ଛାମୁ ଯାହା ଦେଇଛନ୍ତି ହରଷେ : ଜମି ଥାଇ ବି ଦୋଛକିରେ ବସ୍ତିବାସିନ୍ଦା

ବଲାଙ୍ଗୀର(ନିରୋଜ ମିଶ୍ର)  : ଘର ଜମିର ପଟ୍ଟା ଥାଇ ମଧ୍ୟ ଦୋଛକିରେ ଫସିଛନ୍ତି ବସ୍ତି ବାସିନ୍ଦା। ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଖୁଜେନ ପାଳି ଗ୍ରାମ କାମାକ୍ଷାନଗରରୁ। ସମାଧାନ ପାଇଁ ପ୍ରଶାସନ କୁ ନିବେଦନ କଲେ ବସ୍ତି ବାସିନ୍ଦା। ଏଠାରେ ଦୀର୍ଘ ୪୦ ବର୍ଷ ହେବ ୫୦ ରୁ ଉର୍ଦ୍ଧ୍ବ ଗରିବ…

ଅପ୍ରେଲ ୧୫ ରୁ ତ୍ରିବେଣୀ ଛକ ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ । 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ତ୍ରିବେଣୀ ଛକ ନିକଟରେ ଥିବା ଜୟ  ଦୁର୍ଗା କମିଟି ପକ୍ଷରୁ ନବ ନିର୍ମୀତ ଦୁର୍ଗା ମନ୍ଦିର  ଓ ବିଗ୍ରହ  ଆସନ୍ତା ଅପ୍ରେଲ ୧୫ ରୁ  ୨୩ ତାରିଖ ଯାଏ ୯ ଦିନ ଧରି ପ୍ରତିଷ୍ଠା ଉତ୍ସବ ଆୟୋଜନ…

କେନ୍ଦୁଝର ଜିଲ୍ଲା ବିଜେପିର ନୂତନ ଉପସଭାପତି ଓ ସାଧାରଣ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା 

ହାଟଡିହି /ମକରଧ୍ବଜ ଜେନା :  ଜିଲ୍ଲା ବିଜେପି ରେ ସାଧାରଣ ସମ୍ପାଦକ ଭାବେ ନୂତନ ଦାଇତ୍ୱ ପାଇବା ପରେ ଜ୍ଞାନରଂଜନ ସମନ୍ତସିଂହର ଙ୍କୁ ହାଟଡ଼ିହି ବ୍ଲକର ବିଭିନ୍ନ ସ୍ଥାନରୁ ଶୁଭେଛାର ସୁଅ ଛୁଟିବା ସହ ବିଜେପି କାର୍ଯ୍ୟକର୍ତ୍ତା ଓ ଶୁଭେଛୁ ମାନେ ତାଙ୍କ ଘରେ ପହଂଚି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ…

ସ୍କୁଲ ପ୍ରତି ଆତ୍ମିୟତା ବଢ଼ାଉଛି “ମୋ ସ୍କୁଲ ଅଭିଯାନ” 

ଗ୍ରାମ୍ୟ ପାଣ୍ଠିରୁ ଗ୍ରାମର ସେବାଶ୍ରମ ସ୍କୁଲକୁ ଲୋକେ ଦେଲେ ଏକ ଲକ୍ଷ ଟଙ୍କା ଅନୁଦାନ ପାଇକମାଲ :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ଲୋକଙ୍କୁ ସ୍କୁଲ ସହିତ ପ୍ରତ୍ୟକ୍ଷ ଭାବରେ ଯୋଡିବା ପାଇଁ ଏକ ସୁନ୍ଦର ଯୋଜନା ଆରମ୍ବ କରିଥିଲେ ମୋ ସ୍କୁଲ । ମୁଖ୍ୟ ଉଦେଶ୍ୟ ଥିଲା ସ୍କୁଲରେ…

ଚୋରା ବାଲି ଚାଲାଣ : ୩୫ ହଜାର ଜରିମାନା ଆଦାୟ

ଝାରବନ୍ଧ-ମନୋହର ଦାଶ- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ତହସିଲର ସାନକଂଜାରୀ ଅଙ୍ଗନଦୀ ବାଲି ଘାଟରୁ ବେଆଇନ ବାଲି ଚୋରା ଚାଲାଣ କରୁଥିବା ବେଳେ ଗୋଟିଏ ଡମ୍ଫର ,ଗୋଟିଏ ଟ୍ରାକ୍ଟର ରୁ ୨୫ହଜାର ଏବଂ ୧୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ତହସିଲଦାର ଗଣମାଧ୍ୟମ ପ୍ରତିନିଧି ଙ୍କୁ…

