ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ । 

ଝାରସୁଗୁଡ଼ା/ସୁବାସ ସାହରେ   -କୋଲାବିରା ତହସିଲଦାର ଗୋଲକ ବିହାରୀ ମଙ୍ଗରାଜଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉପଲକ୍ଷେ ଏକ ସଭା ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସରୋଜ କୁମାର ସାମଲ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁଷ୍ପଗୁଚ୍ଛ , ଉତ୍ତରୀୟ ଓ…

ଶହୀଦ ଦିବସ ଅବସରରେ ମାଲ୍ୟାର୍ପଣ ଓ ନୀରବ ପ୍ରାର୍ଥନା ସଭା ଅନୁଷ୍ଠିତ । 

ଝାରସୁଗୁଡ଼ା/ସୁବାସ ସାହରେ  - ଶହୀଦ ଦିବସ ଅବସରରେ ସ୍ଥାନୀୟ ସର୍କିଟ ହାଉସଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ନୀରବ ପ୍ରାର୍ଥନା ସଭା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲାପାଳ ମହାତ୍ମା ଗାନ୍ଧୀଙ୍କ…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଶହୀଦ୍ ଦିବସ , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ +୩ ମହିଳା ମହିଳା ମହାବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ପବିତ୍ର ପୁଣ୍ୟତିଥିକୁ ଶହୀଦ୍ ଦିବସ ଭାବେ ପାଳନ କରାଯାଇଛି।  ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ମୁଖ୍ୟ ଅତିଥି ରୂପେ…

ଓଡ଼ିଆ ମେଗା ସିରିଏଲ କ୍ରିକେଟ ଲିଗ, ଆଜି ଉଦଯାପନ ଦିବସ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଭୁବନେଶ୍ୱର ସ୍ଥିତ କିଟ ସ୍ପୋର୍ଟ୍ସ ଗ୍ରାଉଣ୍ଡ ଠାରେ 'ଓଡ଼ିଆ ମେଗା ସିରିଏଲ କ୍ରିକେଟ ଲିଗ' ଉଦଘାଟିତ ହୋଇଯାଇଛି | ଦ୍ବିଦିବସୀୟ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି ଓଲିଉଡ଼ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ | ସାଧାରଣତଃ ଚ୍ୟାନେଲ…

ସାରେ ପଢ଼ାଉଛନ୍ତି ସଟ୍ଟା ଖେଳର ପାଠ !

ପଦ୍ମପୁର- ବିଲେଇ ଲୁଚି ଲୁଚି କ୍ଷୀର ପିଉଛି ସତେ ଯେମିତିକା କେହି ଜାଣି ପାରୁ ନାହାଁନ୍ତି ଏବଂ ଘର ମାଲିକ ବି ପୋଷା ବିରାଡି ପରେ ସ୍ନେହ ମମତା ଦେଖାଇ ସୁରକ୍ଷା ଦେଉଛି । ଗୋଟିଏ ଟଙ୍କା ବିନିମୟରେ ଅଶି ଟଙ୍କା କାହାକୁ ବା ଲୋଭ ନାହିଁ । ଏହି ସଟ୍ଟା ଖେଲ ମାୟାରେ ପଡି ପଥଭ୍ରଷ୍ଟ ହେଉଛନ୍ତି…

ଗାନ୍ଧିଜୀଙ୍କ ତିରୋଧାନ ଦିବସ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 

ରାୟଗଡ(ସରୋଜ କୁମାର ସାହୁ) :  ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଆବାସରରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସହିଦ ଦିବସ ପାଳନ କରାଯାଇଛି l  ଏହି ଅବସରରେ ଜିଲ୍ଲାପାଳ, ରୟାଗଡ଼ ଶ୍ରୀ ସରୋଜ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା,…

ସହରର ପରିମଳ ଓ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଅଧିକ ବ୍ୟବସ୍ଥିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ 

ରାୟଗଡ(ସରୋଜ କୁମାର ସାହୁ) :ରାୟଗଡ଼ ଜିଲ୍ଲାପାଳ ତଥା  ପୌରପରିଷଦର ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ବ୍ୟବସାୟିକ ସମ୍ପ୍ରଦାୟ ଏବଂ ଆପାର୍ଟମେଣ୍ଟ  ମାଲିକ ମାନଙ୍କ ସହିତ ଅନୁଷ୍ଠିତ ହୋଇଥିଲା l  ପୌର ନିର୍ବାହୀ ଅଧିକାରୀ ଶ୍ରୀ…

ପୁରୀ ଜିଲ୍ଲା କଂଗ୍ରେସ ସେବା ଦଳ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ 

ପୁରୀ: ଶନିବାର  ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ କଂଗ୍ରେସ ଭବନରେ ଗାନ୍ଧୀଙ୍କ ୭୩ ତମ ତିରୋଧାନ ଦିବସ ଉପଲକ୍ଷେ ଏକ ରକ୍ତଦାନ ସିବିର ଅନୁଷ୍ଠିତ ହୋଇଥିଲା ।  ପ୍ରଥମେ ଜିଲ୍ଲା କଂଗ୍ରେସର ବହୁ କର୍ମକର୍ତ୍ତା ଗାନ୍ଧୀଘାଟ ଯାଇ ଗାନ୍ଧିଜୀଙ୍କୁ…

ଶିକ୍ଷୟତ୍ରୀଙ୍କୁ ଛୁରୀ ମାରି ନିଜ ବେକ କାଟିଲେ ଯୁବକ 

ଛଡାଛଡିରେ ଆହତ ହେଲେ ତିନିଜଣ  ନୟାଗଡ଼(ବିଶ୍ୱଜିତ ନାୟକ) -ନୟାଗଡ଼ ଶରଣକୁଳ ଥାନା ଅନ୍ତର୍ଗତ ଗୋଡିପଡା ଠାରେ ଦେଖିବାକୁ ମିଳିଛି ଯୁବକଙ୍କ ଉନ୍ମତ କାଣ୍ଡ । ଶିକ୍ଷୟତ୍ରୀ ଙ୍କୁ ଘର ଭିତରେ କୌଣସି କାରଣରୁ ଛୁରାମାଡ କରି ନିଜ ବେକ ନିଜେ କାଟିଛନ୍ତି ଯୁବକ ଜଣକ। ଉଭୟଙ୍କୁ ଗୁରୁତର ଅବସ୍ଥାରେ…

ବୁଲିଲା ନଵୀନ ଖଣ୍ଡା, ଦୁର୍ନୀତିଗ୍ରସ୍ତ-ଅପାରଗ ବିନା ଖୁରରେ ନଣ୍ଡା 

ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ସଂଖ୍ୟା ପହଞ୍ଚିଲା ୧୧୩ ଭୁବନେଶ୍ବର(ଶାସକ ପ୍ରଶାସକ) : ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ…