ଅଭିଯୁକ୍ତଙ୍କ ସହ ଆଶ୍ରମ ସୁପରିଣ୍ଟେଣ୍ଡେଣ୍ଟଙ୍କ ହାତ ମିଳାଇବା ପ୍ରସଙ୍ଗ : ୮ମାସ ପରେ  ଓଡିଶା ରାଜ୍ୟ ଶିଶୁ ସୁରକ୍ଷା…

ପୋଲିସ  ପ୍ରଶାସନ ନବୁଝିବାରୁ ଏନ୍.ଏଚ୍.ଆର୍.ସି.ଙ୍କ ପାଖରେ ହୋଇଥିଲା ଆବେଦନ ଏନ୍.ଏଚ୍.ଆର୍.ସି.ଙ୍କ ନିର୍ଦ୍ଦେଶ ପରେ ଏବେ ତ୍ୱରାନ୍ୱିତ ତଦନ୍ତ ପ୍ରକ୍ରିୟା  ବରଗଡ :-ପଦ୍ମପୁର ଉପଖଣ୍ତସ୍ତ ପାଇକମାଲ ବ୍ଲକ ଅର୍ନ୍ତଗତ କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ଜଣେ ପୋକସୋ  କେସ୍‌ ବିଚାରାଧିନ ଝିଅ…

ଶୁକ୍ରବାର ଦିବ୍ୟଦୁର୍ଲ୍ଲଭ ନାଗାର୍ଜୁନ ବେଶ 

ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି : ଚଳିତ ବର୍ଷ ନାଗାର୍ଜୁନ ବେଶକୁ ରଖାଯିବ ସଂଗ୍ରହାଳୟରେ  ବେଶ ଭାଇରାଲ ହେବା  ଆଶଙ୍କା, ଶ୍ରୀମନ୍ଦିରକୁ ମୋବାଇଲ ମନା  ପୁରୀ/ସ୍ୱତନ୍ତ୍ର ପ୍ରତିନିଧି : ମହାପ୍ରଭୂମାନଙ୍କ  ଦୁର୍ଲଭ ନାଗାର୍ଜୁନ ବେଶ ଶୁକ୍ରବାର ସଂପନ୍ନ ହେବ । ଏଥିପାଇଁ ଆଜି ଛତିଶା ନିଯୋଗ…

ପରିବର୍ତ୍ତିତ ଜଳବାୟୁ ଓ ଖାଦ୍ୟାଭ୍ୟାସକୁ ଦୃଷ୍ଟିରେ ରଖି କୃଷି ପଦ୍ଧତିର ବିକାଶ କରାଯିବା ଦରକାର : ମନ୍ତ୍ରୀ ଡ. ସାହୁ

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୃଷକ ମେଳା-୨୦୨୦ ଚାଷୀଙ୍କ ପାଇଁ ନୂତନ ଜ୍ଞାନକୌଶଳ ସଂପର୍କରେ ସଚେତନତା ବୃଦ୍ଧି ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ ଭୁବନେଶ୍ୱର (ଶାସକ ପ୍ରଶାସକ) : ଜୀବନଧାରଣ ପାଇଁ କୃଷି ଅପରିହାର୍ଯ୍ୟା ସାରା ବିଶ୍ୱ କୋଭିଡ୍-୧୯ ପରି ଏକ ମହାମାରୀର ସଙ୍କଟ ଦେଇ ଗତି…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ “ଅକ୍ଷରା”

ପୋଲସରା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍‌ରେ ସ୍ଥାନ ପାଇଲା ଅବନା ଅନୁପ୍ରାସ କବିତାମାଳା 'ଅକ୍ଷରା'। ହାତୀଓଟ ନୋଡ଼ାଲ୍ ହାଇସ୍କୁଲ ସହକାରୀ ଶିକ୍ଷକ କୁଳମଣି ସାହୁଙ୍କ ଦ୍ବାରା ରଚିତ ଏହି ପୁସ୍ତକଟି ଏକ ଅନନ୍ୟ ଓଡ଼ିଆ କବିତା ପୁସ୍ତକ ଭାବରେ ଇଣ୍ଡିଆ ବୁକ୍ ଅଫ୍…

ସିଦ୍ଧି ଦିବସ ପାଳିତ

ଭଞ୍ଜନଗର ( ନିଲୁ ବିଷୋୟୀ)- ଗଞ୍ଜାମ ଜିଲ୍ଲାର  ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଭଞ୍ଜନଗର ଠାରେ ସାମାଜିକ ଦୂରତା  ରକ୍ଷାକରି ସିଦ୍ଧିଦିବସ ପାଳିତ ହୋଇଯାଇଛି  । ଏଥି ନିମିତ୍ତ ଆୟୋଜିତ ସଭାରେ ଶିକ୍ଷା କେନ୍ଦ୍ର ସଭାପତି କୃତ୍ତିବାସ  ବିଶ୍ବାଳ ଅଧ୍ୟକ୍ଷତା କରିଥିଲେ l ଅଞ୍ଚଳ…

