Sign in
Sign in
Recover your password.
A password will be e-mailed to you.
ଆନ୍ତର୍ଜାତୀୟ ଶିଶୁ ସପ୍ତାହ ପାଳନର ଶୁଭାରମ୍ଭ : “ଶିଶୁ ଏବଂ ଏସଡିଜି” ଉପରେ ୱେବିନାର ସିରିଜ୍
ଭୁବନେଶ୍ୱର(ଶାସକ ପ୍ରଶାସକ) : ଗ୍ଲୋବାଲ ଡେଭଲପମେଣ୍ଟ ଡାୟଲଗ୍ (ଜିଡିଡି) ଫୋରମ୍ ଅଧୀନରେ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିଶୁ ଏବଂ ଏସଡିଜି ଉପରେ ଏକ ୱେବିନାର୍ ସିରିଜ୍ ସହିତ ଆନ୍ତର୍ଜାତୀୟ ଶିଶୁ ସପ୍ତାହ ସପ୍ତାହ ପାଳନ ଉତ୍ସବ ଆରମ୍ଭ କରିଛନ୍ତି।…
ସମ୍ କୋଭିଡ ହସ୍ପିଟାଲରେ କରୋନାକୁ ପରାସ୍ତ କଲେ ୯୬ ଓ ୮୮ ବର୍ଷର ଦମ୍ପତି
ଭୁବନେଶ୍ୱର, : ଏକା ସଂଗେ କରୋନା ସଂକ୍ରମିତ ହେଲେ, ଏକା ସଂଗେ ଏହି ମହାମାରୀକୁ ପରାସ୍ତ ମଧ୍ୟ କଲେ ବୟୋଜ୍ୟେଷ୍ଠ ଦମ୍ପତି । ୯୬ ଓ ୮୮ ବର୍ଷର ଦମ୍ପତି ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୯୬ ବର୍ଷୀୟ ବୈଦ୍ୟନାଥ ପରିଡା ଓ ତାଙ୍କ ପତ୍ନୀ ୮୮ ବର୍ଷୀୟା ଶକୁନ୍ତଳା ପରିଡା…
ବଲାଙ୍ଗିରରୁ ହରିଶଙ୍କର ମଧ୍ୟରେ ପର୍ଯ୍ୟଟନ ବସ୍ ସେବା ଉଦ୍ଘାଟନ କଲେ ଶ୍ରୀମୟୀ
ପର୍ଯ୍ୟଟନ କାର୍ଯ୍ୟାଳୟର ନିଜସ୍ୱ କୋଠା’ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ପଡିଲା
ବଲାଙ୍ଗୀର(ନିରୋଜ ମିଶ୍ର): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କରର ଭିତ୍ତିଭୂମି ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୋଟି ଟଙ୍କା ଯୋଗାଇ ଦେବା ପରେ ଓଡ଼ିଶା ପର୍ଯ୍ୟଟନ…
ବନ୍ଦ ହେଲା ସମ୍ବଲପୁର କୋଭିଡ ଡାକ୍ତରଖାନା l
ସମ୍ବଲପୁର, (ରମାକାନ୍ତବିଶ୍ବାଳ): ସମ୍ବଲପୁରରେ ଦିନକୁ ଦିନକୁ କରୋନା ସଂକ୍ରମଣ ହ୍ରାସ ପାଇବା କୁ ଦୃଷ୍ଟିରେ ରଖି ସମ୍ବଲପୁର କୋଭିଡ ଡାକ୍ତରଖାନାରେ ୨୦ ଶଯ୍ୟା ବିଶିଷ୍ଟ କୋଭିଡ ଆଇସିୟୁକୁ ଛାଡ଼ି ଦେଲେ ବାକି ବ୍ୟବସ୍ଥା ବନ୍ଦ କରାଯାଇଛି l ଦୀର୍ଘ ୭ମାସ ପରେ ଆଜି କୋଭିଡ ଡାକ୍ତରଖାନାକୁ ବନ୍ଦ…
“ଜ୍ୟୋତି” ତରଫରୁ ଡ଼ଃ ସତ୍ୟ ନାରାୟଣ ଠାକୁରଙ୍କୁ ସମ୍ବର୍ଦ୍ଧନା l
ସମ୍ବଲପୁର,(ରମାକାନ୍ତବିଶ୍ବାଳ): "ଜ୍ୟୋତି" କାର୍ଯ୍ୟାଳୟ ସଭାକକ୍ଷରେ ସଭାପତି ଡ଼ଃ ପରେଶ୍ ଚନ୍ଦ୍ର ଦାନୀ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟ କାରିଣୀ ସଭାରେ , ଡଃ ସତ୍ୟନାରାୟଣ ଠାକୁର ଙ୍କୁ ସମ୍ବଲପୁରୀ ନାଟକରେ ଡକ୍ଟରେଟ ଉପାଧି ପାଇଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଅନୁଷ୍ଠାନର…
