Sign in
Sign in
Recover your password.
A password will be e-mailed to you.
ବିଜୁ ବାବୁଙ୍କ ଡାକୋଟା ବିମାନକୁ ନିଜ ଜନ୍ମ ଭୂମିରେ ରଖିବାକୁ ଦାବି
ଭଞ୍ଜନଗର ( ନିଲୁ ବିଷୋୟୀ)- ଘୁମୁସର ମାଟିର ଗୌରବ ପାଇଁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଲଢୁଆ ଡାକୋଟା ବିମାନକୁ ନିଜ ଜନ୍ମ ସ୍ଥାନ ଘୁମୁସର ନୂଆଁଗାଁ ରେ ରଖିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I ସୂଚନା ପ୍ରକାରେ ଡାକୋଟା ବିମାନ ସହ ବିଜୁ ବାବୁଙ୍କ ଅନେକ କିଛି ଐତିହାସିକ କାର୍ଯ୍ୟକଳାପର…
ପୁଲିସ ଜାଳରେ କପ ସିରଫ ବେପାରୀ
ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ପୁଲିସ ସନିବାର ସଂଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ସନିମାଲ ଛକରେ ଜଣେ କଫ ସିରଫ ବେପାରୀକୁ ଧରିବାରେ ସଫଳ ହୋଇଛି । କଫ ସରିଫ ବେପାରୀ ଜଣକ ଅତାବିରା ଥାନା ଅଧିନସ୍ତ ର୍ହିଲିପାଲି ଗ୍ରାମର ଗୋରଖା ମୁର୍ଗିଙ୍କ ପୁଅ ରାଜେଶ ମୁର୍ଗି(୨୯) ବୋଲି…
ସି.ଆର.ପି.ଏଫ କୁ ବଡ ସଫଳତା
ମାଓ କ୍ୟାମ୍ପ ଧ୍ୱଂସ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ
ନୂଆପଡା(ଅମିତ ପୁରୋହିତ) ; ସିଆରପିଏଫ ୨୧୬ ବାଟାଲିୟନ କୁ ଆଜି ଏକ ବଡ ସଫଳତା ମିଳିଛି । କୁମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାମ୍ପ ଠାବ କରି ଓ ତାକୁ ଧ୍ୱଂସ କରି ବିପୁଳ ପରିମÿାଣରେ ହାତ ହତିଆର, ଗୋଳା ବାରୁଦ ଓ ମାଓ ସାମଗ୍ରୀ ଜବତ…
ମନୋଜ ସ୍ପୋର୍ଟସ କୁ ଉଦଘାଟନ କଲେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ
ପୋଲସରା(ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ନୂତନ ଭାବେ ଆରମ୍ଭ ହୋଇଥିବା ଏକ କ୍ରୀଡ଼ା ବ୍ୟବସାୟ କେନ୍ଦ୍ର "ମନୋଜ ସ୍ପୋର୍ଟସ" କୁ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ…
ଉତ୍କଳ ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ ପରିସରରେ ସହିଦ ଲକ୍ଷଣ ନାୟକଙ୍କ ୧୨୨ ତମ ଜୟନ୍ତୀ ପାଳିତ ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଉତ୍କଳ ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ ପରିସରରେ ସହିଦ ଲକ୍ଷଣ ନାୟକଙ୍କ ୧୨୨ ତମ ଜୟନ୍ତୀ ପାଳିତ ହୋଇଯାଇଛି। ସଭାପତି ଶ୍ରୀ ଦୁର୍ଯ୍ୟୋଧନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିର କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦିଲୀପ…
