Sign in
Sign in
Recover your password.
A password will be e-mailed to you.
ପରୀ ମୃତ୍ୟୁ ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ କରାଯାଉ : ବିଜେପି ବିଧାୟକ ଦଳ
ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରାଯାଉ
କଂଗ୍ରେସ ଦଳ ବିଜେଡିର ସୁରକ୍ଷା କବଚ ସାଜି ପରୀ ନ୍ୟାୟ ଲଢେଇକୁ ଧୋକା ଦେଇଛି : ପ୍ରଦୀପ୍ତ ନାଏକ
ରାଜ୍ୟର ଅଛନ୍ତି ୫୩୨୩ ପରୀ (ଶିଶୁ) ଅନ୍ତର୍ଦ୍ଧାନ, ସରକାର ସମ୍ବେଦନହୀନ : ଜୟନାରାୟଣ
ଭୂବନେଶ୍ୱର…
ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର।
ମାଲକାନଗିରି/ବି.ଶ୍ରୀନିବାସ ପାତ୍ର : ସମ୍ପ୍ରତି ମାଲକାନଗିରି ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ପଦୋନ୍ନତି ତାଲିକା ପ୍ରକାଶ ପାଇଲା ପରେ ଉକ୍ତ ପଦୋନ୍ନତି ପ୍ରକ୍ରିୟାରେ ଅନୁସୂଚିତ ଜନଜାତି ଓ ଜନଜାତି ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଥିଲା।ଏ ସଂକ୍ରାନ୍ତରେ…
ବିଧାୟକଙ୍କ ମାଉସୀଙ୍କୁ ଆକ୍ରମଣ ଘଟଣା: ୩ ଜଣ ଗିରଫ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ବିଧାୟକ କେ. ନାରାୟଣ ରାଓଙ୍କ ପାରଳାଖେମୁଣ୍ଡି ସହର ଏରଦେଲା ସାହିରେ ଥିବା ଘରେ ବିଧାୟକ ନଥିବା ବେଳେ ତାଙ୍କ ମାଉସୀଙ୍କ ଉପରେ ଆକ୍ରମଣ ଘଟଣାରେ ପାରଳାଖେମୁଣ୍ଡି ପୋଲିସ ୩ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ପାରଳାଖେମୁଣ୍ଡିର…
ପୂର୍ବତନ ଜିଲ୍ଲାପାଳ ଓ ସହକାରୀ ଯୋଗାଣଅଧିକାରୀ ଙ୍କୁ ଗିରଫ ଜୋର ଧରିଲା ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲାଙ୍କୁ ତୁରନ୍ତ ଗିରଫ କରିବାକୁ ଗର୍ଜିଲା ଜିଲ୍ଲା କଂଗ୍ରେସ । କଂଗ୍ରେସ ନେତା ଶ୍ରୀ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ମାଲକାନଗିରି ସହର ପରିକ୍ରମା…
କେ.ସି.ସି. ଯୋଗ୍ୟତା ଟୁର୍ଣ୍ଣାମେଣ୍ଟ: ମହୁଲପାଲି ଚମ୍ପିୟାନ
ପଦ୍ମପୁର ନିକଟସ୍ଥ ମହୁଲପାଲି ହାଇସ୍କୁଲ ପଡ଼ିଆରେ କ୍ରିଷ୍ଣା କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ଯୋଗ୍ୟତା ପର୍ଯ୍ୟାୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଏହି ପ୍ରତିଯଗିତାରେ ୧୬ଟି ଆଞ୍ଚଳିକ ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି…
ବସ ରୁ ଖସିପଡ଼ି ଡ୍ରାଇଭର ମୃତ ।
( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ / ଅନିଲ ପୁଷ୍ଟି ): ସମ୍ବଲପୁରରୁ ବୌଦ୍ଧ ଅଭିମୁଖେ ଆସୁଥିବା ଶିବମ ନାମକ ଏକ ଘରୋଇ ବସ ଆଜି ଧନୁପାଲି ଛକଠାରେ ଛିଡ଼ାହୋଇ ବସର ଉପରେ କିଛି ଲଗେଜ ଲୋଡ କରି ବାନ୍ଧୁଥିବା ବେଳେ ଅସାବଧାନତା ଯୋଗୁଁ ହଠାତ୍ ବସର ଡ୍ରାଇଭର ନବୀନ କୁମାର…
ୱାଲମୀ ଠାରେ ଭର୍ଚୁଆଲ ପ୍ରଶିକ୍ଷଣ ବ୍ୟବସ୍ଥା ଉଦ୍ଘାଟିତ
ଭୁବନେଶ୍ଵର (ଶାସକ ପ୍ରଶାସକ) : ଜଳ ଓ ଭୂସମ୍ପଦର ସମନ୍ଵିତ ପରିଚାଳନା ନିମନ୍ତେ ଉତ୍ସର୍ଗୀକୃତ ପ୍ରମୁଖ ତାଲିମ ଏବଂ ଗବେଷଣା ପ୍ରତିଷ୍ଠାନ (ୱାଲମୀ) ଠାରେଭର୍ଚୁଆଲମାଧ୍ୟମରେ ପ୍ରଶିକ୍ଷଣ ବ୍ୟବସ୍ଥାକୁ ରାଜ୍ୟ ଜଳସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶୁକ୍ରବାର ସନ୍ଧ୍ୟାରେ…
ଉତ୍ତରାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ
ନୂଆପଡା.(ଅମିତ ପୁରୋହିତ}; ସ୍ଥାନୀୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ତରଫରୁ ଆଜି ଜଣେ ଉତ୍ତରାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା କରିଛନ୍ତି । ଗତ କିଛିମାସ ତଳେ କୁରୁମପୁରି ଗ୍ରାମର ଜିଲ୍ଲା ପରିଷଦ ସଭ୍ୟ ରାମ ନରେଶ ଅହିରଙ୍କ ମୃତ୍ୟୁ ହୋଇଥିଲା ପିଏନବିରେ ପିଏନବି ମେଟଲାଇଫ ଇଣ୍ଡିଆ…
ବିଜେଡିରୁ ବିଦା ହେଲେ ପ୍ରଦୀପ
ଭୁବନେଶ୍ୱର : ପାଠକ କାଣ୍ଡରେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ , ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁଣ୍ଡରେ ପଡିଲା ରାଜନୀତିର ଖଣ୍ଡା । ଆଜି ବିଧିବଦ୍ଧ ଭାବେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଜନ ବିରୋଧୀ କାର୍ଯ୍ୟରେ…
ନାବାଳିକାଙ୍କୁ ପ୍ରତାରିତ କରି ଦୁଷ୍କର୍ମ ଓ ପରେ ଚାଲାଣ ଅଭିଯୋଗ
ନାବାଳିକାକୁ ଅପହରଣ, ବିବାହର ପ୍ରତିଶ୍ରୁତି ଦେଇ ବିବାହିତ ଯୁବକଙ୍କ ଦୁଷ୍କର୍ମ, ପରେ ଚାଲାଣ କରିବା ଉଦ୍ୟମ ଅଭିଯୋଗ।
( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ / ଅନିଲ କୁମାର ପୃଷ୍ଟି ) - ସମ୍ବଲପୁର ଜିଲ୍ଲା ରେଢାଖୋଲ କିସିଣ୍ଡା ଥାନା ଅନ୍ତର୍ଗତ ଉପରମୁଣ୍ଡା ଗ୍ରାମର ଜଣେ ୧୭…