ବିରୋଧୀଙ୍କ ସହ ମିଶି ଷଡଯନ୍ତ୍ର ରଚିଛନ୍ତି ସରପଂଚ 

ନୟାଗଡ : ଗୋଟେ ଝିଅ ମରିଛି | ତାକୁ ମାରିଥିବା ଲୋକଙ୍କୁ ବନ୍ଧାଯାଉ | ହେଲେ ଏ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଛନ୍ଦି ଯେଉଁ ରାଜନୈତିକ ଖେଳ ଚାଲିଛି ତାକୁ ବିରୋଧ କରିଛନ୍ତି ସ୍ଥାନୀୟ ଅଧିବାସୀ | ଏହା ସହିତ  ବିରୋଧୀଙ୍କ ସହ ମିଶି ଅରୁଣଙ୍କ ବିରୋଧରେ ସରପଂଚ ଷଡଯନ୍ତ୍ର ରଚିଛନ୍ତି ବୋଲି…

ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ଵର: କରୋନା ମହାମାରୀ ସମୟରେ ରକ୍ତଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ବିଜୁଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି…

ସବୁ ମନୋମାଳିନ୍ୟକୁ ଭୁଲି କଂଗ୍ରେସ କର୍ମୀ ଏକ ହୁଅ :  ଭି.ଚନ୍ଦ୍ରଶେଖର ନାଇଡୁ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳକୁ ଅଧିକ ସୁଦୃଢ କରିବା ପାଇଁ  ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଲୋକସଭା ପ୍ରାଥୀ ଭି. ଚନ୍ଦ୍ରଶେଖର ନାଇଡୁ ପାରଳାଖେମୁଣ୍ଡିରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ…

ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରା ଉଦଘାଟିତ ହେଲା ଲଇକେରାରେ ଧାନକିଣା ଆରମ୍ଭ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକର ସେବା ସମବାୟ ସମିତିଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରଦୀପ କୁମାର ସାହୁଙ୍କ ପୌରହିତ୍ୟରେ ଶୁଭାରମ୍ଭ କରାଯାଇଛି। ଚଳିତ ୨୦୨୦-୨୧ ବର୍ଷ ନିମନ୍ତେ ଧାନକିଣା ନିମନ୍ତେ ଶ୍ରୀ ସାହୁ ସମସ୍ତ ଚାଷୀମାନଙ୍କୁ ଶୁଖିଲା, ବ୍ୟବସାୟ…

ଗଜଉଦ୍ଧାରଣ ବେଶ ଦେଖିବାରୁ ବଂଚିତ ହେଲେ ଶ୍ରଦ୍ଧାଳୁ 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): କାର୍ତିକମାସ ବଡ ଏକାଦଶୀ ପଂଚୁକ ପର୍ବର  ପ୍ରଥମ ଦିବସରେ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ  ଗଜଉଦ୍ଧାରଣ ବେଶକୁ ଦର୍ଶନ ପାଇଁ ଗୋଟିଏ ବର୍ଷ ଚାହିଁ ରହିଥିବା ବେଳେ କରୋନା କଟକଣା କାରଣରୁ ଚଳିତ ବର୍ଷ ଶ୍ରଦ୍ଧାଳୁମାନେ ସେଥିରୁ ବଂଚିତ ହୋଇଛନ୍ତି । ପାଳିଆ ସେବକ…

 ୨୯ ଘଣ୍ଟା ପରେ ବ୍ୟବଚ୍ଛେଦ ପାଇଁ ରାଜି ହେଲେ ପରିବାର ଲୋକେ। 

ଉପରିସ୍ଥ ଅଧିକାରୀଙ୍କ ଚାପରେ ମୃତ ଅଧିକାରୀଙ୍କ ମାମଲା।  ଉଚ୍ଚ ପଦାଧିକାରୀ ନ ଆସିବା ଯାଏ ଶବ ବ୍ୟବଚ୍ଛେଦ କରାଇ ନ ଦେବାକୁ ଜିଦ ଧରି ବସିଥିଲେ ପରିବାର  ଝାରସୁଗୁଡ଼ା :(ସୁଭାଷ ସହାରେ)- 'ପ୍ରଥମେ ଆସନ୍ତୁ ଉଚ୍ଚ ପଦାଧିକାରୀ। ତାପରେ ମୃତ ଦେହକୁ ବ୍ୟବଚ୍ଛେଦ କରିବାକୁ ଦିଆଯିବ'। ଅତ୍ୟନ୍ତ…

