କିମସରେ ଖୋଲିଲା ପୋଷ୍ଟ କୋବିଡ ମାତୃ ଓ ଶିଶୁ କ୍ଲିନିକ

ଭୁବନେଶ୍ଵର,: କରୋନାରୁ ସୁସ୍ଥ ହୋଇଥିବା ପ୍ରସୂତି ମହିଳା ଓ ସେମାନଙ୍କ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା ନିମନ୍ତେ କିମସରେ ଏକ ପୋଷ୍ଟ କୋବିଡ ମାତୃ ଓ ଶିଶୁ କ୍ଲିନିକ ଖୋଲିଛି। ଗତ ୮ ମାସ ମଧ୍ୟରେ ଓଡ଼ିଶାର ୩ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨…

ଓଡିଶା  ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବରାରେ ରକ୍ତଦାନ ଶିବିର

 ବରଗଡ :- ସାରା ବିଶ୍ୱ ବର୍ତ୍ତମାନ ସମୟରେ କୋରୋନା ମହାମାରୀ ସହିତ ସଂଗ୍ରାମ କରୁଛି । ଏହି ମହାମାରୀ ଦ୍ୱାରା ମାନବ ସମାଜର ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ଭାବରେ ପ୍ରଭାବିତ ହୋଇଛି ଏଥିରେ ସନ୍ଦେହ ନାହିଁ । ଏହି ମହାମାରୀ କାରଣରୁ ବର୍ତ୍ତମାନ ସମୟରେ ବିଭିନ୍ନ ରକ୍ତ ଭଣ୍ଡାରରେ ଦେଖାଦେଇଛି ରକ୍ତ…

ଚାରମାଳରେ ଚୋରି ମୋବାଇଲ ବିକ୍ରି ହେଲା କାଳ: ୨ ଡକାୟତ ସହ ୩ ଜଣ ନାବାଳକ ଗିରଫ

(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ):ରେଢାଖୋଲ: ଆଜି ସମ୍ବଲପୁର ଜିଲ୍ଲା ଚାରମାଳ ପୋଲିସ୍ ମୋବାଇଲ ବିକ୍ରି କରୁଥିବା ଜଣେ ଡକାୟତକୁ ଗିରଫ କରିବାରେ ସଫଳ ହେବା ସହ ଏହି ଗ୍ୟାଙ୍ଗର ଆଉ ୪ ଜଣଙ୍କୁ ଧରିବାରେ ସଫଳ ହୋଇଛି। ଚାରମାଳ ଥାନାଧିକାରୀ ବସନ୍ତ ଦଳାଇଙ୍କ ଠାରୁ ପ୍ରକାଶ…

ପତ୍ରାପାଲୀ (ଖ) ଗ୍ରାମପଞ୍ଚାୟତର ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ।

ଟିଟିଲାଗଡ (ଗୌରବ ଦର୍ଜୀ)- ନଭେମ୍ବର ୧୧ ତାରିଖ ଦିନ ଦୁଇଟା ସମୟ ରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ପତ୍ରାପାଲି (ଖ) ଗ୍ରାମପଞ୍ଚାୟତ ର ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀ ହେମନ୍ତ କୁମାର ପୋଡ଼ ଙ୍କ ଉପରେ ପତ୍ରାପାଲି  ଗ୍ରାମର ଚାରି ଜଣ ବ୍ୟକ୍ତି ମଦ୍ୟପାନ କରି ଆକ୍ରମଣ…

କୋଭିଡ୍ କଟକଣା ଯୋଗୁଁ ନିରାଡ଼ମ୍ବରରେ ଦୀପାବଳି ପର୍ବ ପାଳିତ

http://www.youtube.com/watch?v=OjqJUM2u7WU   ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ତଥା ଆଖପାଖ ଅଞ୍ଚଳରେ ଆଲୋକର ପର୍ବ ଦୀପାବଳି ପର୍ବ ଆନନ୍ଦ  ହଲ୍ଲାସ ଥିଲେ ମଧ୍ୟ କୋଭିଡ୍ କଟକଣା ଯୋଗୁଁ  ନିରାଡ଼ମ୍ବରରେ ପାଳିତ ହୋଇଯାଇଛି ।  ଚଳିତ ବର୍ଷ   ହାଟ-ବଜାରରେ , …

ଉତ୍କଳ ସାମ୍ବାଦିକ ସଙ୍ଘ ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳିତ

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ମାଲକାନଗିରି ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ଆଜି ଜାତୀୟ ପ୍ରେସ ଦିବସ ଅବସରରେ ନୂତନ କାର୍ଯ୍ୟଳୟ କୁ  ବରିଷ୍ଠନାଗରିକ ତଥା ଆଦିବାସୀ ସମାଜସେବୀ  ଶୁକ୍ରା ମାଡି ଙ୍କ ଦ୍ଵାରା ଉଦଘାଟନ ହେଇଛି । ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ଅତିଥି ମାନଙ୍କ ମଧ୍ୟରେ…

ମାଲକାନଗିରି ଜିଲ୍ଲାପାଳ ବଦଳିଲେ 

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) :ଏକ ବିବାଦୀୟ ପରିସ୍ଥିତିରେ ବଦଳିଛନ୍ତି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ |  ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ପୂର୍ବତନ ବ୍ୟକ୍ତିଗତ ସହାୟକଙ୍କ ହତ୍ୟା ଅଭିଯୋଗରେ ତାଙ୍କୁ  ବୁକ୍ କରାଯିବା ପରେ ଓଡିଶା ସରକାର ଆଜି ଅଗ୍ରୱାଲଙ୍କୁ…

ପି.ଆର.ହାଇସ୍କୁଲ ଷ୍ଟଡିୟମ ଓ କଲ୍ୟାଣ ମଣ୍ଡପ କାର୍ଯ୍ୟ ନିରୀକ୍ଷଣ କଲେ ନରସିଂହ

ବଲାଙ୍ଗିର(ନିରୋଜ ମିଶ୍ର)-ସହର ମଧ୍ୟରେ ଚାଲିଥିବା ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯଥା ପୃଥ୍ୱୀରାଜ ହାଇସ୍କୁଲ ଷ୍ଟଡିୟମ, ଇନ୍ଡୋର ବ୍ୟାଡମିଣ୍ଟନ ଷ୍ଟଡିୟମ ଏବଂ ମହାଲକ୍ଷ୍ମୀ ନଗର ସ୍ଥିତ କଲ୍ୟାଣ ମଣ୍ଡପ କାର୍ଯ୍ୟ ଅଗ୍ରଗତି ଜାଣିବା ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରକଳ୍ପ…

 ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ମେଲଛାମୁଣ୍ଡା(ମନୋଜ ଭୋଇ) - ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବେହେରାପାଲି ଉନ୍ନତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ମେହେରଙ୍କ ଚାକିରୀ ଜୀବନରୁ ଅବ୍ୟାହତୀ ଅବସରରେ ଶୁକ୍ରବାର ଅପରାହ୍ନରେ ବିଦ୍ୟାଳୟ ପରିସରରେ ସ୍କୁଲର ପରିଚାଲନା କମିଟି ଚେୟାରମେନ ତହସିଲ ବିଶ୍ୱାଲଙ୍କ…

ମାନବ ସେବା ସଂଘ ‘ମୁକ୍ତିପଥ’ ତରଫରୁ ୫୨ତମ ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ

ଝାରସୁଗୁଡ଼ା:(ସୁଭାଷ ସହାରେ) ଗତ 14/11/20ରେ ମାନବ ସେବା ସଂଘ ପକ୍ଷରୁ  ଏକ ୩ ଦିନ ବୟସର ନବଜାତ ଶିଶୁର ଅନ୍ତିମ ସଂସ୍କାର କରାଯାଇଛି । ଏହା ସହିତ ଏହି ସଂସ୍ଥା ଦ୍ବାରା ଏପର୍ଯ୍ୟନ୍ତ ସର୍ବମୋଟ ଏହିପରି ୫୨ ଜଣଙ୍କ ମର ଶରୀରର ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି।  ସୂଚନା ଅନୁଯାୟୀ, କୋଲାବିରା…