Sign in
Sign in
Recover your password.
A password will be e-mailed to you.
ନସିରୁଦ୍ଧିନ ଶାହଙ୍କୁ ଆଦିତ୍ୟ ବିକ୍ରମ ବିର୍ଲା କଳାଶିଖର ପୁରସ୍କାର
ଭୁବନେଶ୍ୱର: ବିଶିଷ୍ଟ ଅଭିନେତା ନସିରୁଦ୍ଧିନ ଶାହଙ୍କୁ ସମ୍ମାନଜନକ ଆଦିତ୍ୟ ବିକ୍ରମ ବିର୍ଲା କଳାଶିଖର ପୁରସ୍କାର ପ୍ରଦାନ କରାଯାଇଛି । ସଂଗୀତ କଳାକେନ୍ଦ୍ର ପୁରସ୍କାର ଭର୍ଚୁଆଲ ଉତ୍ସବରେ ସଂଗୀତ କଳାକେନ୍ଦ୍ରର ସଭାପତି ଶ୍ରୀମତୀ ରାଜଶ୍ରୀ ବିର୍ଲା ଏହି ପୁରସ୍କାର ପାଇଁ ନସିରୁଦ୍ଧିନଙ୍କ ନାମ…
ସୋଆରେ ଆୟୋଜିତ ହେବ ପ୍ରାକ-ସାଧାରଣତନ୍ତ୍ର ଦିବସ ପ୍ୟାରେଡ କ୍ୟାମ୍ପ
ଯୋଗ ଦେବେ ୧୦ ରାଜ୍ୟରୁ ୨୦୦ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ରବିବାର ଠାରୁ ଆରମ୍ଭ ହେବ ୧୦ ଦିନିଆ ପ୍ରାକ-ସାଧାରଣତନ୍ତ୍ର ଦିବସ ପ୍ୟାରେଡ କ୍ୟାମ୍ପ । ଏହି କ୍ୟାମ୍ପରେ ପୂର୍ବାଂଚଳ ଏବଂ ଉତର ପୂର୍ବାଂଚଳ…
ଶକ୍ତି ସଂରକ୍ଷଣର ପ୍ରସାର ପାଇଁ ବେଦାନ୍ତ ଲାଞ୍ଜିଗଡ ତରଫରୁ ସୌର ଉପକରଣ ବଣ୍ଟନ
ଲାଞ୍ଜିଗଡ଼/କଳାହାଣ୍ଡି (ଶାସକ ପ୍ରଶାସକ) : ଭାରତର ପ୍ରମୁଖ ଆଲୁମିନା ଉତ୍ପାଦନକାରୀ ସଂସ୍ଥା ବେଦାନ୍ତ ଲାଞ୍ଜିଗଡ଼ ତରଫରୁ 'ଶକ୍ତି ସଂରକ୍ଷଣ ଯୋଜନା'ର ଆରମ୍ଭ କରାଯାଇଛି I ଲାଞ୍ଜିଗଡ଼ର ଅଞ୍ଚଳବାସୀ କିପରି ସୌର ଶକ୍ତି ଦ୍ୱାରା ସ୍ୱଚ୍ଛ ଆଲୋକ ତଥା ସ୍ୱଚ୍ଛ ଖାଦ୍ୟ ପ୍ରସ୍ତୁତି କରିବାରେ ସକ୍ଷମ…
ସମ୍ବଲପୁର ରେଳ ନିୟନ୍ତ୍ରକ ସଂଗଠନ ପକ୍ଷରୁ ପ୍ରତିବାଦ ଦିବସ l
ସମ୍ବଲପୁର (ରମାକାନ୍ତବିଶ୍ବାଳ)--ଅଖିଳ ଭାରତୀୟ ରେଳ ନିୟନ୍ତ୍ରକ ସଂଗଠନ ର ଆହ୍ୱାନ କ୍ରମେ ଶୁକ୍ରବାର ସମ୍ବଲପୁର ରେଳ ମଣ୍ଡଳ ଠାରେ ରେଳ ନିୟନ୍ତ୍ରକ ସଂଗଠନ ପକ୍ଷରୁ ପ୍ରତିବାଦ ଦିବସ ପାଳନ ହୋଇଛି l ଏହା ସହିତ ଗତ ୧୯ ତାରିଖ ଦିନ ରେଳ ନିୟନ୍ତ୍ରକ ସଂଗଠନ ର ସମସ୍ତ ସଦସ୍ୟ କଳାବ୍ୟାଜ…
ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ
ବିଶ୍ୱ ବିଦ୍ୟାଳୟରୁ ପ୍ରଥମ କରି ପିଏଚଡି ଡିଗ୍ରୀ ହାସଲ କରିଥିବା ଛାତ୍ର ସିଦ୍ଧାନ୍ତ ମହାନ୍ତିଙ୍କ ସମେତ ୩ ଜଣଙ୍କୁ ଡିଗ୍ରୀ ପ୍ରଦାନ l
ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଶୁକ୍ରବାର କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।…
ବିଶ୍ୱ ସ୍ତରୀୟ ଶିଶୁ ଦିବସ ଓ ନବଜାତ ଶିଶୁ ଯତ୍ନ ସପ୍ତାହ : ଶିଶୁର ଗୁଣବତ୍ତା,ଯଥାର୍ଥତା ଓ ସମ୍ମାନର ସୁରକ୍ଷା ପ୍ରତି…
