Sign in
Sign in
Recover your password.
A password will be e-mailed to you.
ଷ୍ଟଡ଼ି ଏଣ୍ଡ ରିସର୍ଚ୍ଚ ସୋସାଇଟି ପକ୍ଷରୁ ଗୁଗୁଲ ମିଟ ଆପ ମାଧ୍ୟମରେ ଆଲୋଚନାଚକ୍ର।
ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଷ୍ଟଡ଼ି ଏଣ୍ଡ ରିସର୍ଚ୍ଚ ସୋସାଇଟି ପକ୍ଷରୁ ତୃତୀୟ ଅଧିବେଶନ ନଭେମ୍ବର ୨୨ ତାରିଖ ଦିନ ୧୦ ଘଣ୍ଟା ୩୫ ମିନିଟ ସମୟରେ ବୁଗୁଡା ନିକୁଞ୍ଜମୋହନ କ୍ଳବ ପରିସରରେ ପ୍ରତିଷ୍ଠାନର ମୁଖ୍ୟ, ଅଧ୍ୟାପକ ରବୀନ୍ଦ୍ର କୁମାର ପୋଲାଇଙ୍କ ତତ୍ତ୍ୱାବଧାନରେ ଗୁଗୁଲ ମିଟ ଆପ…
ଓଃ କି ଦୁଃଖଦ : ଚୂଆରେ ବୁଡ଼ି ଚାଲିଗଲା ଦୁଇ କୋମଳମତି ଶିଶୁଙ୍କ ଜୀବନ l
ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ସୀମାନ୍ତ ମୋଟୁ ଥାନା ଅନ୍ତର୍ଗତ ପୁଷୁଗୁଡା ପଂଚାୟତରେ ମୁକାନପାଲ୍ଲୀ ଗ୍ରାମରେ ଘଟିଛି ଏକ ବଡ ଅଘଟଣା ଏହି ଗ୍ରାମରେ ଦୁଇଜଣ ଭଉଣୀ ପାଣିରେ ବୁଡିଯିବା ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମୃତ ଦୁଇ…
ବିଏସଏନଏଲ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ - ସମ୍ବଲପୁର ବିଏସଏନଏଲ GMTD ଙ୍କ କାଯ୍ୟାଲୟ ବାହାରେ ବିଏସଏନଏଲ ଅସ୍ଥାୟି କର୍ମଚାରୀ ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ଅସ୍ଥାୟୀ କର୍ମଚାରୀ ସଂଘ ଅଭିଯୋଗ କରିଛି ଯେ ଗତ ୯ ମାସ ହେଲା ବିଏସଏନଏଲ ସମ୍ବଲପୁର ଡିଭିଜନରେ କାଯ୍ୟ କରୁଥିବା ଅସ୍ଥାୟି କର୍ମଚାରୀ…
ଉତ୍କଳିୟମ୍ ଫାଉଣ୍ଡେସନ ଜିଲ୍ଲା ସଭାପତି ହେଲେ ସରୋଜ ସାହୁ।
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ମାନବ ଅଧିକାର ଉପରେ କାର୍ଯ୍ୟ କରୁଥିବା ସର୍ବ ଭାରତୀୟ ଉତ୍କଳିୟମ ଫାଉଣ୍ଡେସନର ଜିଲ୍ଲା ସଭାପତି ରୂପେ ସାମ୍ବାଦିକ ତଥା ସଂଗଠକ ସରୋଜ ସାହୁଙ୍କୁ ସମ୍ବଲପୁର ଜିଲ୍ଳା ସଭାପତି ରୂପେ ମନୋନିତ କରାଯାଇଛି । ଏହାର ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନ ଏ ନେଇ ଆଜି ଘୋଷଣା…
ଆୟୁର୍ବେଦ ଡାକ୍ତରଙ୍କ ସର୍ଜରୀକୁ କେନ୍ଦ୍ର ସରକାରଙ୍କ ମୋହର
ଇଂଜେକ୍ସନକୁ ମଧ୍ୟ ଅନୁମତି ଦେବାକୁ ନିଆଡାର ଦାବି।
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ): ଦେଶରେ ଆୟୁର୍ବେଦ ଡାକ୍ତରମାନଙ୍କ ଅସ୍ତ୍ରୋପଚାର (ସର୍ଜରି)କୁ ଭାରତ ସରକାର ଆଇନ ସମ୍ମତ ଘୋଷଣାକରି ଦେଶ ଓ ଭାରତୀୟ ଚିକିତ୍ସା ପଦ୍ଧତି ଉପରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାରଙ୍କ ଏହି…
