Sign in
Sign in
Recover your password.
A password will be e-mailed to you.
୨୬ ତାରିଖର ବନ୍ଦକୁ ସମର୍ଥନ ଜଣାଇଲେ ଝାରସୁଗୁଡ଼ାର ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଭାରତ ସରକାରଙ୍କ ଶ୍ରମିକ, କୃଷକ ଓ ବିଭିନ୍ନ ଜନବିରୋଧୀ ଆଇନର ବିରୋଧରେ ଆସନ୍ତା ୨୬ ନଭେମ୍ବରରେ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇବେ ଝାରସୁଗୁଡ଼ାର ବିଭିନ୍ନ ରାଜନୈତିକ ଦଳ ଓ ବିଭିନ୍ନ ସଂଗଠନ। ଆଜି ଏକ ମିଳିତ ପ୍ରେସ ମିଟ ଜରିଆରେ…
ଭୀମଜୋର ମହିଳା ହତ୍ୟା ଘଟଣା : ଦୁଇ ଅସହାୟ ଶିଶୁଙ୍କ ସହାୟତା ପାଇଁ ହାତ ବଢ଼ାଇଲେ ଚାଇଲ୍ଡଲାଇନ।
ଝାରସୁଗୁଡ଼ା :( ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ଥାନା ଅନ୍ତର୍ଗତ ଭୀମଜୋର ଗ୍ରାମରେ ମହିଳାଙ୍କ ହତ୍ୟା ଘଟଣା ପରେ ସ୍ବାମୀ ଜେଲରେ। ବର୍ତ୍ତମାନ ଘରେ ତାଙ୍କର ଦୁଇ ସନ୍ତାନ। ପିତାମାତାଙ୍କ ଅବର୍ତ୍ତମାନରେ ଉଭୟେ ଅସହାୟ ହୋଇ ପଡ଼ିଛନ୍ତି। ଏମାନଙ୍କ ସହାୟତା ପାଇଁ ଆଗକୁ ଆସିଛି…
ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ମୃତ କର୍ମଚାରୀଙ୍କ ଝିଅ।
କାମର ବୋଝ ସହି ନ ପାରି ମୃତ୍ୟୁ ବରଣ କଲେ ବାପା।
ବାପାଙ୍କ ମୃତ୍ୟୁ ଆଘାତ ସହି ନ ପାରି ଆତ୍ମହତ୍ୟା ପ୍ରୟାସ କଲେ ସାନ ଝିଅ।
ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡା ଜିଲ୍ଲା ବନ ଉନ୍ନୟନ ନିଗମର ଡିଭିଜନାଲ ମ୍ୟାନେଜର ଏ କେ ପଟ୍ଟନାୟକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି…
ବାରମ୍ବାର ଛତିଶଗଡ଼ ଯୋଗୁଁ ହଇରାଣ ହେଉଛନ୍ତି ସୀମାନ୍ତବର୍ତ୍ତୀ ଗ୍ରାମର ଲୋକେ।
ଛତିଶଗଡ଼ ଲରା ଏନଟିପିସି ପାଉଁଶ ପାଣିରେ କ୍ଷତିଗ୍ରସ୍ତ ଓଡ଼ିଶା, ମହାନଦୀର ପାଣି ହେବ ବିଷାକ୍ତ।
ଝାରସୁଗୁଡ଼ା :(ସୁଭାଷ ସହାରେ) : ଛତିଶଗଡ଼ ଯୋଗୁଁ ବାରମ୍ବାର ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକ ଓ ମହାନଦୀ କ୍ଷତିଗ୍ରସ୍ତ ହେଉଥିବା ଦେଖିବାକୁ ମିଳିଛି। ପୂର୍ବରୁ ମହାନଦୀ ପାଣି ନେଇ…
ପାଠ୍ୟପୁସ୍ତକରେ ଗୋଣ୍ଡୱାନା ଇତିହାସ ସାମିଲ କରିବାକୁ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଁଣ୍ଡ ମହାସଭା କଲା ଦାବି।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଁଣ୍ଡ ମହାସଭାର ରାଜ୍ୟ ସ୍ତରୀୟ ମହାସଭା ଝାରସୁଗୁଡ଼ାର କାପୁମାଲରେ ଅନୁଷ୍ଠିତ ହୋଇଯାଇଛି। ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଗୋଣ୍ଡୱାନା ସମାଜ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରି…
ଲୋକସେବା ଭବନର ଗୁମର କଥା : ବତୀଘର ନିଜେ ଅନ୍ଧାରରେ, ଅନ୍ୟକୁ ଦିଗ ଦେଖାଇବ କେମିତି !!!