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ)- ଶିଶୁର ଗୁଣବତ୍ତା,ଯଥାର୍ଥତା ଓ ସମ୍ମାନର ସହିତ ନବଜାତ ଶିଶୁର ସୁରକ୍ଷା ପ୍ରତି ଧ୍ୟାନ ଦେଲେ ନିଜର ବାର୍ଦ୍ଦକ୍ୟ ପର୍ଯ୍ୟନ୍ତ ସୁସ୍ଥ ଓ ନିରୋଗ ଜୀବନ ସମ୍ଭବ ହୋଇଥାଏ ବୋଲି ଆଜି ବିଶ୍ୱ ସ୍ତରିୟ ଶିଶୁ ଦିବସ ଓ ନବଜାତ ଶିଶୁ ଯତ୍ନ ସପ୍ତାହ ପାଳନ ଅବରରେ…
ବାଏଫ ସଂସ୍ଥା ସିସିଡିପି ଉତ୍ଥାନ ପ୍ରକଳ୍ପର ସ୍ୱାସ୍ଥ୍ୟ ଶିବିର।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ଆଜି ଯୁଯୁମୁରା ବ୍ଲକର ବିରସିଙ୍ଗଗଡ ଠାରେ ବାଏଫ ସିସିଡିପି ଉତ୍ଥାନ ପ୍ରକଳ୍ପ ଓ ଏମସିଏଲ୍ ସହାୟତାରେ ଏକ ପ୍ରକଳ୍ପନା ଶିବିର ଅନୁଷ୍ଟିତ ହୋଇଥିଲା। ଶିବିରରେ ଅଞ୍ଚଳର ୬୮ ଜଣ ରୋଗୀଙ୍କ ରକ୍ତଚାପ,ମଧୁମେହ ପରୀକ୍ଷା ସହିତ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ।…
ସରକାରଙ୍କ ଉଦ୍ଦେଶ୍ୟ ହୋଇଥାଇପାରେ ମହତ : ହେଲେ ଅସାଧୁ ଓ ତେଲିହାଙ୍କ ପାଇଁ ଗଳାବାଟ
ଦକ୍ଷତା ଆଧାରରେ ଆଗୁଆ ପଦୋନ୍ନତି ନିୟମ : କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ
ସଚିବାଳୟର କେତେକ କର୍ମଚାରୀଙ୍କ କହିବା ଅନୁଯାୟୀ , ଯଦି ସରକାର କେତେକ ଦକ୍ଷ ଅଧିକାରୀଙ୍କୁ ତା’ଙ୍କ କାମ ସକାଶେ ପୁରସ୍କୃତ କରିବା ପାଇଁ ଚାହୁଛନ୍ତି , ତେବେ ତାଙ୍କୁ ବରିଷ୍ଠଠାରୁ ଆଗୁଆ ପଦୋନ୍ନତି ବଦଳରେ ,…
ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ବାରା ଭରଚୁଆଲ ମୋଡ଼ରେ ଉଦଘାଟିତ ହେଲା ଜିଲ୍ଲା ଓ ସେସନ ଜଜ କୋର୍ଟ ନୂତନ କୋଠା
http://www.youtube.com/watch?v=c81s1XEvFFM
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ନିକଟରେ ଶୁକ୍ରବାର ଦିନ ଗଜପତି ଜିଲ୍ଲା ଏବଂ ସେସନ ଜଜ କୋର୍ଟର ନବନିର୍ମିତ ବିଲଡିଙ୍ଗ(କୋଠା) ମାନ୍ୟବର ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ…
ଗୁଡା କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ(ପ୍ରଥମ) ପକ୍ଷରୁ ରକ୍ତଦାନ ଶିବିର
ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ(ପ୍ରଥମ) ପକ୍ଷରୁ ନଭେମ୍ବର ୨୧ ତାରିଖ ଦିନ ବୁଗୁଡା ସହର ବଡଦାଣ୍ଡରେ ଅବସ୍ଥିତ କଳିଙ୍ଗ ବୈଶ୍ୟ ସଙ୍ଘ(ପ୍ରଥମ) ଗୃହରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ…