Sign in
Sign in
Recover your password.
A password will be e-mailed to you.
କେ.ସି.ସି. ଯୋଗ୍ୟତା ଟୁର୍ଣ୍ଣାମେଣ୍ଟ: ଚଣ୍ଡିପାଲି ଫାଇନାଲରେ
ପଦ୍ମପୁର ନିକଟସ୍ଥ ମହୁଲପାଲି ଠାରେ କ୍ରିଷ୍ଣା କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ଯୋଗ୍ୟତା ପର୍ଯ୍ୟାୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଶନିବାର ଅନୁଷ୍ଠିତ ଏହି ପ୍ରତିଯଗିତାରେ ୮ ଟି ଦଳ ଅଂଶଗ୍ରହଣ କରିଥିଲେ। ସେମିଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚଣ୍ଡିପାଲି ଦଳ…
ନିୟମିତ ଭାବେ ଲିଭର ପ୍ରତ୍ୟାରୋପଣ ସୁବିଧା ସମରେ ହେବ ଉପଲବ୍ଧ
ସମ ହସ୍ପିଟାଲ ଓ ଏସିଆନ ଇନଷ୍ଟିଟ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ହେଲା ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି ୟୁନିଭରସିଟି ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲ ସହିତ…
ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ସଚେତନ ରଥ ଶୁଭାରମ୍ଭ
ଭଞ୍ଜନଗର ( ନିଲୁ ବିଷୋୟୀ) - ଚଳିତ ୨୦୨୧ ମସିହା ନିମନ୍ତେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ପ୍ରଚାର ରଥ କୁ ଶୁଭାରମ୍ଭ କରିଛନ୍ତି । ଏହି ପ୍ରଚାର ରଥ ଭଞ୍ଜନଗର ଉପଖଣ୍ଡ ର ସମସ୍ତ ବ୍ଲକ ସମେତ ପଂଚାୟତ ଗୁଡିକ ପରିଭ୍ରମଣ…
ଭଞ୍ଜନଗର ଏନ.ଏ. ସି ରେ ଘରକୁ ଘର ବୁଲି ପରିବେଶ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କଲେ ଉପଜିଲ୍ଲାପାଳ
ଭଞ୍ଜନଗର ( ନିଲୁ ବିଷୋୟୀ) - ଭଞ୍ଜନଗର ଏନ.ଏ. ସି ର ପରିମଳ ଓ ପରିବେଶ ପ୍ରତି ପ୍ରଶାସନ ଗୁରତ୍ୱ ଦେଉଥିବା ଦେଖାଦେଇଛି। ଭଞ୍ଜନଗର ଏନ.ଏ. ସି କୁ ସୁନ୍ଦର ଓ ନିର୍ମଳ ଏନ.ଏ.ସି ରେ ପରିଣତ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ପ୍ରତି ୱାର୍ଡରେ କମିଟି ଗଠନ, କର୍ମଚାରୀଙ୍କୁ…
୬ ବର୍ଷରେ ଅକ୍ଷୟ ଉର୍ଜା କ୍ଷେତ୍ରରେ ପୁଞ୍ଜନିବେଶ ହୋଇଛି ୬୪ ବିଲିୟନ ଡଲାର – ଧର୍ମେନ୍ଦ୍ର ପ୍ରଧାନ
ତୃତୀୟ ଅକ୍ଷୟ ଉର୍ଜା ନିବେଶ ସମ୍ମିଳନୀ-୨୦୨୦ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ
ପୁଞ୍ଜିନିବେଶକାରୀ, ଡେଭଲପର ଏବଂ ବ୍ୟବସାୟୀଙ୍କୁ ଦେଶର ଅକ୍ଷୟ ଉର୍ଜା ଯାତ୍ରାରେ ସାମିଲ ହେବାକୁ ଆହ୍ୱାନ
୧୨ଟି ୨ଜି ଇଥାନଲ ବାୟୋ ରିଫାଇନାରୀ ୧୧ଟି ରାଜ୍ୟରେ ପ୍ରତିଷ୍ଠା କରାଯାଉଛି
ଆଗାମୀ ଦିନରେ ୫…
