ଆଇଓସିଏଲ ପାଇପ ଲାଇନରୁ ଚୋରି ଉଦ୍ୟମ ଅଭିଯୋଗ।

0 2

ରେଢାଖୋଲ ( ଅନିଲ କୁମାର ପୃଷ୍ଟି )  ଭାରତୀୟ ତୈଳ ନିଗମ(ଆଇଓସିଏଲ) ର ପାରାଦ୍ୱୀପ- ରାଞ୍ଚି ପାଇପ ଲାଇନର ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଖଜୁରିଝରଣ ଗ୍ରାମ ନିକଟରେ ପାଇପରୁ ତେଲ ଚୋରି ଉଦ୍ୟମ ହୋଇ ଥିବା ନେଇ ରେଢ଼ାଖୋଲ ଥାନାରେ ଗୁରୁବାର ଲିଖିତ ଅଭିଯୋଗ କରାଯାଇଛି।ଏ ନେଇ ଆଇଓସିଏଲ  ସମ୍ବଲପୁରର  ବସୁ ସାହୁ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ରେଢ଼ାଖୋଲ ଥାନା କେସ ନମ୍ବର୨୪/୨୦୨୧ ରେ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରହି ଥିବା ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.