ପ୍ରଥମ ରାଜ୍ୟସ୍ତରୀୟ ବୁଢାରଜା ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ 

ଭଟଲି (ଶାସକ ପ୍ରଶାସକ) : ବରଗଡ଼ ଜିଲ୍ଲା ଭଟଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ ସୋହେଲା ବ୍ଲକ୍ ଅନ୍ତର୍ଗତ ବିର୍ଜାମ୍ ଠାରେ ବୁଢ଼ାରଜା ଆସୋସିଏସନ୍ ତରଫରୁ ଏକ ଦିବସୀୟ ପ୍ରଥମ ରାଜ୍ୟସ୍ତରୀୟ ଭଳିବଲ୍ ଟୁର୍ଣ୍ଣାମେଣ୍ଟ ଦିବାରାତ୍ର ଫାଇନାଲ ମ୍ୟାଚର ମୁଖ୍ୟ ଅତିଥି ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ…

ଅଭିଭାବକ ସଂଘର ଦାବି :କେଉଁ ଫି ନେଉଛନ୍ତି ବେସରକାରୀ ବିଦ୍ୟାଳୟ ତାହା ଘୋଷଣା କରନ୍ତୁ। 

ଝାରସୁଗୁଡା:(ସୁଭାଷ ସହାରେ) -ଶେଷରେ ପୁରା ହେଲା ଅଭିଭାବକ ସଂଘର ଲଢ଼େଇ। ଉଚ୍ଚ ନ୍ୟାୟାଳୟରେ ଶୁଣାଣି ପରେ ରାଜ୍ୟ ସରକାର ବିଦ୍ୟାଳୟ ଶୁଳ୍କ ଛାଡ଼ କରିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାକୁ ଓଡ଼ିଶା ଅଭିଭାବକ ମହଲରେ ସ୍ବାଗତ କରାଯିବା ସହ ଝାରସୁଗୁଡ଼ା ଅଭିଭାବକ ସଂଘ ମଧ୍ୟରେ ଆନନ୍ଦ…

ଝାରସୁଗୁଡ଼ା ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଅନାବରଣ। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆଜି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିର ଅନାବରଣ କେନ୍ଦ୍ର ପେଟ୍ରୋଲିୟମ ଏବଂ ରାସାୟନିକ ସାର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ହୋଇଯାଇଛି। ଏହିଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୀର…

ଉତ୍କଳ କନିକା ଗ୍ୟାଲେରିଆରେ କାର୍ଯ୍ୟକ୍ରମ ” ମୁଁ ବି ସଚେତନ ନାଗରିକ ” 

ଭୁବନେଶ୍ୱର (ଶାସକ ପ୍ରଶାସକ) : କଳ୍ପନା ଛକସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ଏବଂ କମେସନେରଟ ଅଫ ପୋଲିସ ଟ୍ରାଫିକ ଏବଂ Rapido ସଚେତନତା କାର୍ଯ୍ୟକ୍ରମ   " ମୁଁ ବି ସଚେତନ ନାଗରିକ " ଅନୁଷ୍ଠିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଟ୍ରାଫିକ ପୋଲିସ କମିଶନରେଟ ଅତିରିକ୍ତ ଡିସିପି ଶ୍ରୀ କେ.…

ସଚେତନ ହେମା ଦ୍ୱାରା ଅଭିନବ ଉପାୟରେ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର : ଓଡିଶାର ଅଗ୍ରଣୀ ଅନୁଷ୍ଠାନ ସଚେତନ ହେମା,ଢୋଳବନ୍ଧ ଦ୍ୱାରା ଅଭିନବ ଉପାୟ ଦଣ୍ଡନୃତ୍ୟ କଳା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । କାର୍ଯ୍ୟକ୍ରମଟିର ଶୁଭାରମ୍ଭ ଅବସରରେ ବୁଡେନ ଗ୍ରାମରେ ବ୍ଲକ ଅଧ୍ୟକ୍ଷ କୁମରମଣି ନାୟକ,ସଙ୍ଗୀତଜ୍ଞ ରମେଶ ଗୁର୍ଲା,କଳା ଓ…