ସବୁ ଭାରତୀୟଙ୍କ ପାଇଁ କରୋନା ଟୀକା ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିବଦ୍ଧ – ଧର୍ମେନ୍ଦ୍ର…
ନୂଆଦିଲ୍ଲୀ/ଭୁବେନଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ତିନୋଟି ସହରର ଯଥା ଅହମ୍ମଦାବାଦର ଜାଇଡସ ବାୟୋଟେକ ପାର୍କ, ହାଇଦ୍ରାବାଦର ଭାରତ ବାୟୋଟେକ ଏବଂ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବା ସହ କରୋନା ଟୀକା ବିକାଶ ଏବଂ ଉତ୍ପାଦନ ପ୍ରକ୍ରିୟାର ବିସ୍ତୃତ…
ଝାରସୁଗୁଡ଼ା ବାର ଏସୋସିଏସନର କର୍ମକର୍ତ୍ତା ନିର୍ବାଚନ : ସଭାପତି ଦୌଡ଼ରେ ଦୁଇ ଜଣ, ବାକି ନିର୍ଦ୍ଵନ୍ଦରେ
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ବାର ଏସୋସିଏସନର ବିଭିନ୍ନ କର୍ମକର୍ତ୍ତା ପାଇଁ ହେବାକୁ ଥିବା ନିର୍ବାଚନ ପ୍ରକ୍ରିୟା ସଭାପତି ପଦ ବ୍ୟତୀତ ଅନ୍ୟ ସମସ୍ତ ପଦବୀ ପାଇଁ ସମାପ୍ତ ହୋଇଯାଇଛି। ସଭାପତି ପଦବୀ ପାଇଁ ଏଥର ଦୁଇଜଣ ମୈଦାନରେ ଅଛନ୍ତି।
ନୋମିନେସନ ପ୍ରକ୍ରିୟାର ଅନ୍ତିମ ଦିନ…
ନୟାଗଡରେ କୋହ ଏବେ ବହୁଛି ଉଜାଣି, ଚାରିମାସ ହେଲା ଏ ନେତା କୋଉଠି ଥିଲେ କେଜାଣି !
ନୟାଗଡ଼ :ପରୀ ଏବେ ଦୋହଲାଇ ଦେଇଛି ରାଜ୍ୟ ରାଜନୀତି | ସବୁ ଟାର୍ଗେଟ ଏବେ ଗୋଟିଏ ଦିଗରେ | ପରୀକୁ ନ୍ୟାୟ ମିଳିବ ଉଚିତ | ଦୋଷୀ ଦଣ୍ଡ ପାଇବା ଉଚିତ | ତାକୁ ନେଇ ସବୁ ମହଲରେ ଗୋଟିଏ ଦାବି ପ୍ରକୃତ ଦୋଷୀ ଦଣ୍ଡ ପାଉ | ଆଉ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ…
ଲଖନପୁର ତହସିଲକୁ ସବଡିଭିଜନ ମାନ୍ୟତା ଓ ବ୍ଲକକୁ ତିନୋଟି ବ୍ଲକରେ ବିଭକ୍ତକୁ ଦାବି ପ୍ରତି ବଢୁଛି ସମର୍ଥନ
ବିଭିନ୍ନ ସଂଗଠନ ସହ ମୁହିମରେ ସାମିଲ ହେଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ।
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ତହସିଲକୁ ସବଡିଭିଜନ ମାନ୍ୟତା ଓ ଏହି ବ୍ଲକକୁ ତିନୋଟି ବ୍ଲକରେ ବିଭକ୍ତ କରିବା ପାଇଁ ଦାବୀକୁ ସମର୍ଥନ ଯୋଗାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି ବିଭିନ୍ନ…
ନକଲି ନୋଟ କାରବାରରେ ତିନି ଗିରଫ, ହଜାର ହଜାର ଟଙ୍କାର ନକଲି ନୋଟ ଜବତ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ନକଲି ନୋଟ ବନ୍ଦ କରିବା ସରକାରମାନଙ୍କ ପାଇଁ ସବୁବେଳେ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ନୋଟବନ୍ଦୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲୋକଙ୍କୁ ଆଶ୍ବାସନା ଦେଇଥିଲେ ଯେ ନୋଟବନ୍ଦୀ ଯୋଗୁଁ ନକଲି ନୋଟ କାରବାର ବନ୍ଦ ହେବ। ମାତ୍ର ଏହାକୁ ଭୁଲ ପ୍ରମାଣିତ…