Sign in
Sign in
Recover your password.
A password will be e-mailed to you.
୬ଟି ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଦେଲେ ନରସିଂହ
ପ୍ରତ୍ୟେକ ଗାଁ ଓ ଘରକୁ ପାଇପ ଦ୍ୱାରା ପିଇବା ପାଣି ଯୋଗାଇ ଦିଆଯିବ- ନରସିଂହ
ବଲାଙ୍ଗିର(ନିରୋଜ ମିଶ୍ର)- ବଲାଙ୍ଗିର ସଦର ବ୍ଲକ ସ୍ଥିତ ବାନ୍ଧନଘୋର, ସିଆଲବାହାଲି, କେରମେଲି, ଫଟକରା, ·ଣ୍ଟିମୁଣ୍ଡା ଓ ସାଉନ୍ତମୁଣ୍ଡା ଗାଁରେ ୬ଟି ପାଇପ ଦ୍ୱାରା ପାନୀୟ ଜଳ ବଣ୍ଟନ ପ୍ରକଳ୍ପର ଭିତ୍ତିପ୍ରସ୍ତର…
ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ
ଝାରସୁଗୁଡା/ସୁବାସ ସାହାରେ: ଝାରସୁଗୁଡା ବୁରୋମାଲ ବୁଡାପଡା ସ୍ଥିତ ଝାଡେଶ୍ୱରୀ ସ୍ଵତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟରେ ପଣ୍ତିତ ଜବାହର ଲାଲ ନେହୁରୁଙ୍କ ଜନ୍ମ ଦିନ ତଥା ଶିଶୁ ଦିବସ ପାଳିତ ହୋଇ ଯାଇଛି।ଏହି ଉତ୍ସବ ଅବସରରେ ବିଦ୍ୟାଳୟ ର ପ୍ରତିଷ୍ଠାତା ବିବେକା ନନ୍ଦ ମିଶ୍ର ଙ୍କ ସଭାପତିତ୍ବ…
ନିସହାୟ ଓ ଦୁଖୀରଙ୍କି ଙ୍କର ସାଙ୍ଗେ ସବୁବେଲେଁ ଥିସି ନିଷ୍ଠା ପରିବାର
ହୋଲି ହେଉ କି ଦିପାବଳୀ କି ହେଉ ଆମର ନୂଆଁଖାଇ ତିହାର
ବରଗଡ :- ବରଗଡ ଜିଲ୍ଲାର ଗାଇସିମା ଗ୍ରାମ ରେ ଦିର୍ଘ ଦିନ ହେଲା ନିଜ ସ୍ତ୍ରୀଙ୍କ ସହ ରହି ଆସୁଥିଲେ ମୁରଲି ସିଦାର । ଲୋକେ ତାଙ୍କୁ ରାଇଗଡିଆ ବୋଲି ଡାକନ୍ତି। ତାଙ୍କ ର ଆଉ କେହି ନାହାନ୍ତି।ଦିର୍ଘ ଦିନ ଧରି ସେ ଅସୁସ୍ଥ ଥିବାରୁ ବରଗଡ…
ମାଲକାନଗିରିରେ ରୋଟାରୀ କ୍ଲବ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା
ମାଲକାନଗିରି (ବି ଶ୍ରୀନିବାସ ପାତ୍ର): ମାଲକାନଗିରି ପୌରାଞ୍ଚଳ ଅଧିନ ଡି ଏନ କେ ଖେଳାପଡ଼ିଆ ସାମ୍ନାରେ ମାଲକାନଗିରି ରୋଟାରୀ କ୍ଲବ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଅଛି । ଆଜି ବିଶ୍ଵ ମଧୁମେହ ଦିବସ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମାଲକାନଗିରି ସହରର…
ପାଟଣାଗଡ଼ର ୬ ଜଣଙ୍କୁ ହତ୍ୟା ଘଟଣା: ୪ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ
ବଲାଙ୍ଗୀର(ନିରୋଜ ମିଶ୍ର) : : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ୬ ଜଣଙ୍କୁ ହତ୍ୟା ଘଟଣାରେ ପୋଲିସ ମୋଟ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗତ ୧୧ ତାରିଖରେ ପାଟଣାଗଡ଼ କୁସୁମପଡ଼ାରେ ରହୁଥିବା ବୁଲୁ ଯାନୀଙ୍କ ପରିବାରର ଛଅ ଜଣଙ୍କୁ ହତ୍ୟା କରାଯାଇଥିଲା । ଘଟଣାରେ ସଂପୃକ୍ତି ସନ୍ଦେହରେ…
