Sign in
Sign in
Recover your password.
A password will be e-mailed to you.
ସମ୍ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍ଘାଟିତ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ବୁଧବାର ଦିନ ଏକ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍ଘାଟିତ ହୋଇଯାଇଛି ।
ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଗ୍ରହଣ…
କ୍ୟୁଏସ୍ ଏସିଆ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍ରେ ପୁଣି ଥରେ ଆଗରେ ସୋଆ
ଭୁବନେଶ୍ୱର, ୨୫/୧୧ : ସମ୍ମାନଜନକ କ୍ୟୁଏସ୍ ଏସିଆ ୟୁନିଭର୍ସିଟି ୨୦୨୧ ର୍ୟାଙ୍କିଙ୍ଗ୍ରେ ନିଜ ସ୍ଥିତିକୁ ସୁଦୃଢ଼ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) । ବୁଧବାର ଏହି ର୍ୟାଙ୍କିଙ୍ଗ ପ୍ରକାଶ ପାଇଥିବା ବେଳେ ସୋଆ ଏଥିରେ ଉଚ୍ଚତର ମାନ୍ୟତା ପାଇଛି ।
ଗତବର୍ଷ ଏହି…
ବିଜୁ ଯୁବ ଜନତା ଦଳର ୫ଟି ଜିଲ୍ଲା ଏବଂ ବ୍ରହ୍ମପୁର ସାଙ୍ଗଠନିକ ଜିଲ୍ଲା କମିଟିର ନୂତନ କର୍ମକର୍ତ୍ତା
ଭୁବନନେଶ୍ୱର/ଶାସକ ପ୍ରଶାସକ : ବିଜୁ ଜନତା ଦଳର ସଙ୍ଗଠନକୁ ଆହୁରି କ୍ରିୟାଶୀଳ ଏବଂ ସୁସଙ୍ଗଠିତ କରିବା ନିମନ୍ତେ ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର)…
ଚୋରାରେ ଓଡିଶା ମଣ୍ଡିକୁ ଆସୁଛି ଛତିଶଗଡ଼ ଧାନ, ଦଲାଲ ସକ୍ରିୟ !
ସୀମାବର୍ତ୍ତୀ ଓଡିଶା ମଣ୍ଡି ଓ ଗଳାବାଟ ଉପରେ ଜଗଦଳପୁର ପୋଲିସ ରଖିଛି ନଜର
ମଣ୍ଡିଗୁଡିକୁ ଦଲାଲ ମୁକ୍ତ ଓ ଛତିଶଗଡ଼ି ଧାନ ମୁକ୍ତ ରଖିବା ଜଗଦଲପୁର ଆଇ ଆଇ ସି ଙ୍କ କଡାପଦକ୍ଷେପ
ଝାରବନ୍ଧ-ମନୋହର ଦାଶ :ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ଛତିଶଗଡ଼ ରାଜ୍ୟ ର ଧାନ ଯେପରି ବରଗଡ଼ ଜିଲ୍ଲା ପଦ୍ମପୁର…
ଅଟୋ ଓଲଟି ଦୁଇ ଗୁରୁତର
ଭଞ୍ଜନଗର ( ନିଲୁ ବିଷୋୟୀ ) - ଆଜି ଅପରାହ୍ନ ସମୟରେ କନ୍ଧମାଳ ଜିଲ୍ଲା ଉଦୟଗିରିରେ ଶିକ୍ଷାକତା କରୁଥିବା ଜଣେ ଶିକ୍ଷୟତ୍ରୀ ନିଜ ସଂର୍ପକୀୟ ଙ୍କ ଘର ଭଞ୍ଜନଗରକୁ ଆସି ଅଟୋରେ ଫେରୁଥିବା ବେଳେ କେଏସୟୁବି କଲେଜ ଛକ ନିକଟରେ ଦୁର୍ଘଟଣା ଘଟିଥିଲା। ଫଳରେ ଅଟୋ ଚାଳକ ଙ୍କ ସମେତ ଉକ୍ତ ଶିକ୍ଷୟିତ୍ରୀ…
ଜିଲ୍ଲା ପ୍ରେସ ରୁମର ପୁନଃ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର
ପୁରୀ(ସ୍ୱତନ୍ତ୍ର ପ୍ରତିନିଧି) : ଜିଲ୍ଲା ପ୍ରେସ ରୁମ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ରୁମଟି ପୁରୁଣା ଓ ଜରାଜିର୍ଣ୍ଣ ହୋଇଗଲାଣି । ସାମ୍ବାଦିକମାନେ ବସିବାକୁ ସ୍ଥାନ ନାହିଁ, କି ପେପର ଖଣ୍ଡେ ପଢିବାକୁ ଟେବୁଲ ନାହିଁ । ସହର ବାହାରୁ ସାମ୍ବାଦିକମାନେ ଆସିଲେ ସୁଲଭ ମୂଲ୍ୟରେ ରହଣୀର ବ୍ୟବସ୍ଥା…
“ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷାରଏକ ସୁଦୀର୍ଘ ତଥା ଗୌରବାବହ ପରମ୍ପରା ରହିଛି |”
ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ୧୨୦ ଜଣ ଓଡ଼ିଆ ଅଧ୍ୟାପକଙ୍କ ନିଯୁକ୍ତି
"ଓଡ଼ିଆ ଭାଷାକୁ ଅଧିକ ରୁଦ୍ଧିମନ୍ତ କରିବାର ଗୁରୁତ୍ୱଦାୟିତ୍ୱ ଅଧ୍ୟାପକମାନଙ୍କ ଉପରେ ରହିଛି' : ମନ୍ତ୍ରୀ ଡ. ସାହୁ
"ଅଧ୍ୟାପକମାନଙ୍କ ନିଷ୍ଠା ଓ ଚେଷ୍ଟା ଉଚ୍ଚଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିପାରିବ'…
ପରି ହତ୍ୟାକାରୀଙ୍କୁ ଧରିବା ସହ ରାଜନୀତିକ ଷଡଯନ୍ତ୍ର ବ୍ୟୁହକୁ ଭେଦ କରିବ କି କ୍ରାଇମ ବ୍ରାଞ୍ଚ !!!!
ନୟାଗଡ଼ /ଶାସକ ପ୍ରଶାସକ : ୫ ବର୍ଷର କୁନି ଝିଅ ପରୀ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପରୀକୁ ହତ୍ୟା କରାଯାଇଛି | ଏହି ମାମଲାରେ ୪ ଜଣ ବ୍ୟକ୍ତିଙ୍କ ପଲିଗ୍ରାଫ୍ ପରୀକ୍ଷା ସହ ସମସ୍ତ ସନ୍ଦିଗ୍ଧଙ୍କ କଲ୍ ରେକର୍ଡ ବିଶ୍ଲେଷଣ କରାଯାଇଥିବା କହିଛନ୍ତି । ୩୪ ଜଣ ସନ୍ଦିଗ୍ଧ ଓ…
୨୦୨୧ ସ୍ବଛ ସର୍ବେକ୍ଷଣ ପାଇଁ ସଚେତନତା ରାଲି
(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି ସ୍ବଛ ସର୍ବେକ୍ଷଣ ପାଇଁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି I ଏହି ରାଲିଟି ପରିଷଦ କାର୍ଯ୍ୟାଳୟ ଠାରୁ ବାହାରି ସହରର ଭୀମଭୋଇ ଛକ , ରଥସାହି , ବ୍ୟାଙ୍କ ଛକଦେଇ…
ନିଜର ବୋଲି କେହି ନାହାନ୍ତି , ସରକାରୀ ସହାୟତା କୁ ଚାହିଁ ବସିଛନ୍ତି
(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ) : ରେଢାଖୋଲର ଅସହାୟ ବୃଦ୍ଧ । ନା ନିଜର ବୋଲି କେହି ଅଛି ନା ମିଳୁଛି ସରକାରୀ ସହାୟତା । ମୁଣ୍ଡ ଗୁଞ୍ଜିବାକୁ ଘର ଟିଏ ବୋଲି ନାହିଁ । କୁକୁଡାବାହାଲି ଗ୍ରାମପଞ୍ଚାୟତର ସାନନୁଆପଡା ଗ୍ରାମର ପଳଉ ସ୍ୱାଇଁ। ଯେତେବେଳେ ତାଙ୍କୁ ସାତବର୍ଷ…