍ୟକାରୀ  କମିଟି ସଭା

ରମାକାନ୍ତ ବିଶ୍ବାଳ /ସମ୍ବଲପୁର: ସମ୍ବଲପୁର ଜିଲ୍ଲା କଂଗ୍ରେସ ମୁଖ୍ୟ କାଯ୍ୟାଲୟ ଠାରେ ଆଜି ଜିଲ୍ଲା କଂଗ୍ରେସ କମିଟିର  ପରିବର୍ଦ୍ଧିତ କାର୍ଯ୍ୟକାରି କମିଟି ସଭା ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଜିଲ୍ଲାକଂଗ୍ରେସ କମିଟିର ସଭାପତି ଅଶ୍ୱିନୀ ଗୁରୁ ଙ୍କ ନେତୃତ୍ଵରେ ହୋଇଥିବା ଏହି  କାଯ୍ୟକାରି…

ଦୀର୍ଘ ବର୍ଷରୁ ଚର୍ମ ରୋଗରେ ଆକ୍ରାନ୍ତ ରିଚେକ୍ ଛୁରା।

ଟିଟିଲାଗଡ , (ଗୌରବ ଦର୍ଜୀ)-ବୟସ ବଢିବା ସାଙ୍ଗକୁ ବଢୁଛି ରୋଗ। ହେଲେ ମନରେ ରହି ଯାଇଛି ଅନେକ ସ୍ବପ୍ନ । ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୟନୀୟ  ଅତିବାହିତ  କରୁଛନ୍ତି ରିଚେକ ଛୁରା ।  ଏ ହେଉଛନ୍ତି ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁଷକେଳା ପଞ୍ଚାୟତ ର ରୁଣ୍ଡିମହୁଲ ଗାଁ ର ରୀଚେକ ଛୁରା। ବୟସ…

ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କଠାରୁ ମାଣ୍ଡିଆ କିଣିବା ପାଇଁ ଡିସେମ୍ବର ୧୨ରୁ ଖୋଲିବ ମଣ୍ଡି, ୭,୫୦୦ କୁଇଣ୍ଟାଲ ମାଣ୍ଡିଆ…

ସୁନ୍ଦରଗଡ଼: ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କଠାରୁ ଟିଡିସିସି ମାଧ୍ୟମରେ ୭ ହଜାର ୫୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୮ଟି ବ୍ଲକରେ ୧୯୦ଟି ମଣ୍ଡି ଦିବସ ମାଧ୍ୟମରେ ଜିଲ୍ଲାର ୫,୮୬୪ ଚାଷୀଙ୍କଠାରୁ ବିଭିନ୍ନ କିସମର ମାଣ୍ଡିଆ କିଣାଯିବ। ଏଫଏକ୍ୟୁ…