ବିଶାଳଖିଣ୍ଡା ଗ୍ରାମରେ 24 ତମ ମହାସଭା ର ବାର୍ଷିକୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
ସମ୍ବଲପୁର(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ମୁରା ପୀଠ ସାତପାଲି ଅନ୍ତର୍ଗତ ବିଶାଳଖିଣ୍ଡା ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ବିଶାଳଖିଣ୍ଡା ବିଶାଶହେ କୁଳତା ସମାଜ ର ସଭାପତି ସଚିତା ନନ୍ଦ ପଧାନ ସଭାପତିତ୍ୱ କରିଥିଲେ ଓ ଚକ୍ରl ପୀଠ ସଭାପତି ଗୋପାଳ…
ସମ୍ବଲପୁର ଜିଲ୍ଲା ରେ ହେବ ୨୬ ରେ ଧର୍ମଘଟ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଆସନ୍ତା ୨୬ ତାରିଖରେ କେନ୍ଦ୍ର ସରକାରଙ୍କ ଜନବିରୋଧି ନିତି ବିରୋଧରେ କେନ୍ଦ୍ରିୟ ଶ୍ରମିକ ସଂଗଠନ ସମୁହ ପକ୍ଷରୁ ସର୍ବଭାରତୀୟ ଧର୍ମଘଟ ର ଡାକରା ଦିଆଯାଇଛି । ଏହି ଧର୍ମଘଟ ରେ ୧୦୦ ରୁ ଉଦ୍ଦ ଫେଡେରେସନ ଓ ଆସୋସିଏସନ ସାମିଲ ରହି କେନ୍ଦ୍ର ସରକାର ଜନବିରୋଧି…
ଓସା ଦ୍ୱାରା ଆମେରିକୀୟ ଓଡ଼ିଆ ପିଲାଙ୍କର ଚିଠି ମହୋତ୍ସବ ଆୟୋଜିତ
କାଲିଫର୍ଣିଆ: ଓଡିଶା ସୋସାଇଟି ଅଫ ଆମେରିକାଜ଼(ଓସା) ଦ୍ୱାରା ନିକଟରେ ଓଡ଼ିଆ ପିଲାମାନଙ୍କର ଚିଠି ଲେଖା ୱେବ ମହୋତ୍ସବ ଆୟୋଜିତ ହୋଇଯାଇଛି | ‘ଜେଜେଙ୍କୁ ଚିଠି’ ନାମକ ଏହି ବିରଳ ସାରସ୍ୱତ ଆସର ରେ ଆମେରିକାର ବିଭିନ୍ନ ନଗରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କର କୁନି ଛୁଆ ମାନେ ଅଂଶ…
ଓଡ଼ିଶାରେ ୫୭,୩୭୯ କୋଟି ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ୪୬ ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କଲେ ଧର୍ମେନ୍ଦ୍ର
• ପ୍ରଧାନମନ୍ତ୍ରୀ ଏବଂ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ
• 46ଟି ସାଗରମାଳା ପ୍ରକଳ୍ପ ମଧ୍ୟରୁ ୫୦୦୬ କୋଟି ମୂଲ୍ୟର ୧୪ଟି ପ୍ରକଳ୍ପର କାମ ଶେଷ
• ୩୩,୨୫୪ କୋଟି ଟଙ୍କା ମୂଲ୍ୟର ୨୨ ଟି ପ୍ରକଳ୍ପ କ୍ରିୟାନ୍ୱୟନ ପ୍ରକ୍ରିୟାରେ
• ୧୯,୦୫୯ କୋଟି ଟଙ୍କା ମୂଲ୍ୟର…
ଏକକ ପିଜି ପ୍ରବେଶିକା ପରୀକ୍ଷାର ମେଧାତାଲିକା ୱେବସାଇଟରେ ଉପଲବ୍ଧ
ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ଏକକ ପିଜି ପ୍ରବେଶିକା ପରୀକ୍ଷାର ମେଧା ତାଲିକା ସାମସ୍-ସିପିଇଟି ୨୦୨୦ର ୱେବସାଇଟରେ ଉପଲବ୍ଧ କରାଯାଇଛିା
ଜନସାଧାରଣ www.samsodisha.gov.in…