ସ୍କୁଲ ଗେଟ୍ ରେ ତାଲା ପକାଇଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ
(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ):ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଳକ ବାଟଗାଁ ପଞ୍ଚାୟତର ବକ୍ସିବଜାର ସାହିର ଗ୍ରାମବାସୀ ଓ ଛାତ୍ରଛାତ୍ରୀ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବକ୍ସିବଜାର…
ଜିଲ୍ଲା ସ୍ତରୀୟ ଜାତୀୟ ଗଣମାଧ୍ୟମ ଦିବସ-୨୦୨୦ ପାଳିତ
http://www.youtube.com/watch?v=iiRfRS0-S5o
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏନଆଇସି ତଥା ଜିଲ୍ଲା ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଠାରେ ଜିଲ୍ଲା ସୂଚନା ଓ…
ଭାଇଚାରାର ନିଦର୍ଶନ କୁଚିପାଲିର ପ୍ରସିଦ୍ଧ ମା କାଳୀଙ୍କର ପୂଜା ଓ ଜୁଗାର ଯାତ୍ରା
କୋରୋନା କଟକଣା ଯୋଗୁ କେବଳ ନୀତି ଓ ପୂଜାବିଧି ପାଳନ
ବରଗଡ :- ବରଗଡ଼ ଜିଲ୍ଲା କୁଚିପାଲି ଗ୍ରାମର କାଳୀ ପୂଜା ଓ ଜୁଗାର ଯାତ୍ରା ସମଗ୍ର ପଶ୍ଚିମ ଓଡ଼ିଶାରେ ପ୍ରସିଦ୍ଧ । ଧର୍ମ ଭାବନାକୁ ନେଇ ଆଜି ଅନେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ବେଳ କୁଚିପାଲି ର ମାଁ କାଳି ପୂଜା…
ଓଡ଼ିଶା କେନ୍ଦୁପତ୍ର କର୍ମଚାରୀମାନଙ୍କ ପାଇଁ ଇପିଏଫ୍ କାର୍ଯ୍ୟକାରୀ ପାଇଁ ଦାବି l
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଏକ ବୈଠକ ଦେବଗଡ଼ ଜ଼ିଲ୍ଲା ବାରକୋଟ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଅଛି l ଏହି ବୈଠକ ରେ ଜ଼ିଲ୍ଲା ର ବାରକୋଟ ଏବଂ କନ୍ଧଲ ରେଞ୍ଜ ର ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ। ଏହି ସଭା କୁ ସଂଘ ସମ୍ପାଦକ ମହମ୍ମଦ…
ନୃସିଂହନାଥ ଜୋନ୍ କରଣ ସମାଜ ର ଆରାଧ୍ୟ ଦେବତା ମହାରାଜ ଚିତ୍ରାଗୁପ୍ତ ଙ୍କ ପୂଜା ମହୋତ୍ସବ
ପଦ୍ମପୁର,- ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଲକ୍ ଅନ୍ତର୍ଗତ ବରତୁଣ୍ଡା ବଜାର ପ୍ରାଙ୍ଗଣ ରେ ନୃସିଂହନାଥ ଜୋନ୍ କରଣ ସମାଜ ର ଆରାଧ୍ୟ ଦେବତା ମହାରାଜ ଚିତ୍ରଗୁପ୍ତ ଙ୍କ ପୂଜା ମହୋତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି।ପାଇକମାଳ ବ୍ଲକ୍ ଓ ଝାରବନ୍ଧ ବ୍ଲକ୍ ର କରଣ ସମାଜ ର ପରିବାରକୁ ନେଇ ଗଠିତ ହୋଇଥିବା…