ଗଞ୍ଜାମ ଲୋକ ସାହିତ୍ୟ ପୁସ୍ତକ ଉନ୍ମୋଚିତ ।
ଜଗନ୍ନାଥପ୍ରସାଦ ( ନିଲୁ ବିଷୋୟୀ ) - ଜଗନ୍ନାଥପ୍ରସାଦ ବ୍ଳକ ପ୍ରତାପୁର ସାହିତ୍ୟ ଘର ପକ୍ଷରୁ ଆୟୋଜିତ ଏକ ବୈଠକରେ ଗଞ୍ଜାମର ଲୋକସାହିତ୍ୟ ନାମକ ଏକ ୪୩୨ ପୃଷ୍ଠା ର ବିରଳ ଗ୍ରନ୍ଥ ଉନ୍ମୋଚିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ କୋକଳବା ଗ୍ରାମରେ ଜନ୍ମଲାଭ କରିଥିବା ଗଞ୍ଜାମ ର…
ଆଇୱା “କୁଇନ ଅଫ ୟୁନିଭର୍ସ” ଭର୍ଚୁଆଲ ପ୍ରତିଯୋଗୀତାରେ ଟ୍ରଫି ହାସଲ କଲେ ସୁଧା
ଝାରସୁଗୁଡ଼ା :( ସୁଭାଷ ସହାରେ)-ଗତ ସେପ୍ଟେମ୍ବର ୧୨ ଅକ୍ଟୋବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଦେଶର ବଛା ବଛା ପ୍ରତିଯୋଗୀଙ୍କୁ ନେଇ ଆଇୱା ଦ୍ବାରା ଆୟୋଜିତ ହୋଇଥିଲା 'ପପୁଲାର କୁଇନ୍ ଅଫ ୟୁନିଭର୍ସ' ପ୍ରତିଯୋଗିତା। ଉକ୍ତ ପ୍ରତିଯୋଗିତାରେ ଝାରସୁଗୁଡ଼ା ଜିଲ୍ଲାର ସୁଧା ଅୱସ୍ତି ମଧ୍ୟ ଯୋଗଦେଇ ଟ୍ରଫି…
ବାଃ, ବହୁତ ଖୁସିର କଥା ; ପ୍ରଥମ ଥର ପାଇଁ ରକ୍ତଦାନ କଲେ ୫୦ ମହିଳା ରକ୍ତଦାତା
ଭୁବନେଶ୍ୱର (ଶାସକ ପ୍ରଶାସକ) : କୋରୋନା ଏକ ପରିଣତି ପରିସ୍ଥିତିରେ ପହଞ୍ଚିସାରିଛି। ତଥାପି ଆଜି ମଧ୍ୟ ସହରର ବିଭିନ୍ନ ମେଡ଼ିକାଲରେ ରକ୍ତର ଘୋର ଅଭାବ ଦେଖା ଦଉଛି। ଏହି ଅଭାବକୁ କିଛି ମାତ୍ରାରେ କମାଇବାକୁ, ଓଡ଼ିଶା ମୋ ପରିବାରର ' ଜୀବନବିନ୍ଦୁ ' ତତ୍ତ୍ଵାବଧାନରେ ଜୟ ଓଡ଼ିଶା ଆଜି ଏକ…
ନାବାଳିକାର ନିର୍ବନ୍ଧ ରୋକିବାରେ ସକ୍ଷମ ହେଲା ଚାଇଲ୍ଡଲାଇନ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଅଞ୍ଚଳରେ ଏକ ନାବାଳିକାର ନିର୍ବନ୍ଧକୁ ରୋକା ଯାଇ ପାରିଛି। ଚାଇଲ୍ଡଲାଇନ ପାଖରେ ଏକ ସୂତ୍ରରୁ ଖବର ଆସିବା ପରେ ଏହାର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ଓ ଅନ୍ୟାନ୍ୟ କର୍ମକର୍ତ୍ତା ତୁରନ୍ତ ନାବାଳିକାଙ୍କ ଘରକୁ ପହଞ୍ଚି…
ଦୟା କରନ୍ତେ କି ସରକାର : ସଜାଡି ହୋଇଯାଆନ୍ତା ଲିଲିଙ୍କ ଉଜୁଡି ଯାଉଥିବା ସଂସାର
ଦୁଇ ବର୍ଷ ହେଲା ବିଛଣାରେ ବିନୋଦ , ଚିକିତ୍ସାରେ ଅର୍ଥ ବାଧକ ; ସରକାରୀ ସହାୟତାକୁ ଅପେକ୍ଷା
ଭଞ୍ଜନଗରରୁ ନିଲୁ ବିଷୋୟୀଙ୍କ ସ୍ବତନ୍ତ୍ର ରିପୋର୍ଟ - ମାସେ କି ଦୁଇ ମାସ ନୁହଁ। ଦୀର୍ଘ ୨ ବର୍ଷ ହେଲା ବିଛଣାରେ ପଡ଼ିଛନ୍ତି। ଖାଇବା, ପିଇବା ସେହି ବିଛଣାରେ ହିଁ କରୁଛନ୍ତି। ଜଣେ ଧରିଲେ…