୯ଦଫା ଦାବିନେଇ ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର (ଆରଆରଟିଟିଏସ) ରେ ଶ୍ରମିକଙ୍କ ଧାରଣା l 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ଓଡିଶା ବୈଷୟିକ କୃଷି ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଅଧିନସ୍ଥ ଚିପିଲିମା ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର (ଆରଆରଟିଟିଏସ୍)ରେ ଡିଏଲଆର,ଏନଏମଆର,କାଜୁଆଲ ମିଶି ପାଖାପାଖି ଶହେଜଣ ପୁରୁଷ ମହିଳା ଶ୍ରମିକ କାର୍ଯ୍ୟରତ ଥିବାବେଳେ, ସେମାନେ ବିଭିନ୍ନ ସମସ୍ୟା…

ଶାରୀରିକ ଏବଂ ମାନସିକ ସୁସ୍ଥତା ଲାଗି ବ୍ୟାୟାମର ଆବଶ୍ୟକତା ଅପରିହାର୍ଯ୍ୟ : କ୍ରୀଡ଼ାମନ୍ତ୍ରୀ 

ବିଭିନ୍ନ ବୟସ ପାଇଁ ଫିଟନେସ ପ୍ରୋଟୋକଲ ଓଡ଼ିଆ ପୁସ୍ତକ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ଲୋକାର୍ପିତ ଭୁବନେଶ୍ୱର(ଶାସକ ପ୍ରଶାସକ) :  ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ଓଡ଼ିଆ ଭାଷାରେ…

ଦାବି ପୁରଣ ନେଇ ପଶ୍ଚିମ ଓଡିଶା ବାଜା ମାଲିକ ସଂଘ ର ବିକ୍ଷୋଭ

  ରମାକାନ୍ତ ବିଶ୍ବାଳ /ସମ୍ବଲପୁର- ପଶ୍ଚିମ ଓଡିଶା ବାଜା ମାଲିକ ସଂଘ ପକ୍ଷରୁ ବାଜା କଳାକାର ଓ  ବାଜା ମାଲିକଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଆରଡିସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କରୋନା ମହାମାରି ଯୋଗୁଁ ଆଠ ମାସ ହେଲା…

ଲିଚୁମାଳରୁ ଲାଗିଲା ନିଆଁ : ଜଳିଲା ଶ୍ରୀ ଲକ୍ଷ୍ମୀ ଜୁଏଲର୍ସ

ବୁଗୁଡା  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଦୀପାବଳୀ ଉପଲକ୍ଷେ ଘର ଓ ଦୋକାନ ବାହାରେ ଲାଗିଥିଲା ଲିଚୁମାଳ। ବହୁ ବ୍ୟକ୍ତି ଚଳିତ ବର୍ଷ ବ୍ୟବହାର କରିଛନ୍ତି ଏହି ପ୍ରକାର ଲିଚୁମାଳ। | ହେଲେ ଏହି ଲିଚୁମାଳ ବୁଗୁଡା ଶ୍ରୀ ଲକ୍ଷ୍ମୀ ଜୁଏଲର୍ସ ର ଅଗ୍ନିକାଣ୍ଡର କାରଣ ପାଲଟିଛି। ଲିଚୁମାଳରେ ସର୍ଟ…

  ବାଲିମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନର ରିପୋର୍ଟ୍ ପ୍ରତି ଅସନ୍ତୋଷ ପ୍ରକାଶ କଲେ ଗୁଣପୁର ଉପଜିଲ୍ଲାପାଳ। 

(ଗୁଣପୁର/ମାଧବ ବିଡ଼ିକା ) - ଗୁଣପୁର ଉପଖଣ୍ଡ ଭାମିନୀ ବାଲୁକାଶଯ୍ୟାରୁ ବେଆଇନ ବାଲି ଉଠାଣ,ଗଚ୍ଛିତ ଓ ଅନ୍ଧ୍ରକୁ ଟ୍ରକ ମାଧ୍ୟମରେ ରାତ୍ରି ସମୟରେ ଚାଲାଣ ଘଟଣାକୁ ବିରୋଧ କରି ରାସ୍ତାରୋକ ହେବା ପରେ ଉପଜିଲ୍ଲାପାଳ ଶ୍ରୀ ସୋନାଲ ଜେ ତତ୍ପରତା ପ୍ରକାଶ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।…