Sign in
Sign in
Recover your password.
A password will be e-mailed to you.
କୋରୋନା ସଂକ୍ରମଣରେ ଦିଲ୍ଲୀରେ ଆଖି ବୁଜିଲେ ଯୁବ ଡାକ୍ତର
ବାଲ୍ୟ ବନ୍ଧୁଙ୍କୁ ଶୋକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମନ୍ତ୍ରୀ ସୁଶାନ୍ତ
ବରଗଡ :- ଦିଲ୍ଲୀ ସ୍ଥିତ ରାମ ମନୋହର ଲୋହିଆ ଡାକ୍ତରଖାନାର ସୁପରିଚିତ ମେଡ଼ିସିନ ସ୍ପେସିଆଲିଷ୍ଟ , ବଲାଙ୍ଗୀର ନିବାସୀ ଯୁବ ଡାକ୍ତର ଶ୍ରୀମନ୍ତ ସାହୁଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଏଠାରେ…
ବାଘ ଛାଲ, ନଖ ଓ ଦାନ୍ତ ଜବତ :ତିନି ଅଭିଯୁକ୍ତ ଗିରଫ
ବରଗଡ :- ସରକାରଙ୍କର କଠୋର ଆଇନ ସତ୍ତ୍ୱେ ଜଙ୍ଗଲରେ ଚାଲିଛି ଅବାଧ ଶିକାର । ଶିକାରୀ ମାନଙ୍କ ଲୋଲୁପ ଦୃଷ୍ଟି ପଡିଛି ଜଙ୍ଗଲର ଜୀବଜନ୍ତୁ ଙ୍କର ଉପରେ । ବରଗଡ଼ ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା ଭଟଲି ଛକ ନିକଟରୁ ଜବତ ହୋଇଛି ବାଘଛାଲ । ବରଗଡ଼ ଟାଉନ ପୋଲିସ ଏବଂ ବନବିଭାଗ ମିଲିତ ଭାବରେ ଚଢ଼ାଉ…
ଅଧିକ ସାତୋଟି ରୋଡ୍ ଓଭର ବ୍ରିଜ୍ ନିର୍ମାଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଚୁକ୍ତିନାମା
ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ପ୍ରମୁଖ ରେଳପଥରେ ଖୋର୍ଦ୍ଧା ରୋଡ଼-ପଲାସା ରେଳ ସେକ୍ସନର ଧାନମଣ୍ଡଳ-ବ୍ରହ୍ମପୁର ରେଳ ଷ୍ଟେସନ ମଧ୍ୟରେ ସାତୋଟି ରୋଡ୍ ଓଭର ବ୍ରିଜ୍ ନିର୍ମାଣ ପାଇଁ ପୂର୍ବତଟ ରେଳପଥ ଓ ଇଞ୍ଜିନିୟରିଂ ପ୍ରୋଜେକ୍ଟ (ଇଣ୍ଡିଆ) ଲିମିଟେଡ୍ (ଇପିଆଇଏଲ୍) …
ସରକାରୀ ଗାଇଡଲାଇନକୁ ଉଲ୍ଲଙ୍ଘନ: ଛାତ୍ରାବାସରେ ନରହି ଆସୁଛି ବିଦ୍ୟୁତ ଓ ପାଣି ବିଲ ,ତେଜୁଛି ଛାତ୍ର ଅସନ୍ତୋଷ l
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ଓଡ଼ିଶା କ୍ରୁଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି) ଅଧିନସ୍ଥ ଚିପିଲିମା ସ୍ଥିତ କୃଷି ଓ ଉଦ୍ୟାନ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚଳିତ ଶିକ୍ଷ୍ୟାବର୍ଷ ର ବର୍ଦ୍ଧିତ ଶୁଳ୍କ ଫି ଆଦାୟ କୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି l ବିଶ୍ଵବିଦ୍ୟାଳୟ…
ଭଞ୍ଜନଗର ଏନ.ଏ.ସି ରେ ମୋ ୱାର୍ଡ କାଯ୍ୟକ୍ରମ
ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ଏନ.ଏ.ସି ରେ ଆରମ୍ଭ ହୋଇଛି "ମୋ ୱାର୍ଡ" ଅଭିଯାନ। ଏହି ଅବସରରେ ଏନ.ଏ.ସିର ୧୪ ନମ୍ବର ୱାର୍ଡ ଡେଭଲପମେଣ୍ଟ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଏନ.ଏ.ସି ପ୍ରଶାସକ ତଥା ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇ ୱାର୍ଡ କମିଟି ସଦସ୍ୟ ଓ…