ଅଜ୍ଞ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନିନ୍ଦା ମୁଣ୍ଡଉଛି ଗୃହ ବିଭାଗ
ବିନା ଦୋଷରେ ଅଧିକାରୀ ପଦୋନ୍ନତିରୁ ବଞ୍ଚିତ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଇଏ ସଚିବାଳୟ , କୁଆଡେ ଲୋକସେବା ଭବନ ହେଇଛି | ଲୋକଙ୍କ ସେବା କରିବ, ଲୋକଙ୍କୁ ନ୍ୟାୟ ଦେବ | ଯେଉଁଠି ସଚିବାଳୟ ବା ଲୋକ ସେବା ଭବନ ନିଜ…
ବେପରୁଆ ଡ୍ରାଇଭର ନେଲା ୬ ଜୀବନ
ଶରଣକୁଳ ସୁଆର ସାହି ଓ ନରେନ୍ଦ୍ରପୁରରେ ବଡ଼ ଅଘଟଣ,
ରାସ୍ତା ଉପରେ ଉତ୍ତ୍ୟକ୍ତ ଜଣ ସାଧାରଣ, ବୁଝାଶୁଝା କରୁଛି ପ୍ରଶାସନ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର)/ନୟାଗଡ(ବିଶ୍ୱଜିତ ନାୟକ) : ନୟାଗଡ଼ ସରଣକୁଳ ଅଂଚଳରେ ଏକ ଡମ୍ଫର ଦୁର୍ଘଟଣା ଘଟାଇବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ…
ଶ୍ରୀରଘୁନାଥ ବରିଷ୍ଠ ନାଗରୀକ ମଂଚର ସ୍ଥାୟୀ କାର୍ଯ୍ୟକର୍ତ୍ତା ନିର୍ବାଚିତ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ବସନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଓ ଡ଼ଗାଁ ଶ୍ରୀରଘୁନାଥ ବରିଷ୍ଠ ରଘୁନାଥ ନାଗରୀକ ମଂଚର ସ୍ଥାୟୀ କାର୍ଯ୍ୟକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଭାପତି ବସନ୍ତ କୁମାର ମିଶ୍ର, ଉପ-ସଭାପତି ସୁବାସ ଚନ୍ଦ୍ର…
ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ପୀଠରେ ପଂଚୁକ ପର୍ବ: ପ୍ରଭୁଙ୍କ ରାଇଦାମୋଦର ବେଶ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ପବିତ୍ର କାର୍ତିକମାସ ଶୁକ୍ଳ ଦଶମୀ ତିଥିରେ ଓଡଗାଁ ପ୍ରଭୁ ଶ୍ରୀରଘୁନାଥଜୀଉଙ୍କ ପୀଠରେ ରାଇଦାମୋଦର ବେଶ ବେଶ ଅନୁଷ୍ଠିତ ହୋଇଥିଲା । ପରମ୍ପରା ଅନୁସାରେ ବିଧି ବିଧାନ ପୂର୍ବକ ମନ୍ଦିରରେ ନୀତିକାନ୍ତୀ ଚାଲିଥିଲେ ମଧ୍ୟ କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁ…
ରାସ୍ତା କଡରେ ଅଲୋଡା ମା, ଅସହାୟ ଅବସ୍ଥାରେ ନିଷ୍ଠା ପରିବାର କଲା ଉଦ୍ଧାର
ବରଗଡ :- ଆଜି ବରଗଡ ମାଷ୍ଟର ଟିକ୍ରାର ଜଣେ ଭାଇ ନିଷ୍ଠା ପରିବାରକୁ ଫୋନ ଯୋଗେ ଜଣାଇଲେ ଜଣେ ୬୫ ବର୍ଷ ର ବୃଦ୍ଧା ତାଙ୍କ ପଡା ରୋଡ ସାଇଟରେ ଦିର୍ଘ ପାଞ୍ଚ ଦିନ ଧରି ଅଛନ୍ତି। ଟିମ୍ ନିଷ୍ଠା ସଂଗେ ସଂଗେ ପହଞ୍ଚିଥିଲା ଘଟଣାସ୍ଥଳରେ | ,ବୁଝାବୁଝି କଲା ପରେ ଜାଣିବାକୁ ପାଇଲେ ଯେ ମାଉସୀ ଙ୍କର…