ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା।

ବୁଗୁଡା(ଡ଼ଃ. କୁମୁଦ ଚନ୍ଦ୍ର ବେହେରା): ବୁଗୁଡା ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଗୁଡିକରୁ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ କର୍ମଚାରୀଙ୍କ ସମେତ ଆଠ ଜଣଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବୁଗୁଡା ସହରର ଚନ୍ଦନ ରେସିଡେନ୍ସିରେ ଅନୁଷ୍ଠିତ…

ଘୁ.ଉଦୟଗିରି : ପ୍ରେସ କ୍ଳବ ଗଠିତ, ନୂତନ କର୍ମକର୍ତ୍ତା ମନୋନୀତ 

ଘୁ. ଉଦୟଗିରି (ଗଗନ କୁମାର ପ୍ରଧାନ) : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ବ୍ୟବସାୟୀ ସଂଘ ସଭାଗୃହରେ ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି I ଏହି ବୈଠକରେ ସାମ୍ବାଦିକଙ୍କ ପ୍ରସ୍ତାବ କ୍ରମେ ପ୍ରେସ କ୍ଳବ ଗଠିତ ହୋଇଯାଇଛି । ଏହି ବୈଠକରେ…

ଏମସିଏଚ୍ କୋଠାରେ ଚାଲିଲା ଅତ୍ୟାଧୁନିକ ଏସଏନସିୟୁ : ଜିଲ୍ଲାପାଳ କଲେ ଉଦଘାଟନ

http://www.youtube.com/watch?v=MqfurFyfVuc  ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ଥିବା ସ୍ୱତନ୍ତ୍ର ନବଜାତ ଶିଶୁ ଚିକିତ୍ସା ୟୁନିଟ୍ (ଏସଏନସିୟୁ)କୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ (ଏମସିଏଚ୍) କେନ୍ଦ୍ର କୋଠାକୁ ସ୍ଥାନାନ୍ତର କରାଯାଇଛି।  ଶନିବାର ଦିନ…

ଶିଶୁ ଦିବସ ଓ ଦୀପାବଳି ରେ ସମର୍ପିତ ଓ ସେବା ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର(ଶାସକ ପ୍ରଶାସକ): ପ୍ରତ୍ୟେକ ବର୍ଷ ସମର୍ପିତ ଓ ସେବା ଫାଉଣ୍ଡେସନ ପକ୍ଷରୁ ଶିଶୁ ଦିବସ ଓ ଦୀପାବଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ପାଳନ କରାଯାଇଛି। ସକାଳ ୯ଟା ବେଳେ ସମର୍ପିତ ଓ ସେବା ସୋସିଆଲ ଫାଉଣ୍ଡେସନ ର କାର୍ଯ୍ୟକର୍ତା ମାନେ ମଧୁରମୟୀ ଶିକ୍ଷା ନିକେତନ ରେ ପହଂଚି…

ପୂର୍ବତନ ପୋଲିସ ମହାନିର୍ଦ୍ଦେଶକଙ୍କ ଦେହାନ୍ତ 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ଓଡିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଏସ.କେ ଚାଟାର୍ଜୀ ଆଉ ନାହାଁନ୍ତି। ସେ ଗତକାଲି ରାତିରେ ନୂଆଦିଲ୍ଲୀଠାରେ ତାଙ୍କର ଦେହାନ୍ତ ହୋଇଯାଇଛି । ସେ ୧୯୬୬  ବ୍ୟାଚ୍ ର ଜଣେ ଆଇପିଏସ୍ ଅଧିକାରୀ ଥିଲେ | ସେ ଓଡ଼ିଶାର ୨୧ତମ  ଡିଜିପି ଭାବେ  ୧୦ .୦୩…

ନବ ନିଯୁକ୍ତ ବିଜେଡି କର୍ମୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ବିଜୁ ଛାତ୍ର ଜନତାଦଲର କର୍ମକର୍ତ୍ତା ତଥା ଜିଲ୍ଲା ଉପସଭାପତି ଅଫସନା ଅଞ୍ଜୁ,ସମ୍ପାଦକ ନିତୁ ବେହେରା, ସୋସିଆଲ ମିଡିଆ ସଂଯୋଜକ ଜୋସ୍ନା ପ୍ରଧାନ,ସମ୍ପାଦକ ସୌରଭ ଦାସ,ସାଧାରଣ ସମ୍ପାଦକ ଲଳିତ କୁମାରଙ୍କୁ ଆଜି ସମ୍ବଲପୁର ବିଧାନସଭା…

ସ୍ବର୍ଗତ ଡକ୍ଟର ବି.ବି ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର  (ରମାକାନ୍ତ ବିଶ୍ବାଳ)- ଜନସେବୀ ୰ଡକ୍ଟର.ବି.ପି.ମିଶ୍ରଙ୍କ ଜୟନ୍ତୀ ଉପଲକ୍ଷେ- ଡକ୍ଟର ବି. ପି. ମିଶ୍ର ସ୍ମୃତି କମିଟି ଦ୍ଵାରା ଆଜି ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ପୂର୍ବତନ ବିଧାୟିକା ତଥା ବିଜୁ ଜନତାଦଲର ରାଜ୍ୟ ସାଧାରଣ ସମ୍ପାଦିକା, ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ…

ବୀର ବିର୍ସା ମୁଣ୍ଡାଙ୍କ ୧୪୫ ତମ ଜୟନ୍ତୀ ପାଳିତ

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ଆଦିବାସୀ ମାନଙ୍କର ଭଗବାନ ଧରିତୀ ଆବା ଵୀର ବିର୍ସା ମୁଣ୍ଡା ଙ୍କ ୧୪୫ ତମ ଜନ୍ମ ଜୟନ୍ତୀ  ଶନିବାର ଅଇଁଠାପାଳି ବୀର ବିର୍ସାମୁଣ୍ଡl ଛକ ଠାରେ ମହାସମାରୋହରେ ପାଳନ ହୋଇଯାଇଛି ।କରୋନାର କଟକଣାକୁ ଆଖିଆଗରେ ରଖି ଏକ ଶୋଭାଯାତ୍ରାରେ ଆଦିବାସୀ ସଂପ୍ରଦାୟର ଯୁବକ,…

ଲୋକାର୍ପଣ ହେଲା କବି ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ କବିତା ସଙ୍କଳନ “ଶିଖା ଓ ସଳିତା”

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ କବି ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଚତୁର୍ଥ ଅର୍ଘ କବିତା ସଙ୍କଳନ "ଶିଖା ଓ ସଳିତା" ଲୋକାର୍ପଣ ହୋଇଯାଇଛି। ଏହି…

କରୋନା ଉଜାଡିଦେଲା ସଂସାର  

ଝିଅ ଡାକ୍ତର ହେଉ ବୋଲି ସ୍ବପ୍ନ ଦେଖିଥିଲେ ବାପା: ବାପା ଚାଲିଗଲେ, ଝିଅ ବି ଚାଲିଗଲା   ବଲାଙ୍ଗୀର(ନିରୋଜ ମିଶ୍ର) :  ଝିଅ ଡାକ୍ତର ହେଉ ବୋଲି ସ୍ବପ୍ନ ଦେଖିଥିଲେ ବାପା, ହେଲେ କରୋନାରେ ବାପାଙ୍କ ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟାକୁ ବାଛି ନେଲା ଝିଅ  |      ସବୁ କିଛି…