ଆନ୍ତର୍ଜାତିକ ମହିଳା ହିଂସା ନିରୋଧ ଦିବସ ପାଳିତ

ଝାରସୁଗୁଡ଼ା :(ସୁଭାଷ ସହାରେ) ଆଜି ସେହେଡ଼ା ଅନୁଷ୍ଠାନ ଦ୍ବାରା ପରିଚାଳିତ ୱାନ ଷ୍ଟପ ସେଣ୍ଟର (ସଖୀ) ପକ୍ଷରୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପ୍ରାଙ୍ଗଣରେ ଆନ୍ତର୍ଜାତିକ ମହିଳା ହିଂସା ନିରୋଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି…

ଲଖନପୁର ବ୍ଲକକୁ ସବଡିଭିଜନ ଘୋଷଣା ସହିତ ତିନୋଟି ବ୍ଲକରେ ଭାଗ କରିବାକୁ ଦାବି ନେଇ ଧାରଣା।

ଝାରସୁଗୁଡ଼ା :(ସୁଭାଷ ସହାରେ) =ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଏକ ବଡ଼ ବ୍ଲକ ଅଟେ। ବର୍ତ୍ତମାନ ଏହି ବ୍ଲକକୁ ଭାଗ କରି ତିନୋଟି ବ୍ଲକ କରିବାକୁ ଏବଂ ଲଖନପୁର ତହସିଲଦାର ସବଡିଭିଜନ ମାନ୍ୟତା ଦାବୀ କରି ଧାରଣାରେ ବସିଛନ୍ତି ଲଖନପୁର ନାଗରିକ ପରିଷଦ।  ଧାରଣାରେ ସାମିଲ ହୋଇଥିବା ଲଖନପୁର…

ଝାରସୁଗୁଡ଼ା ଏୟାରପୋର୍ଟ ଅଥରିଟି ଦ୍ବାରା ଘରୋଇ ଟ୍ୟାକ୍ସି ଚଳାଚଳ ପାଇଁ ନୂତନ ନିୟମ। ବିରୋଧ କଲେ ଓଡ଼ିଶା ମୋଟର ଚାଳକ…

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷ ଘରୋଇ ଟ୍ୟାକ୍ସି ଚାଳକ ମାନଙ୍କ ପାଇଁ ଯାତ୍ରୀମାନଙ୍କଠାରୁ ନେଉଥିବା ଦରକୁ ସ୍ଥିର କରିବା ଓ କୋଭିଡ ୧୯ର କଟକଣା ନିମନ୍ତେ ବିମାନବନ୍ଦରଠାରେ ସୀମିତ ସଂଖ୍ୟାରେ ଗାଡ଼ି ରଖିବା ନେଇ ନୂତନ ନିୟମ ପ୍ରଣୟନ କରିଛନ୍ତି। ଏହି…

ଗ୍ରୀନ ଏସୋସିଏସନ ରେଙ୍ଗାଲି ପକ୍ଷରୁ ଦ୍ବିତୀୟ କ୍ରିକେଟ ଟୁଣ୍ଣାମେଣ୍ଟ ଅନୁଷ୍ଠିତ।

ସମ୍ବଲପୁର(ରମାକାନ୍ତ ବିଶ୍ବାଳ)-ଗ୍ରୀନ ଏସୋସିଏସନ ରେଙ୍ଗାଲି ପକ୍ଷରୁ ରୁ ମଙ୍ଗଲବାର ଦିନ ଠାରୁ ଆରମ୍ଭ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତା ଶୁକ୍ରବାର ଦିନ ଉଦଯାପିତ ହେବ।   ପ୍ରଥପ ଦିନ ଯୁବ ସମାଜସେବୀ ଚିନ୍ତାମଣି ବାଗ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଟ କୁ ଉଦଘାଟନ କରିବାର ସହ…