Sign in
Sign in
Recover your password.
A password will be e-mailed to you.
‘ଆହାର’ ଯୋଗାଉଥିବା କର୍ମଚାରୀଙ୍କୁ ଆହାର ଯୋଗାଇବ କିଏ?
ବକେୟା ଦରମା ପୁନଃନିଯୁକ୍ତି ପାଇଁ ଅନଶନରେ ବସିଲେ ଆହାର କେନ୍ଦ୍ରର କର୍ମଚାରୀ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଆହାର କେନ୍ଦ୍ରର କର୍ମଚାରୀମାନେ ବର୍ତ୍ତମାନ ଧାରଣାରେ ବସିଛନ୍ତି। ଲକଡାଉନ ସମୟରୁ ସେମାନଙ୍କ କାମ ଯାଇଛି, କଟା ଘା'ରେ ଚୂନ ଲଗାଇବା ଭଳି ଗତ ସାତ…
ଝାରସୁଗୁଡ଼ା, ବେଲପାହାଡ଼ ଓ ବ୍ରଜରାଜନଗର ରେଲୱେ ଷ୍ଟେସନକୁ ସମ୍ବଲପୁର ଡିଭିଜନରେ ସାମିଲ କରିବାକୁ ଦାବି।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା, ବେଲପାହାଡ଼ ଓ ବ୍ରଜରାଜନଗର ରେଳ ଷ୍ଟେସନ ବହୁ ପୁରୁଣା। ଝାରସୁଗୁଡ଼ା ହେଉଛି ପୁରୁଣା ଜଙ୍କସନମାନଙ୍କ ମଧ୍ୟରୁ ଗୋଟିଏ। କିନ୍ତୁ ଏକବିଂଶ ଶତାବ୍ଦୀରେ ମଧ୍ୟ ଏହି ଷ୍ଟେସନଗୁଡ଼ିକ ଅନେକ ପୁରୁଣା ସମସ୍ୟା ଦେଇ ଗତି କରୁଛନ୍ତି।…
ଏସପିଙ୍କ ସହ ବନ୍ଧୁତା କରି ସମାପିତ ହେଲା “ଚାଇଲ୍ଡଲାଇନ ସହ ବନ୍ଧୁତା” ରଥ କାର୍ଯ୍ୟକ୍ରମ।
ଝାରସୁଗୁଡ଼ା :(ସୁଭାଷ ସହାରେ): ଚାଇଲ୍ଡଲାଇନ ଦ୍ଵାରା ଆରମ୍ଭ କରାଯାଇଥିବା ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ 'ଚାଇଲ୍ଡଲାଇନ ସହ ବନ୍ଧୁତା' ରଥର ପରିକ୍ରମା କାର୍ଯ୍ୟକ୍ରମ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ବନ୍ଧୁତା ସ୍ଥାପନ ପରେ ସମାପିତ ହୋଇଛି। ଏହି ଅବସରରେ ଚାଇଲ୍ଡଲାଇନ କେନ୍ଦ୍ର ସଂଯୋଜକ…
‘ଛଟ’ ପାଳନ ଅବସରରେ କୋଭିଡ ନିୟମର ଉଲ୍ଲଘଂନ। ଗିରଫ ହେଲେ ୪୬ ଜଣ।
ଝାରସୁଗୁଡ଼ା :( ସୁଭାଷ ସହାରେ)-ରାଜ୍ୟ ସରକାରଙ୍କ କୋଭିଡ ନିୟମାବଳୀ ଓ ଜିଲ୍ଲା ପ୍ରଶାସନର ୧୪୪ ଧାରାକୁ ଉଲ୍ଲଘଂନ କରି ଛଟ ପୂଜା ପାଳନ କରିଥିବା ୪୬ ଜଣଙ୍କୁ ଜିଲ୍ଲା ପୋଲିସ ଗିରଫ କରିଛି।
ସୂଚନା ଅନୁଯାୟୀ,କୋରୋନା ସଂକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନଦୀଘାଟ, ପୋଖରୀ…
ପ୍ରେମ ଜାଲରେ ଫସାଇ ପ୍ରତାରିତ କଲେ ବିବାହିତ। ପୋଲିସ ଦ୍ବାରା ଗିରଫ।
ଝାରସୁଗୁଡ଼ା :(ସୁଭାଷ ସହାରେ) - ପ୍ରଥମେ ପ୍ରେମର ଅଭିନୟ, ପରେ ଶାରୀରିକ ଶୋଷଣ ଓ ପରେ ପ୍ରତାରଣା। ଏହିପରି ଏକ ଅଭିଯୋଗ ଆସିଛି ଝାରସୁଗୁଡ଼ା ଜିଲ୍ଲାର ବନହରପାଲି ଥାନା ଅଞ୍ଚଳରେ ଏହି ଘଟଣା ଘଟି ପୁଣି ଥରେ ପ୍ରେମକୁ ବଦନାମ କରାଯାଇଛି। ଥାନାରେ ଯୁବତୀଙ୍କ ଦ୍ବାରା ଅଭିଯୋଗ ହେବା ପରେ ଅଭିଯୁକ୍ତ…
ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କୁ ଶୀତବସ୍ତ୍ର ଓ ଜୋତା ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମନ୍ୱିତ ଶିଶୁ ବିକାଶ ସମିତିର ସପ୍ତାହ ପାଳନ ଅବସରରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ ସୀତାପୁର ଗ୍ରାମ ସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ କେନ୍ଦ୍ରର ଶିଶୁମାନଙ୍କୁ ଶୀତବସ୍ତ୍ର ଓ ଜୋତା ବଣ୍ଟନ ଓ କରୋନା…
ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲର ୧୦ମ ପ୍ରତିଷ୍ଠା ଦିବସ ପାଳିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ ଓଡିଶା ଶିଶୁ ପରିବାର ଓ ମହିଳା ବିଭାଗ ତରଫରୁ ୧୦ମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ବୋଷ ଡେନସ ଷ୍ଟୁଡିଓ ପରିସରରେ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ , ଗଜପତି ଜିଲ୍ଲା ୟୁନିଟ…
ବିଦାହେଲେ ଅଖିଳେଶ୍ୱର ସିଂ, ୧ ଏସଆଇଙ୍କ ସମେତ ୨ କନେଷ୍ଟବଲ ନିଳମ୍ବିତ
ପୁରୀ : ହାଜତ ମୃତ୍ୟୁ ମାମଲାରେ ଶୁକ୍ରବାର ବିଦା ହୋଇଛନ୍ତି ପୁରୀ ଏସପି ଅଖିଳେଶ୍ୱର ସିଂ। ଶନିବା ନୁଆ ଏସପି ଭାବେ କନୱର ବିଶାଲ ସିଂ କାର୍ଯ୍ୟରେ ଯୋଗଦେବେ । ଏଥିସହ ୧ ଏସଆଇ ବିପ୍ଳବ କୁମାର ପ୍ରଧାନ ସମେତ ୨ କନେଷ୍ଟବଲ ଜଗନ୍ନାଥ ସ୍ୱାଇଁ ଓ ବାବୁଲି ବେହେରାଙ୍କୁ ନିଳମ୍ବିତ କରାଯାଇଛି ।…
ସମରେ ଆରମ୍ଭ ହେଲା କୋଭ୍ୟାକ୍ସିନ ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ
ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ-୧୯ ବିରୁଦ୍ଧରେ ବହୁ ପ୍ରତୀକ୍ଷିତ "କୋଭାକ୍ସିନ' ଟୀକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସ୍ଥାନୀୟ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲରେ ଗୁରୁବାର ଦିନ ଆରମ୍ଭ ହୋଇଛି ।
ହସପିଟାଲର ପ୍ରିଭେଂଟିଭ ଆଣ୍ଡ ଥେରାପିଉଟିକ୍…
କଂଗ୍ରେସ ଜାମ୍ମୁ ଓ କାଶ୍ମୀରରେ ବିଛିନ୍ନତାବାଦୀଙ୍କୁ ପ୍ରୋତ୍ସାହିତ କରୁଛି : ଅପରାଜିତା ଷଡଙ୍ଗୀ
କଂଗ୍ରେସ ଦଳ ଗୁପକର ଗଠବନ୍ଧନରେ ସାମିଲ ହୋଇ ନିଜକୁ ରାଷ୍ଟ୍ରବିରୋଧୀ ବୋଲି ପ୍ରମାଣିତ କରିଛି
ଭୂବନେଶ୍ୱର (ଶାସକ ପ୍ରଶାସକ) : ଧାରା ୩୭୦ ଏବଂ ୩୫(କ) ଭାରତୀୟ ସମ୍ବିଧାନର ଅସ୍ଥାୟୀ ଅଙ୍ଗ ଥିଲା । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିସ୍ତୃତ ଆଲୋଚନା କରାଯାଇ ଗତ ବର୍ଷ ଅଗଷ୍ଟ ୫ ତାରିଖ ଦିନ ଏହି…