ବସ୍ତି ଶିଶୁଙ୍କ ଗହଣରେ ଶିଶୁ ଦିବସ ପାଳିଲେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟମା ୟୁଥ୍ କ୍ଲବ
ଭୁବନେଶ୍ୱର : ଜୟଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟମା ୟୁଥ୍ କ୍ଲବ ତରଫରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନରେ ଶିଶୁଦିବସ ପାଳନ କରାଯାଇଛି| ପଥରବନ୍ଧ ଲାୟନସ କ୍ଲବ୍ ଓ ଷ୍ଟାର୍ କ୍ଳବ୍, ତ୍ରିନାଥ ବସ୍ତିରେ ପଢୁଥିବା ପିଲାମାନଙ୍କ ସହିତ ଶିଶୁ…
ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଇଟାଲି ଦମ୍ପତ୍ତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୧୭ତମ , ୧୮ତମ ,୧୯ତମ ଶିଶୁଙ୍କୁ ଜିଲ୍ଲାପାଳ ଅନୁପମ ସାହା ପୋଷ୍ୟ ସନ୍ତାନ ଭାବେ ସୁଦୂର ଇଟାଲିର ଗୋଟିଏ ଦମ୍ପତ୍ତି ଏବଂ ପଶ୍ଚିମବଙ୍ଗର ଦୁଇଟି ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଲକ୍…
ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ପ୍ରତିଜ୍ଞା ଦିବସ ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ସମ୍ବଲପୁର କଚେରି ଛକ ସ୍ଥିତ ସହିଦ ସ୍ତମ୍ଭ ଠାରେ ଆଜି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ପ୍ରତିଜ୍ଞା ଦିବସ ପାଳିତ ହୋଇଯାଇଛି । ଦେଶରେ ଦୄଡ ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଆଇନ ପ୍ରଣୟନ କରିବାକୁ ସରକାରଙ୍କ ଉପରେ ଚାପ…
ତିନିଦିନ ପରେ ବି ପୋଲିସ ହାତ ଖାଲି
ବଲାଙ୍ଗିର(ନିରୋଜ ମିଶ୍ର) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ଗଣହତ୍ୟା ଘଟଣାକୁ ତିନିଦିନ ଟପିଗଲାଣି | କିନ୍ତୁ ହତ୍ୟାକାରୀ ସମ୍ପର୍କରେ କୌଣସି ସୁରାକ କି ଟେର ବି ପାଇ ପାରୁନି ପୋଲିସ । ପୋଲିସର ହାତ ଖାଲି | ସନ୍ଦେହରେ କେବଳ ଦୁଇଜଣ ବ୍ୟକ୍ତିଙ୍କୁ ପାଟଣାଗଡ଼ ଥାନାରେ ଅଟକ ରଖି ପଚରାଉଚରା…
ଆଜି ଭାରତ ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ମାରୁଛି : ଆମର ପରୀକ୍ଷା ନେଲେ, ଦୃଢ଼ ଜବାବ ମିଳିବ
ସେନା ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
ଯବାନଙ୍କ ସହିତ ନରହିଲେ ମୋର ଦୀପାବଳି ସମ୍ପୂର୍ଣ୍ଣ ହୁଏ ନାହିଁ : ଲୋଙ୍ଗେୱାଲା ପୋଷ୍ଟରେ କହିଲେ ପ୍ରଧାନମନ୍ତ୍ରୀ
‘ବିସ୍ତାରବାଦ ବିରୋଧରେ ଭାରତ ଦୃଢ଼ ପ୍ରତିରୋଧକାରୀ ଭାବେ ଛିଡ଼ା ହୋଇଛି’
ନୂଆଦିଲ୍ଲୀ (ଶାସକ ପ୍ରଶାସକ): ସେନାବାହିନୀ…