ଗୁହାରୀ ଶୁଣିଲେନି ସରକାରୀ ବାବୁ: ଉପାନ୍ତ ଅଂଚଳରେ ପ୍ରାୟ ଦଶ କିମି ରାସ୍ତା ତିଆରି କଲେ ଗ୍ରାମବାସୀ ।
ପଦ୍ମପୁର - ଗ୍ରାମାଂଚଳ ଗୁଡିକୁ ସହର ସହିତ ଯୋଡିବା ପାଇଁ ବା ସହଜରେ ଗମନା ଗମନ କରିବା ପାଇଁ ସରକାର ବିଭିନ୍ନ ମାଧ୍ୟମରେ ପକ୍କା ସଡକ ମାନ ତିଆରି କରିଛନ୍ତି । ଏହି ସଡକ ତିଆରି ହେବା ଦ୍ୱାରା ଉପାନ୍ତ ଅଂଚଳର ଲୋକମାନେ ସହଜରେ ସହର ସହ ଯୋଡି ହେଇ ପାରୁଛନ୍ତି । ହେଲେ ବର୍ତମାନ ମଧ୍ୟ ପଦ୍ମପୁର…
ନଭେମ୍ବର ୨୫ ରାତିରେ ଘୂର୍ଣ୍ଣିଝଡ଼ ତାମିଲନାଡୁ-ପୁଡୁଚେରୀ ଉପକୂଳକୁ ଅତିକ୍ରମ କରିପାରେ
ଭୁବନେଶ୍ୱର, : ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥବା ଅବପାତ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଚେନ୍ନାଇ ଠାରୁ ୪୩୦ କିମି ଦକ୍ଷିଣ ପୂର୍ବରେ ମଙ୍ଗଳବାର ସକାଳ ୧୧.୩୦ ସମୟରେ କେନ୍ଦ୍ରୀଭୂତ ହୋଇଛି ବୋଲି ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ।…
ଭାର୍ଗବୀ ନଦୀ ଉପରେ ପଥରପଦାଠାରେ ସେତୁ ନିର୍ମାଣ କାର୍ଯ୍ୟ ନେଇ ବୈଠକ
କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ନିଷ୍ପତ୍ତି
ଭୁବନେଶ୍ୱର,: ବ୍ରହ୍ମଗିରି ବ୍ଲକର କପିଳେଶ୍ୱରପୁର ପଞ୍ଚାୟତର ଭାର୍ଗବୀ ନଦୀ ଉପରେ ପଥରପଦାଠାରେ ସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ…
ଏବେବି ବଞ୍ଚିଛି ମାନବିକତା : ମାତୃଭୂମି ସ୍ବେଚ୍ଛାସେବୀ ସଙ୍ଗଠନ କଲା ଶବଦାହ
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ମଙ୍ଗଳବାର ରେଙ୍ଗାଲି ବ୍ଳକ ବାବୁଖିଣ୍ତା ଗ୍ରାମର ଶୁଶିଲ ବାଗ (୪୨) ଏକ ଅଜଣା ରୋଗର ଆକ୍ରାନ୍ତ ହୋଇ ଆକସ୍ମିକ ଭାବରେ ମୃତ୍ୟୁ ବରଣ କରିଥିଲେ l ସେ କିଛି ବର୍ଷ ପୂର୍ବେ ଅନ୍ୟ ଏକ ଜାତିର ମହିଳାଙ୍କୁ ପ୍ରେମ ବିବାହ କରିଥିଲେ l ଏହି କାରଣରୁ ତାଙ୍କୁ ଜାତିରୁ…
ଜିଲ୍ଲା ପ୍ରାଣୀଧନ ବିଭାଗ ପକ୍ଷରୁ କୁକୁଡ଼ା-ଚିଆଁ ଉତ୍ପାଦନ କେନ୍ଦ୍ରର ପୁନଃରୁଦ୍ଧାର ତଥା ଚାଷୀ ମାନଙ୍କୁ କୁକୁଡ଼ା ଚିଆଁ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରାଣୀଧନ ବିଭାଗ ପକ୍ଷରୁ କୁକୁଡ଼ା-ଚିଆଁ ଉତ୍ପାଦନ କେନ୍ଦ୍ରର ପୁନଃରୁଦ୍ଧାର ଓ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିନିକିଆ କୁକୁଡ଼ା ଚିଆଁ ବିତରଣର ଶୁଭାରମ୍ଭ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପ୍ରାଣୀଧନ ବିଭାଗର ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ…